ଅନୁଗୋଳ

ସଙ୍ଗରୋଧ କେନ୍ଦ୍ରରୁ ସ୍ବଚ୍ଛତାର ବାର୍ତ୍ତା: ଝାଡ଼ୁ ମାରିଲେ, ଗଛରେ ପାଣି ଦେଲେ

ଅନୁଗୋଳ ଅଫିସ, ୧୭।୫- ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ କରାଯାଇଥିବା ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ କିଛି ଦିନ ହେଲା ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥିଲା। ଅନୁଗୋଳ ଟାଉନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଗତ ୧୪ ତାରିଖରେ…

୩୨୭୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାନିଟାଇଜ୍‌ କିଟ୍‌

ଅନୁଗୋଳ ଅଫିସ, ୧୭।୫- କରୋନା ବିରୋଧରେ ଲଢ଼େଇ କରୁଥିବା ପ୍ରତିଟି ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)। କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ…

ରାଶନ ସାମଗ୍ରୀ ହଡ଼ପ ଅଭିଯୋଗ: ମୃତକଙ୍କ ନାମରେ ଉଠୁଛି ଚାଉଳ

ବଇଣ୍ଡା, ୧୭ା୫(ଡି.ଏନ.ଏ.)- ଗରିବ ଲୋକଙ୍କୁ ସରକାର ରାଶନ କାର୍ଡ ମାଧ୍ୟମରେ ଚାଉଳ, ଗହମ ଆଦି ଯୋଗାଇ ଦେଉଥିବାବେଳେ ଅନେକ ସମୟରେ ଏଥିରେ ଅନିୟମିତତା ହେଉଥିବା ଖବର ସାମନାକୁ ଆସୁଛି। ଏପରିକି ରାଶନ କାର୍ଡଧାରୀଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ନାମରେ ଚାଉଳ…

କିଶୋରନଗର ବ୍ଲକ: କ୍ୱାରାଣ୍ଟାଇନରେ ରହିଲେ ୨୬

ବଇଣ୍ଡା,୧୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ ଗୃହରେ ଶନିବାର ବିଭିନ୍ନ ଜିଲାରୁ ୨୬ ଜଣଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ଜଣ ମହିଳା ରହିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ…

ବିଭିନ୍ନ ଦାବି ନେଇ ନାଲ୍‌କୋ ସିପିପି ଟ୍ରକଚାଳକଙ୍କ ଆନ୍ଦୋଳନ

ବଅଁରପାଳ,୧୭ା୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟକୁ ପରିବହନ ପାଇଁ ଯାଉଥିବା ଟ୍ରକଚାଳକମାନେ ବିଭିନ୍ନ ଦାବି ନେଇ ରବିବାର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ଲାଣ୍ଟରୁ ପାଉଁଶ ପରିବହନ ପାଇଁ ଶତାଧିକ ଟ୍ରକ…

ଅନାଥ ଯୁବକଙ୍କ ମୃତଦେହ ସତ୍କାର କଲେ ଯୁବଗୋଷ୍ଠୀ

ପାଲଲହଡା,୧୭ା୫(ଡି.ଏନ.ଏ.) – ମହାମାରୀ କରୋନା ଭୟ ଯୋଗୁ ଅନେକ ସ୍ଥାନରେ ମୃତକଙ୍କ ପାଖ ପଶୁନାହାନ୍ତି ସମ୍ପର୍କୀୟ। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖେମଳା ଗାଁ ଲୋକେ ଶନିବାର ନିଜ ମାନବିକତାର ପରିଚୟ ଦେଇଛନ୍ତି। ସେମାନେ ଚାନ୍ଦା ଆଦାୟ କରି ଜଣେ…

ଦରମା ନ ଦେଇ ଛଟେଇ

ଅନୁଗୋଳ ଅଫିସ,୧୭ା୫ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ହେଲ୍ପଡେସ୍କ ମ୍ୟାନେଜର ଓ ଭଲ୍ୟୁଣ୍ଟରମାନଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏପରି କି ୭ମାସ ହେବ ସେମାନଙ୍କୁ ଦରମା ମଧ୍ୟ ପ୍ରଦାନ କରାଯାଇ ନ ଥିବା ଶନିବାର ଜିଲାପାଳଙ୍କ ନିକଟରେ…

ମହାରାଷ୍ଟ୍ରରୁ ଫେରିଲେ ୨୬ ଶ୍ରମିକ

ଅନୁଗୋଳ ଅଫିସ୍‌, ୧୬ା୫- ଅନୁଗୋଳ ଜିଲାକୁ ମହାରାଷ୍ଟ୍ରରୁ ଏକ ସ୍ବତନ୍ତ୍ର ବସ ଯୋଗେ ୨୬ ଜଣ ଶ୍ରମିକ ଶନିବାର ଫେରିଛନ୍ତି। ସେମାନେ ଗଡତରାସ ଗ୍ରାମର ହୋଇଥିବାବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନରେ ରଖାଯାଇଛି। ଅନ୍ୟପକ୍ଷରେ ଉକ୍ତ ବସ୍‌ରେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାର…

ଅଗ୍ନି ବିପନ୍ନଙ୍କୁ ଭେଟିଲା ପ୍ରଶାସନ

ମାଧପୁର, ୧୬ା୫- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ନୂଆମାଣତ୍ରୀ ଗ୍ରାମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡରେ ଜୀବର୍ଦ୍ଧନ ଘିଓ୍ବାଲା, ନିରଞ୍ଜନ ପ୍ରଧାନ, ବବ୍‌ରୁବାହାନ ପ୍ରଧାନ, ନବକୁମାର ପ୍ରଧାନ, ମାଧବ ପ୍ରଧାନ, ବିରେନ ପ୍ରଧାନ, ସୁମନ୍ତ ପ୍ରଧାନ, ସୁଧାବକର ପ୍ରଧାନଙ୍କ ୧୦ ବଖରା ଜଳିଯାଇଥିଲା।…

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ କମ୍ପାନୀ ଶତ ପ୍ରତିଶତ ପିଏଲଏଫ୍‌ ହାସଲ କରିଥିବା ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା…

ସୁପରଭାଇଜରଙ୍କ ମୃତ୍ୟୁକୁ ନେଇ କଣିହାଁ ଏନ୍‌ଟିପିସିରେ ଉତ୍ତେଜନା, ନିଯୁକ୍ତି ସହ କ୍ଷତିପୂରଣ ଦାବି

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା କଣିହାଁ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପୋଖରୀରେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହର କିଛି ଅଂଶ ସହ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ପରିଚୟ ମିଳିଛି। ମୃତକ ହେଲେ କଣିହାଁ ଥାନା କାକୁଡ଼ିଆ ଗ୍ରାମର ରୁଲୁ…

ଡ୍ୟୁଟି ସାରି ଫେରିବା ବେଳେ ଧକ୍କା ଦେଇ ଗାଡ଼ି ଫେରାର, ହୋମଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା ରେଙ୍ଗାଳି ଦକ୍ଷିଣ କେନାଲ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାଳଚେର ବ୍ଲକ କଙ୍କିଳି ନୂଆସାହିର କାଳିଆ ଓରଫ ପ୍ରିୟମାଧବ ସାହୁ। ସେ ତାଳଚେର ଥାନାରେ ହୋମଗାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?