ବାଣିଜ୍ୟ

ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ ଆପଲ୍‌ ଭେଣ୍ଡର

ନୂଆଦିଲ୍ଲୀ,୩।୮: ଆପଲ୍‌କୁ ଫୋନ ଯୋଗାଣ କରୁଥିବା କମ୍ପାନୀଗୁଡିକ ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ। ଏହି କମ୍ପାନୀଗୁଡିକ ଭାରତରେ ସେମାନଙ୍କ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବା ଯୋଜନା ରଖିଛନ୍ତି। ଭାରତୀୟ ବଜାରର ଚାହିଦା ପୂରଣ କରିବା ସହ ବିଦେଶକୁ ଫୋନ ରପ୍ତାନି…

ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ ଯିବା ଆସିବା କରିବା ଲାଗି ଲୋକଙ୍କ ମଧ୍ୟରେ ଆଶଙ୍କା ଉପୁଜୁଛି। ଗତ କିଛିମାସ ଧରି…

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୩% ବୃଦ୍ଧି

କଟକ,୨।୮: ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟରେ ୭୯୪.୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି। ଗତ ବର୍ଷ ଏହି ସମୟରେ ୭୦୨.୪୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଚଳିତ…

ଜୁଲାଇରେ ଜିଏସ୍‌ଟି ଆଦାୟ ୮୭,୪୨୨ କୋଟିକୁ ହ୍ରାସ

ନୂଆଦିଲ୍ଲୀ,୨।୮: ଜୁଲାଇ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ କେନ୍ଦ୍ର ସରକାର ୮୭,୪୨୨ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଜୁନ୍‌ ମାସରେ ୯୦,୯୧୭ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଏହା ଜୁଲାଇରେ ହ୍ରାସ ଘଟିଥିବା ଅର୍ଥ…

ଏମ୍‌ଏସ୍‌ଏମ୍‌ଇ ଋଣ ଗ୍ୟାରେଣ୍ଟି ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨।୮: ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନାରେ କିଛିଟା ପରିବର୍ତ୍ତନ କରିଛନ୍ତି। ନିୟମରେ ପରିବର୍ତ୍ତନ ପରେ ସୀମାକୁ ବଢାଯିବା ସହ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ…

ଏଚ୍‌-୧ ବି ଭିଜା ଆପ୍ଲିକେଶନ ଫି ବଢ଼ିଲା

ମୁମ୍ବାଇ,୨।୮: ଏଚ୍‌-୧ ବି ଭିଜା ଆପ୍ଲିକେଶନର ବେସିକ୍‌ ଫି ବା ସାଧାରଣ ଦେୟକୁ ବର୍ତ୍ତମାନ ବୃଦ୍ଧି କରାଯାଇଛି। ଏଥିଲାଗି ୪୬୦ ଡଲାର (୩୪,୪୬୭.୭୫ ଟଙ୍କା) ଦେବାକୁ ପଡୁଥିବା ବେଳେ ଏଥିରେ ବର୍ତ୍ତମାନ ୨୧% ବୃଦ୍ଧି ଘଟି ୫୫୫ ଡଲାର(୪୧,୫୮୬.୦୯ ଟଙ୍କା) ଛୁଇଁଛି।…

ଭେଣ୍ଟିଲେଟର ରପ୍ତାନିକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସରକାର ଭେଣ୍ଟିଲେଟର ରପ୍ତାନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବର୍ଗର ରପ୍ତାନି କ୍ଷେତ୍ରରେ ଏହା ବଡ ନିଷ୍ପତ୍ତି ବୋଲି କୁହାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ମୃତ୍ୟୁହାର ବର୍ତ୍ତମାନ ୨.୫% ରହିଛି।…

ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୮: ଦେଶ ମଧ୍ୟରେ ଲାଗୁ କରାଯାଇଥିବା ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡି ହୋଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ପ୍ରାୟ ୮୦% ଲୋକଙ୍କୁ ଏହି ସୁବିଧା…

ଭାରତ ହେବ ମୋବାଇଲ ମାନୁଫାକ୍‌ଚରିଂ ହବ୍‌

ନୂଆଦିଲ୍ଲୀ,୨।୮: ଭାରତ ମୋବାଇଲ ଉତ୍ପାଦନରେ ଏକ ହବ୍‌ ହେବାକୁ ଯାଉଛି। ଉତ୍ପାଦନ ଲାଗି ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ଯୋଜନାର ଲାଭ ନେବାକୁ ୨୨ ନୂଆ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଏହି କମ୍ପାନୀଗୁଡିକ ଦେଶ ମଧ୍ୟରେ ପ୍ରାୟ ୧୧ ହଜାର କୋଟି…

ପାରାଦୀପ ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଆଇଓସିଏଲ୍‌ର ସବୁଜ ସଙ୍କେତ

ଭୁବନେଶ୍ୱର,୨।୮: ପାରାଦୀପରେ ସ୍ଥାପନ ହେବାକୁ ଥିବା ପିଏକ୍ସ-ପିଟିଏ କମ୍ପ୍ଲେକ୍ସକୁ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ୍‌) ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଇଣ୍ଡିଆନ ଅଏଲ୍‌ର ବୋର୍ଡ ଏହି ସମନ୍ବିତ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଥିବା ଶନିବାର ଜଣାପଡ଼ିଛି। ପାରାଜାଇଲିନ(ପିଏକ୍ସ)…

ଅଗଷ୍ଟରୁ ବଦଳୁଛି ପିଏଫ୍‌ର ଏହି ବଡ଼ ନିୟମ: କମ୍‌ ଆସିବ ଦରମା

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସରେ ବଳିଛି ଅନେକ ନିୟମ। ସେଭଳି ଗୋଟିଏ ହେଉଛି ଆପଣଙ୍କ ଦରମା ସମ୍ପର୍କିତ। ଏହି ମାସରୁ ଟେକ୍‌ ହୋମ୍‌ ସାଲାରୀ/ଇନ୍‌ ହ୍ୟାଣ୍ଡ(ଘରୋଇ ଦରମା) ବୃଦ୍ଧି ପାଇବ। କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାର ପିଏଫ୍‌ ସହ ଜଡ଼ିତ କିଛି…

ସବୁକିଛି ମାଗଣାରେ ଦେଇ ଆପଣଙ୍କ ଜରିଆରେ କୋଟି କୋଟି ରୋଜଗାର କରୁଛି ‘ଫେସବୁକ୍‌’: ଜାଣନ୍ତୁ କିପରି..

ନୂଆଦିଲ୍ଲୀ,୧।୮: କରୋନା ଭୂତାଣୁ ସଂକ୍ରମଣ ଭିତରେ ସାରା ବିଶ୍ୱରେ କମ୍ପାନୀଗୁଡ଼ିକୁ ବିଶେଷ କ୍ଷତି ସହିବାକୁ ପଡ଼ୁଛି। ହେଲେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍‌ ପକ୍ଷରୁ ଉତ୍କୃଷ୍ଟ ତ୍ରୈମାସିକ ଫଳାଫଳ ପ୍ରକାଶ କରାଯାଇଛି। ଏପ୍ରିଲ-ଜୁନ୍‌ ମାସରେ କମ୍ପାନୀର ଆୟ ୧୧% ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?