୩୯ ହଜାର କୋଟି ଉଠାଇଛନ୍ତି ଇପିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ, ୧୫।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ର ସଦସ୍ୟ ୩୯,୪୦୨ କୋଟି ଟଙ୍କା ଉଠାଣ କରିଛନ୍ତି। ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସଦସ୍ୟମାନେ ଏହି ରାଶି ଉଠାଇଥିବା ସରକାର ସୋମବାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। କୋଭିଡ ପାଇଁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଲୋକମାନେ ସେମାନଙ୍କ ଭବିଷ୍ୟନିଧି ରାଶିରୁ ଟଙ୍କା ଉଠାଉଥିବା ନଜରକୁ ଆସିଛି। ସ୍ବାସ୍ଥ୍ୟ ସମେତ ବିଭିନ୍ନ ଖର୍ଚ୍ଚ ଲାଗି ଲୋକମାନେ ଟଙ୍କା ଉଠାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଗାଧୋଇ ଯାଇଥିଲେ କ୍ଷମାନିଧି, ବିରାଟକାୟ କୁମ୍ଭୀର ଟାଣିନେବା ପରେ ଘଟିଲା…

ରାଜନଗର,୫ା୬(ଭାସ୍କର ରାଉତରାୟ): ରାଜଗନର ବ୍ଲକ ବ୍ରାହ୍ମଣୀ ବାଥିଙ୍ଗ ଘାଟରେ ଗାଧୋଉଥିବା ବେଳେ ଜଣେ ଶ୍ରମିକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେ ହେଲେ ରାଜନଗର ବ୍ଲକ ବାଲିଚନ୍ଦ୍ରପୁର…

ଭାରତ ଆସିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍‌କେଙ୍କ ୟୁ ଟର୍ନ, ୬ ଜୁନକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୬: ଅଭିଜିତ କହିଛନ୍ତି ଯେ ୬ ଜୁନରେ ଦିଲ୍ଲୀ ଏୟାରପୋର୍ଟରେ ସେ ପହଞ୍ଚିବା ସମୟରେ କେହି ଭିଡ଼ ଜମାନ୍ତୁ ନାହିଁ। ତାଙ୍କ ଆନ୍ଦୋଳନକୁ ମିଳୁଥିବା ଜନସମର୍ଥନ ତାଙ୍କ…

ଚିନ୍ତା ବଢାଇଲାଣି ଏଲ ନିନୋ! ଭାରତର ମୌସୁମୀ ଉପରେ ବି ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୫।୬: ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ବଢୁଥିବା ତାପମାତ୍ରା ଯୋଗୁ ଏଲ ନିନୋ ଆସିଛି। ମେ ମାସରେ, ସମୁଦ୍ରର ତାପମାତ୍ରା ଏଲ ନିନୋ ପାଇଁ ନିର୍ଦ୍ଦିଷ୍ଟ ୦.୫…

ସାଇକେଲ ରାଲି କଲେ ବନକର୍ମଚାରୀ; ରେଞ୍ଜର କହିଲେ- ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନକୁ ମିଳିବ ୪ ଲକ୍ଷରୁ ଅଧିକ…

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର…

ଭାରତ ସରକାରଙ୍କ ବଡ ନିଷ୍ପତ୍ତି; ଏମାନଙ୍କୁ ଦେବାକୁ ପଡିବନି ଟିକସ

ନୂଆଦିଲ୍ଲୀ,୫।୬: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି: ବିଦେଶୀ ନିବେଶକ (FII)ମାନଙ୍କୁ ଆଉ ଭାରତୀୟ ସରକାରୀ ବଣ୍ଡ (G-Secs) ରେ ନିବେଶ ଉପରେ ଟିକସ ଦେବାକୁ…

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ପୁଟିନ୍‌, କହିଲେ ଭାରତ ଉପରେ ଚାପ ପକାଇଲେ…

ମସ୍କୋ,୫।୬: ଋଷିଆ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି…

‘ଯଦି ସେ ଏବେ ସ୍କୁଲରେ ଥାଆନ୍ତେ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପ୍ୟାଟ କମିନ୍ସ ହେଉଛି ଆଲୋଚନା

ନୂଆଦିଲ୍ଲୀ,୫।୬: ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ 2026 ରେ ଏକ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ…

ଭାଜପାକୁ ବାଏ ବାଏ କହିଲେ କେ. ଆନ୍ନାମଲାଇ: ଏବେ କରିବେ ଏହି କାମ

ଚେନ୍ନାଇ,୫।୬: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ଭାଜପା ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri