ବାଣିଜ୍ୟ

ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା:ସିଆଇଆଇ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ହୋଇଛି। ଏହାଦ୍ୱାରା ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇ ରହିଛି। ମାତ୍ର ଏପ୍ରିଲ ତୁଳନାରେ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁ ଥିବା ଶିଳ୍ପ ସଂଘ ସିଆଇଆଇ ମତ ପ୍ରକାଶ କରିଛି।…

ବଜାରକୁ ଗତି ଦେଇପାରିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର ଶିଳ୍ପର ବିକାଶ ଲାଗି ଡିଜିଟାଲୀକରଣ ଉପରେ ଏକ ଅଧ୍ୟୟନରେ ଗୁରୁତ୍ୱାରୋପ କରାଯାଇଛି। ଏହି ଶିଳ୍ପର…

ଜମ୍ମୁରେ ରେଲ୍‌ଓ୍ବେ ତିଆରି କରୁଛି ଦେଶର ପ୍ରଥମ କେବଲ ବ୍ରିଜ୍‌

ନୂଆଦିଲ୍ଲୀ,୨୯।୭: ଭାତତୀୟ ରେଲ୍‌ଓ୍ବେ ପକ୍ଷରୁ ଜମ୍ମୁରେ ଦେଶର ପ୍ରଥମ କେବଲ ବ୍ରିଜ୍‌ ନିର୍ମାଣ କରାଯାଉଛି। କଟ୍‌ରା ଏବଂ ରିୟାସୀ ମଧ୍ୟରେ କେବଲ ଉପରେ ଏହି ରେଳ ବ୍ରିଜ କୁ ସ୍ଥାପନ କରାଯାଉଥିବା ସୂଚନା ରହିଛି। ଉକ୍ତ ବ୍ରିଜ୍‌ ଉଦ୍ଧମପୁର-ଶ୍ରୀନଗର- ବାରମୂଳା ରେଳ…

ଫ୍ୟୁଚର ଗ୍ରୁପ୍‌ କ୍ରୟ ଲାଗି ରିଲାଏନ୍ସ ଦେବ ୨୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ କିଶୋର ବିୟାନୀଙ୍କ ରିଟେଲ ଚେନ୍‌ ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଯୋଜନା କରୁଛି। ଏଥିଲାଗି ମୁକେଶ ଅମ୍ବାନୀ ୨୪ରୁ ୨୭ ହଜାର କୋଟି ଟଙ୍କା ପ୍ରଦାନ କରିବେ ବୋଲି ପ୍ରକ୍ରିୟା…

କରୋନା କାଳରେ ପିଏଫ୍‌ ଟଙ୍କା ଦେଲା ସାହାରା: ୪ ମାସରେ ଉଠାଇଲେଣି ୩୦ ହଜାର କୋଟି

ନୂଆଦିଲ୍ଲୀ,୨୮।୭:କରୋନା ସମୟରେ ଲୋକଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ବଢ଼ିଯାଇଛି। ଏଭଳି ସମୟରେ ଭବିଷ୍ୟନିଧି ପାଣ୍ଠିଂ ବା ପିଏଫ୍‌ ଟଙ୍କା ଲୋକଙ୍କର ସାହାରା ପାଲଟିଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଖବର ଆସିଛି। ରିପୋର୍ଟ ମୁତାବକ ଏପ୍ରିଲ ଠାରୁ ଜୁଲାଇ ମାସ ମଧ୍ୟରେ…

ଏସ୍‌ବିଆଇ କାର୍ଡ-ଆଇଆର୍‌ସିଟିସିର ନୂଆ କ୍ରେଡିଟ କାର୍ଡ

ଭୁବନେଶ୍ୱର,୨୮।୭: ଏସ୍‌ବିଆଇ କାର୍ଡ ଓ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ୍‌ (ଆଇଆର୍‌ସିଟିସି) ପକ୍ଷରୁ ଆଇଆର୍‌ସିଟିସି-ଏସ୍‌ବିଆଇ କୋ ବ୍ରାଣ୍ଡେଡ ସ୍ପର୍ଶବିହୀନ କ୍ରେଡିଟ କାର୍ଡ ଆସିଛି। ଏହାକୁ ରୂପେ ପ୍ଲାଟଫର୍ମରେ ଉନ୍ମୋଚନ କରାଯାଇଛି। ଟ୍ରେନରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ…

ଅଧିକ ଚାଇନା ସାମଗ୍ରୀ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ,୨୮।୭: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଇନା ବିରୋଧରେ ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସେଠାରୁ ଆସୁଥିବା ଗୁଣବତ୍ତାହୀନ ପ୍ରଡକ୍ଟ ଉପରେ କଟକଣା ଲଗାଇବା…

ବର୍ତ୍ତମାନ ଅବସର ନେଉଥିଲେ ପେନ୍‌ସନରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀ ସମୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି। ବର୍ତ୍ତମାନ ସମୟରେ ଯେଉଁମାନେ ସରକାରୀ କର୍ମଚାରୀ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ ପେନ୍‌ସନ ବା ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ପେନ୍‌ସନ ସୁବିଧା ପ୍ରଦାନ ନେଇ ସରକାର ବ୍ୟବସ୍ଥା…

ଓଡ଼ିଆ ଉଦ୍ୟୋଗୀ ବିକଶିତ କଲେ କରୋନା ଆପ୍‌

ଲଣ୍ଡନ,୨୮।୭: କରୋନା ମହମାରୀ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦଷ୍ଟ ମାର୍ଗ ଦର୍ଶିକା ଜାରି କରାଯାଇଛି। ଉକ୍ତ…

୨୦୧୯-୨୦ରେ ୧.୮୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

  ନାଗପୁର,୨୮।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଦେଶର ବାଣିଜି୍ୟକ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକରେ ୮୪,୫୪୫ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଗୁଡିକରେ ମୋଟ ୧.୮୫ ଲକ୍ଷ କୋଟି ଟଙ୍କା ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇରେ…

ପର୍ଯ୍ୟଟନ ଶିଳ୍ପର କ୍ଷତି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୮।୭: କରୋନା ସାରା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି। ଏହାଦ୍ୱାରା ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି। ଫେଡେରେଶନ ଅଫ୍‌ ଆସୋସିଏଶନ ଇନ୍‌ ଇଣ୍ଡିଆନ ଟୁରିଜମ ଆଣ୍ଡ ହସ୍ପିଟାଲିଟି(ଏଫ୍‌ଏଆଇଟିଏଚ୍‌)…

ସୁନାଅଳଙ୍କାର ହଲମାର୍କିଂ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮।୭: ସୁନା ଅଳଙ୍କାର ଓ କାରିଗରୀ ଉପରେ ବାଧ୍ୟତାମୂଳକ ହଲମାର୍କିଂ ଅବଧିକୁ ସରକାର ଆସନ୍ତା ବର୍ଷ ଜୁନ ୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି ୨୦୨୧ ଜାନୁୟାରୀ ୧୫ ରହିଥିଲା। ଗତ ବର୍ଷ ନଭେମ୍ବରରେ ଏ ସମ୍ପର୍କରେ ସରକାର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?