ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ

ବଅଁରପାଳ,୧୨ା୯(ଡି.ଏନ୍‌.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍‌ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍‌କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ରହି ଇନ୍‌ସେଟିଭ୍‌, ପାରାମିଟର ସମ୍ପର୍କରେ ପୂର୍ବରୁ ଆଲୋଚନା କରିଥିଲେ। ତେବେ କର୍ତ୍ତୃପକ୍ଷ ଚୁକ୍ତିନାମାକୁ ବିଭିନ୍ନ ଆଳ ଦେଖାଇ ବିଳମ୍ବ କରୁଛନ୍ତି। ଯଦ୍ଦ୍ବାରା ୨୦୧୭ରୁୁ ୨୧ ପାର୍‌ ହୋଇଥିବା ବେଳେ ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ମିଳିନାହିଁ। ଦଶହରା ପାଖେଇ ଆସୁଥିବା ବେଳେ ବୋନସ୍‌ ବାବଦରେ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି କର୍ତ୍ତୃପକ୍ଷ। ଦାବି ପୂରଣ ନ ହେଲେ ଖୁବ୍‌ଶୀଘ୍ର ଉପରୋକ୍ତ ୩ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଧାରଣାରେ ନେପୁର କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ, ସାଧାରଣ ସମ୍ପାଦକ ବୈରାଗୀ ସେଠ୍‌, ଏଏମ୍‌ଏସ୍‌ର ସଭପତି ମୁନା ସାମଲ, ସାଧାରଣ ସମ୍ପାଦକ ବିନୋଦ ସାମଲ ଓ ନେସ୍‌ର କାର୍ଯ୍ୟକାରୀ ସଭାପତି ମଳୟ ସ୍ବାଇଁ, ସଧାରଣ ସମ୍ପାଦକ ନିର୍ମଳ ସାମଲ, ବିଜନ ଦଳବେହେରା, ମନୋଜ ସ୍ବାଇଁ, ବସନ୍ତ ନାୟକ, ସଚ୍ଚିଦାନନ୍ଦ ଗଡ଼ନାୟକ, ଗୋପାଳକୃଷ୍ଣ ମଲ୍ଲିକ, ଦୀନବନ୍ଧୁ ଭୁତିଆ, ରଞ୍ଜିତ ସାହାଜ, ସଂଜୟ ଦେହୁରୀ, ଜଗନ୍ନାଥ ସେଠୀ, ସ୍ବରୂପ ଗଡ଼ନାୟକ, ଦୀପକ ସାମନ୍ତସିଂ, ସତ୍ୟଜିତ୍‌ ବିଶ୍ୱାଳ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇଟି ଗୋଷ୍ଠୀରେ ବିଭକ୍ତ, ଗୋଟିଏ ବିଜୟଙ୍କ TVK କୁ କରିବ ସମର୍ଥନ

ଚେନ୍ନାଇ,୧୨।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। AIADMK ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇଛି। ସୂତ୍ର…

ଦ୍ୱିତୀୟଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ, ମୋଦିଙ୍କ ସହ ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ଗୁଆହାଟି,୧୨।୫: ଆସାମରେ, ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସକାଳ…

ତୈଳ ସଙ୍କଟକୁ ନେଇ ବିଗିଡିଲାଣି ଅନେକ ଦେଶର ସ୍ଥିତି, ଭାରତକୁ ନେଇ ଇରାନ କହିଲା ଗୁରୁତ୍ୱପୂର୍ଣ୍ଣ କଥା

ତେହରାନ,୧୨।୫: ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁ ବିଶ୍ୱ ଯୋଗାଣ ଶୃଙ୍ଖଳା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଇରାନ ଏହି…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ୧୫ ଦିନ ଭିତରେ ହେବ…

ଚେନ୍ନାଇ,୧୨।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ, ଥାଲାପତି ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ ଷ୍ଟାଣ୍ଡର ୫୦୦ ମିଟର…

ସାନି ଆବେଦନ ପାଇଁ ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨ା୫(ପି.ଟି.): ପଶ୍ଚିମବଙ୍ଗର ୩୧ଟି ନିର୍ବାଚନମଣ୍ଡଳୀରେ ସଦ୍ୟସମାପ୍ତ ନିର୍ବାଚନରେ ବିଜୟ ବ୍ୟବଧାନ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ କଟିଥିବା ଭୋଟର ସଂଖ୍ୟାଠାରୁ କମ୍‌ ବୋଲି ଦାବି…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ଭୁବନେଶରସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର…

ମୁଣ୍ଡରେ ପଗଡ଼ି ଭିଡ଼ି ଟ୍ରାକ୍ଟର ଚଳାଇଲେ ବିଧାୟକ: ଆଉ ତା’ପରେ ଘଟିଲା…

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ଏହାର ଶୁଭାରମ୍ଭ କରିବା ଅବସରରେ ପୂଜାପାଠ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri