ବାଣିଜ୍ୟ

ଚୂଡାନ୍ତ ପର୍ଯ୍ୟାୟରେ ଫ୍ୟୁଚର ଗ୍ରୁପ-ରିଲାଏନ୍ସ ଡିଲ୍‌

ମୁମ୍ବାଇ,୫।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଫ୍ୟୁଚର ଗ୍ରୁପ ଅଧିଗ୍ରହଣ ଡିଲ୍‌ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଏଥି ଯୋଗୁ ରିଲାଏନ୍ସର ମଙ୍ଗଳବାର ଶେୟାର କାରବାରରେ ବେଶ ଉନ୍ନତି ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର ଶେୟାର କାରବାରରେ ୭.୧୦% ବୃଦ୍ଧି ଘଟି…

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫।୮: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଦ୍ୱିମାସିକ ବୈଠକରେ କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ବିଭିନ୍ନ ପଦକ୍ଷେପ ଘୋଷଣା…

୨ ଲକ୍ଷ କୋଟି ଟଙ୍କା ବଢ଼ିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୫।୮: ଗତ ୪ ସେସନରେ କ୍ଷତି ସହିବା ପରେ ମଙ୍ଗଳବାର ଦେଶର ପୁଞ୍ଜି ବଜାରରେ କାରବାର ବେଶ୍‌ ଉନ୍ନତ ରହିଛି। ଏହି ସମୟରେ ନିବେଶକଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ଏହି…

ଶଶୀଧର ଜଗଦ୍ଦୀଶନ ହେବେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ,୫।୮: ଆଦିତ୍ୟ ପୁରୀଙ୍କ ପରେ ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା। ମଙ୍ଗଳବାର ସମସ୍ତ କଳ୍ପନାଜଳ୍ପନାରୁ ପରଦା ହଟିଛି। ଏହି…

ବଜାରରେ ହିରୋ ଏକ୍ସଟ୍ରିମ୍‌ ୧୬୦ ଆର୍‌

କଟକ,୫।୮: ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ‘ହିରୋ ଏକ୍ସଟ୍ରିମ୍‌ ୧୬୦ ଆର୍‌’କୁ ସ୍ଥାନୀୟ ଜେଏମ୍‌ଜି ଅଟୋମୋବାଇଲ ଠାରେ ବଜାର ପ୍ରବେଶ କରାଯାଇଛି। ଜେଏମ୍‌ଜି ହିରୋର ଏମ୍‌ଡି ପ୍ରଦୀପ ଅଗ୍ରଓ୍ବାଲ ଏହାକୁ ବଜାର ପ୍ରବେଶ…

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କଲା ଖିମ୍‌ଜୀ

ଭୁବନେଶ୍ୱର,୫।୮: ବର୍ତ୍ତମାନ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର ଯୋଗଦାନ ରଖି ଆସୁଛନ୍ତି। ଏହି ଯୋଦ୍ଧାଙ୍କ କାର୍ଯ୍ୟକୁ ଖିମ୍‌ଜୀ ଗ୍ରୁପ୍‌ର ପ୍ରମୁଖ ଜୁଏଲେରି ବ୍ରାଣ୍ଡ ଖିମ୍‌ଜୀ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ଖିମ୍‌ଜୀ ଫାଉଣ୍ଡେଶନ…

ବ୍ଲକ୍‌ ହେଲା ଚାଇନାର ବାଇଡୁ, ଓ୍ବିବୁ ଆପ୍‌

ନୂଆଦିଲ୍ଲୀ,୫।୮: ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୯ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ମୋବାଇଲ ଆପ୍ଲିକେଶନକୁ ସରକାର ବ୍ଲକ କରି ଦେଇଛନ୍ତି। ବର୍ତ୍ତମାନ ଚାଇନାର…

ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୫।୮: କରୋନା ଯୋଗୁ ଦେଶ ମଧ୍ୟରେ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଉପରେ ଗଭୀର ପ୍ରଭାବ ପଡ଼ିଛି। ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଚ୍ୟାଲେଞ୍ଜ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକ ନିଜ ମଧ୍ୟରେ ବିଭିନ୍ନ ଯୋଜନା…

ମାଗଣା କରୋନା ଟେଷ୍ଟ କରିବାକୁ ନେଇ ଆସୁଛି କି ମେସେଜ୍‌.. ହୋଇଯାଆନ୍ତୁ ସାବଧାନ..

ନୂଆଦିଲ୍ଲୀ,୪।୮: ମହାମାରୀ କରୋନା ସଙ୍କଟ ସମୟରେ ବ୍ୟାଙ୍କ ଠକେଇର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଠକମାନେ ଏକ ନୂଆ ଉପାୟ ବାଛିଛନ୍ତି। କରୋନା କାଳରେ ଲୋକମାନଙ୍କ ଚିନ୍ତାକୁ ଦେଖି ସେମାନେ ଜାଲ ବିଛାଉଛନ୍ତି। ଏପରିସ୍ଥିତିରେ, ଯଦି…

ଟିକ୍‌ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା

ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଟ୍ରମ୍ପ୍‌ କହିଛନ୍ତି ଯେ, ଟିକ୍‌ ଟକ୍‌ ସେପ୍ଟେମ୍ବର ୧୫ ସୁଦ୍ଧା ବିକ୍ରି ହେବ। ଯଦି…

ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସର୍ବଶେଷ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ୪୦.୦୫ କୋଟି ଲୋକ…

ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ ଆପଲ୍‌ ଭେଣ୍ଡର

ନୂଆଦିଲ୍ଲୀ,୩।୮: ଆପଲ୍‌କୁ ଫୋନ ଯୋଗାଣ କରୁଥିବା କମ୍ପାନୀଗୁଡିକ ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ। ଏହି କମ୍ପାନୀଗୁଡିକ ଭାରତରେ ସେମାନଙ୍କ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବା ଯୋଜନା ରଖିଛନ୍ତି। ଭାରତୀୟ ବଜାରର ଚାହିଦା ପୂରଣ କରିବା ସହ ବିଦେଶକୁ ଫୋନ ରପ୍ତାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?