ବାଣିଜ୍ୟ

କାର୍ଡରେ ହେବ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ,୭।୮: କାର୍ଡ ଏବଂ ମୋବାଇଲ ଡିଭାଇସ ବ୍ୟବହାର ଦ୍ୱାରା ଦେଶ ମଧ୍ୟରେ ଅଫ୍‌ଲାଇନ ପେମେଣ୍ଟ ହୋଇପାରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି। ପରୀକ୍ଷାମୂଳକ ଭିତ୍ତିରେ ଏହି ସେବାକୁ ଘରୋଇ ବଜାରରେ ଆରମ୍ଭ କରାଯିବା ନେଇ ବ୍ୟବସ୍ଥା ରହିଛି।…

ଚେକ୍‌ କ୍ଲିୟରିଂ ହେବ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ,୭।୮: ଆର୍‌ବିଆଇ ପଜିଟିଭ୍‌ ପେ ନାମକ ଏକ ଫିଚର ଆଣିବାକୁ ଯାଉଛି। ଏହାଦ୍ୱାରା ଚେକ୍‌ କ୍ଲିୟରିଂ ଅଧିକ ନିରାପଦ ଏବଂ ଦକ୍ଷ ହୋଇପାରିବ। ଆକାଉଣ୍ଟଧାରୀ ଜାରି କରିଥିବା ଚେକ୍‌ର ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ତୃତୀୟ ପକ୍ଷଙ୍କୁ ଏହାଦ୍ୱାରା ସହଜରେ ପଠାଇପାରିବେ। ୫୦…

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭।୮: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ବଜାରକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଶେଷ ହୋଇଥିବା ଏହାର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି।…

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ ପ୍ରକାଶ…

ୟୁଏସ୍‌ ଆଣୁଛି ଫେସିଆଲ ରିକଗ୍‌ନିଶନ ଆଇନ

ନୂଆଦିଲ୍ଲୀ,୬।୮: ଆମେରିକା ନୂଆ ଫେସିଆଲ ରିକଗ୍‌ନିଶନ ଆଇନ ଲାଗୁ କରିବାକୁ ଯାଉଛି। ଏ ସଂକ୍ରାନ୍ତ ବିଲ୍‌ ସିନେଟରେ ପାସ୍‌ ହେବ ବୋଲି ଜଣାପଡିଛି। କମ୍ପାନୀ ଏବଂ ବ୍ୟକ୍ତିବିଶେଷ କରୁଥିବା ଫେସିସିଆଲ ରିକଗ୍‌ନିକଶନ ଟେକ୍ନୋଲୋଜିର ବେଆଇନ ବ୍ୟବହାର ଉପରେ ଏଥିରେ କଟକଣା ଲାଗିବ।…

ସେବା କ୍ଷେତ୍ରରେ ହ୍ରାସ ଧାରା ଜାରି

ନୂଆଦିଲ୍ଲୀ,୬।୮:କରୋନା ଭାଇରସ୍‌ ଲାଗି ଦେଶର ସେବା କ୍ଷେତ୍ର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ୫ ମାସ ହେବ ଏହି କ୍ଷେତ୍ରରେ ପର୍‌ଫର୍‌ମାନ୍ସ ହ୍ରାସ ଧାରା ଜାରି ରହିଛି। ଜୁଲାରେ ମାସରେ ଏହି କ୍ଷେତ୍ରରେ ଅଭିବୃଦ୍ଧି କମିଛି। ଚାହିଦା ପ୍ରଭାବିତ ରହିବାରୁ କମ୍ପାନୀଗୁଡିକ…

ରିଲାଏନ୍ସ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ବ୍ରାଣ୍ଡ

ନୂଆଦିଲ୍ଲୀ,୬।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ବ୍ରାଣ୍ଡ ଭାବେ ଉଭା ହୋଇଛି। ଫ୍ୟୁଚର ବ୍ରାଣ୍ଡ ଇଣ୍ଡେକ୍ସ ୨୦୨୦ରେ ରିଲାଏନ୍ସକୁ ଏଭଳି ମାନ୍ୟତା ମିଳିଛି। ତାଲିକାରେ ପ୍ରଥମ ସ୍ଥାନରେ ଆମେରିକାର ପ୍ରମୁଖ ଟେକ୍‌ ସ୍ଥାନରେ ଆପଲ୍‌ ରହିଛି। ରିଲାଏନ୍ସ ପ୍ରଥମ ଥର…

ପେଟ୍ରୋଲ,ଡିଜେଲ ମାର୍କେଟିଂ ନିୟମ ସରଳ ହେଲା

ନୂଆଦିଲ୍ଲୀ,୬।୮: ପେଟ୍ରୋଲ ଏବଂ ଡିଜେଲ ମାର୍କେଟିଂ କ୍ଷେତ୍ରରେ ଅଧିକ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଲାଗି ସରକାର ନିୟମକୁ ସରଳ କରିଥିବା ଜଣାପଡିଛି। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ରିଟେଲ କାରବାରକୁ ପ୍ରବେଶ କରିବାକୁ କମ୍ପାନୀଗୁଡିକୁ ଅତି କମ୍‌ରେ ୧୦୦ ରିଟେଲ ଆଉଟଲେଟ…

ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା ଯୋଗୁ ନୂଆଦିଲ୍ଲୀରେ ଏହା ୫୬,୧୮୧ ଟଙ୍କା ଛୁଇଁଛି। ବିଶ୍ୱ ବଜାରର ପ୍ରଭାବ ଫଳରେ ଭାରତରେ…

ସାଓମି ବ୍ରାଉଜର ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୬।୮: ପ୍ରମୁଖ ମୋବାଇଲ କମ୍ପାନୀ ସାଓମିର ବ୍ରାଉଜରକୁ ଭାରତ ସରକାର ବ୍ୟାନ୍‌ କରି ଦେଇଛନ୍ତି। ସାଓମି ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ ଏମ୍‌ଆଇ ବ୍ରାଉଜର ପ୍ରୋ-ଭିଡିଓ ଡାଉନଲୋଡ୍‌, ଫ୍ରିଫାଷ୍ଟ ଏବଂ ସିକ୍ୱୋର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଚାଇନା ମୋବାଇଲ ଆପ୍ଲିକେଶନଗୁଡ଼ିକ…

ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୬।୮: ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳକୁ ୧୮ ମାସ ବଢ଼ାଯାଇଛି। ସେ ୨୦୨୨ ଫେବୃୟାରୀ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ପର୍ସୋନେଲ ମନ୍ତ୍ରଣାଳୟ ପକ୍ଷରୁ…

ଏହି ଏଟିଏମ୍‌ କାର୍ଡରୁ ମିଳିବ ଆକର୍ଷଣୀୟ ଲାଭ, ସଙ୍କଟ ସମୟରେ ମିଳିବ ୧୦ ଲକ୍ଷ ଟଙ୍କା

ସାଧାରଣତଃ କେବଳ ନଗଦ ଟଙ୍କା ଉଠାଇବା କିମ୍ବା ସପିଂ କରିବା ପାଇଁ ଏଟିଏମ କାର୍ଡ ବ୍ୟବହାର କରିଯାଏ। ଯଦି ରୁପେ(RuPay)ର ଏଟିଏମ୍‌ କାର୍ଡ ଅଛି, ତେବେ ଏଥିରୁ ଅନେକ ସୁବିଧା ମିଳିପାରିବ। କାରଣ ଏହି ଏଟିଏମ୍‌ କାର୍ଡ ଅସୁବିଧାରେ ବହୁତ ଉପଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?