ପୁନର୍ବାର ପ୍ରସ୍ତୁତ ହେବ ତାଲିକା
ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବଞ୍ଚିତ ପରିବାର ସୋମବାର ଅନୁଗୋଳ ଉପଜିଲାପାଳ ବଇତୁରା ଦୀପ୍ଙ୍କୁ ସାକ୍ଷାତ କରିଥିଲେ।…
ଟିକାକରଣରେ ଅବ୍ୟବସ୍ଥା
ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍ରେ ଛିଡ଼ା ହୋଇଥିବାବେଳେ ଭ୍ୟାକ୍ସିନ୍ ସରିଯାଇଥିବା କହି ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।…
ପ୍ରିନ୍ସ ଫେଷ୍ଟରେ ଝୁମିଲେ ଦର୍ଶକ
ଅନୁଗୋଳ ଅଫିସ, ୫।୮:ଅନୁଗୋଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ରବିବାର ସାରେ ‘ପ୍ରିନ୍ସ ଫେଷ୍ଟ୍’ ଅନୁଷ୍ଠିତ ହୋଇଯାଇଛି। ହେମସୁରପଡ଼ା ଟାଉନ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସାଂସ୍କୃତିକ ସାରେ ଗୋଟିଏ ପରେ ଗୋଟିଏ ଓଲିଉଡ୍ ଓ ବଲିଉଡ୍ ସଙ୍ଗୀତର ଧୁନ୍ରେ…
ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ
ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍ ଯାଇ କିଛିଦିନ ତଳେ ବେଲ୍ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ନଗେନ ନାଏକ ପୁଣି ସେମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ଶନିବାର ସେ ପ୍ରଥମ ସ୍ତ୍ରୀ…
ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର
ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ…
ନିଆରା ନୂଆଁଖାଇ: ୧୮୦ ପରିବାରର ୮୦୦ ସଦସ୍ୟ ସାମିଲ
ରେଙ୍ଗାଲି,୩ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଅବସରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମ। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସହିତ ନୂଆଁ ଖାଇବାର ପରମ୍ପରା ରହିଛି। ହେଲେ…
୧୨ ବର୍ଷ ହେଲା ଭଣ୍ଡାଉଛି ଏମ୍ସିଏଲ୍
ତାଳଚେର, ୩ା୯ (ନି.ପ୍ର.): ଜମି ବଦଳରେ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ। ଖଣିରେ ଦିଆଯିବ ନିଯୁକ୍ତି। ଥଇଥାନ ବ୍ୟବସ୍ଥା ମଧ୍ୟ କରିବ କୋଇଲା କମ୍ପାନୀ। ଏପରି ପ୍ରଲୋଭନ ଦେଖାଇ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ୨୦୧୦ରେ ତାଳଚେର ଗୋପାଳପ୍ରସାଦବାସୀଙ୍କ ୩୪୮ ଏକର ଜମି ଅଧିଗ୍ରହଣ…
ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା
ଅନୁଗୋଳ ଅଫିସ,୨ା୯: ଅନୁଗୋଳ ବଜାର ରାସ୍ତାରେ ବଢ଼ୁଛି ଟ୍ରାଫିକ ଅବ୍ୟବସ୍ଥା। ଦୈନିକ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ରହୁଥିବାରୁ ଯାତାୟାତକାରୀଙ୍କ ସହ ବଜାର ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ରୋଗୀ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ…
ଘର ଜାଳିଦେଲେ, ମା’ଙ୍କୁ ଆକ୍ରମଣ ଉଦ୍ୟମ: ଅଭିଯୁକ୍ତ ପୁଅ ଗିରଫ
ଅନୁଗୋଳ ଅଫିସ, ୨ା୯:ଅନୁଗୋଳ ସଦର ଥାନା ରନ୍ତଲେଇ ଜଙ୍ଗଲମୌଜାର ଦୀନେଶ ନାଏକ(୨୦) ଗୁରୁବାର ନିଜ ଘର ପୋଡ଼ି ଦେବା ସହ ମା’ଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆୟତ୍ତ କରିବା ପରେ ପୋଲିସ ପହଞ୍ଚତ୍ ଥାନାକୁ ଉଠାଇ ଆଣିଥିଲା।…
ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁର
ଅନୁଗୋଳ ଅଫିସ, ୩୧।୮: ଶିକ୍ଷାନୁଷ୍ଠାନରେ ଶେଷ ହୋଇଛି ସାଜସଜ୍ଜା। ଲାଗିଛି ରଙ୍ଗବେରଙ୍ଗର ମାଳ ମାଳ ପତାକା। ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଆତୁରତାର ସହ ଅପେକ୍ଷା କରିଛନ୍ତି ଛାତ୍ରୀଛାତ୍ର। କରୋନା ପରେ ପ୍ରଥମ ଥର ପାଇଁ ସେମାନେ ଶିକ୍ଷାନୁଷ୍ଠାନରେ ପୂଜା ପାଳନ କରିବାକୁ…
ବଢ଼ିଛି ଜନସଂଖ୍ୟା, ବଦଳିଛି ରୂପରେଖ
ଅନୁଗୋଳ ଅଫିସ, ୩୧।୮: ୫୯ ବର୍ଷରେ ପାଦ ଥାପିବାକୁ ଯାଉଛି ଅନୁଗୋଳ ପୌରପାଳିକା। ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରୁ ବର୍ତ୍ତମାନର ପୌରପରିଷଦ, ଦୀର୍ଘ ୫୮ ବର୍ଷର ଯାତ୍ରା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନୁଗୋଳରେ। ଏହି ସମୟ ମଧ୍ୟରେ ପୌର ପରିଷଦରେ…
ଭୁଜାଲିରେ ହାଣି ଲୁଟିନେଲେ ୬ ଲକ୍ଷ
ଅନୁଗୋଳ ଅଫିସ, ୩୦ା୮: ପାର୍ବଣକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ କରାଯାଉଥିବା ଆଇନଶୃଙ୍ଖଳା ପ୍ରସ୍ତୁତିକୁ ସୋମବାର ଚ୍ୟାଲେଞ୍ଜ ଦେଇଛନ୍ତି ୪ ଜଣ ଦୁର୍ବୃତ୍ତ। ଅନୁଗୋଳ ସହର ଉପକଣ୍ଠ କୁରୁଡ଼ୁଲୁ ଅଞ୍ଚଳରେ ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି…
Archives


