ମାଈ ହାତୀର ମୃତଦେହ ଠାବ
ବଇଣ୍ଡା/ ମାଧପୁର, ୨୯ା୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ବନ ବିଭାଗ ଠାବ କରିଛି। ମୃତ ହାତୀର ବୟସ ୩୦ ବର୍ଷ ହେବ ବୋଲି ବିଭାଗ ଆକଳନ…
କମେଣ୍ଟ ମାରୁଥିଲେ ଯୁବକ, ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ
ଅନୁଗୋଳ ଅଫିସ, ୨୮।୧୦(ବ୍ୟୁରୋ): କମେଣ୍ଟ ମାରିବାରୁ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ। ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଯୁବତୀମାନେ କଲେଜକୁ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩ ଜଣ…
ଅଣଦେଖାରୁ ବଢ଼ୁଛି ଅସନ୍ତୋଷ
ବଇଣ୍ଡା, ୨୮ା୧୦ (ପରୀକ୍ଷିତ ସାହୁ): ଅନୁଗୋଳ ଜିଲାର ଏକ ପ୍ରମୁଖ ରେଳ ଷ୍ଟେଶନ ହେଉଛି ବଇଣ୍ଡା। ହେଲେ ଆଠମଲ୍ଲିକ ଉପଖଣ୍ଡରେ ଥିବା ଏହି ଷ୍ଟେଶନ ପ୍ରତି ଗୁରୁତର ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଏହି ଷ୍ଟେଶନ ଦେଇ ୧୮ଟି ଏକ୍ସପ୍ରେସ୍…
ବ୍ୟାପୁଛି କିଡ୍ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ
ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉଭୟ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛି। ଗତ ୨ ବର୍ଷ ହେବ ଏହି…
ଉତ୍ପାଦନରେ ଏମ୍ସିଏଲ୍ର ନୂଆ ରେକର୍ଡ
ତାଳଚେର, ୨୭ା୧୦ (ନି.ପ୍ର.): କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଟିମ୍ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍ସିଏଲ୍)। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ଏମ୍ସିଏଲ୍ ଅକ୍ଟୋବର ୨୫ ତାରିଖ ସୁଦ୍ଧା ହାସଲ କରିପାରିଛି। ଫଳରେ…
ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା
ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ ଫେରାଇ ଆଣାଯାଇଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପ୍ରତିମୂର୍ତ୍ତିରୁ ଖଣ୍ଡା ନେଇ ସହରରେ ବୁଲୁଥିବା…
ଟ୍ରାନ୍ସଫର୍ମର ପୋଡ଼ି ୨ ଗାଁ ଅନ୍ଧାର
ବଇଣ୍ଡା, ୨୬।୧୦(ଡି.ଏନ୍.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର କୁଡ଼ାସାହି ଓ ବାଲିସାହିକୁ ବିଦ୍ୟୁତ୍ ଯୋଗାଉଥିବା ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ୫ଦିନ ହେଲା ପୋଡ଼ିଯାଇଛି। ଫଳରେ ସମ୍ପୃକ୍ତ ୨ ଗ୍ରାମର ବାସିନ୍ଦା ଅନ୍ଧାରରେ ଦିନ କାଟୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ…
ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍ କମିଟି
ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ କ୍ୟାମ୍ପସ୍ କମିଟିମାନ ଗଢ଼ା ହେଉଛି। ଏଥିରେ…
ରାସ୍ତା କଡ଼ରୁ ମହିଳାଙ୍କ ମୃତ ଦେହ ଠାବ
ପାଲଲହଡା,୨୫।୧୦ : ଅନୁଗୋଳ ପାଲଲହଡା ଥାନା ନିଜିଗଡ଼ ପଞ୍ଚାୟତ ଉଦୟପୁର ସାହି ନିକଟସ୍ଥ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ମୃତ ଦେହ ଗ୍ରାମ ବାସୀଙ୍କ ଦ୍ୱାରା ଠାବ କରାଯାଇଛି । ମୃତ ମହିଳା ଜଣଙ୍କ ପାଳଲହଡା ଥାନା ଜୋକପାଣି ଗ୍ରାମର ଡଲି…
ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର
ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ ହୋଇଥିବା ବେଳେ ଚଳିତବର୍ଷ ମହାମାରୀକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ସୋମବାର ଲୋକେ…
ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା
ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି ଜଣେ କାରିଗରଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଥିବା ଚର୍ଚ୍ଚା ହେଉଛି। ଏପରି…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ଅନୁଗୋଳ ଅଫିସ, ୨୧।୧୦: ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ସାଅନ୍ଦା ଗ୍ରାମର ତ୍ରିପୁର ବେହେରା (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ…
Archives


