ବାଣିଜ୍ୟ

ଏହି ଗ୍ଲାମର ଗର୍ଲ ହେବେ ଅମ୍ବାନୀ ପରିବାରର ସାନ ବୋହୂ: ବାପାଙ୍କର ରହିଛି ୮ କମ୍ପାନୀ

ଦେଶର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ତେବେ ମୁକେଶଙ୍କ ପରିବାର ବିଷୟରେ ଜାଣିବାକୁ ସମସ୍ତେ ଚାହିଁଥାନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ସେଲିବ୍ରିଟିଠାରୁ କିଛି କମ୍‌ ନୁହନ୍ତି।…

ଚାଇନା କମ୍ପାନୀ ତେଲ ଆମଦାନୀ ବନ୍ଦ

ନୂଆଦିଲ୍ଲୀ,୨୯।୮: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଚାଇନା ଭିତ୍ତିକ ମୋବାଇଲ ଆପ୍‌ଗୁଡିକୁ…

ଜନଧନ ଯୋଜନାକୁ ୬ ବର୍ଷ ପୂରିଲା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମ୍‌ଜେଡିଓ୍ବାଇ) ୬ ବର୍ଷ ପୂରଣ କରିଛି। ୨୦୧୪ ଅଗଷ୍ଟରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ଲୋକଙ୍କ ମଧ୍ୟରେ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଉତ୍ସାହିତ କରିବା ଦିଗରେ ଏହି ଯୋଜନାକୁ ସରକାର ଉନ୍ମୋଚନ କରିଥିଲେ। ବ୍ୟାଙ୍କିଙ୍ଗ୍‌…

ଏସ୍‌ବିଆଇର ନୂଆ ମୁଖ୍ୟ ହେବେ ଦିନେଶ ଖାରା

ନୂଆଦିଲ୍ଲୀ,୨୯।୮: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦିନେଶ ଖାରା ଅକ୍ଟୋବରରେ ଦାୟିତ୍ୱ ଗ୍ରହଣ କରିବେ। ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ଶୁକ୍ରବାର ଖାରାଙ୍କ ନାମକୁ ସୁପାରିସ କରିଥିବା ଜଣାପଡ଼ିଛି। ଖାରା ବର୍ତ୍ତମାନ…

ପେଟ୍ରୋଲ ଦର ବୃଦ୍ଧିରେ ବିରତି ନାହିଁ; ୧୩ ଦିନରେ ୧.୪୬ ଟଙ୍କା ବଢ଼ିଛି

ଭୁବନେଶ୍ୱର,୨୯।୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଚାଲିଛି। ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁ ଲୋକମାନେ ଆଶଙ୍କାରେ ଥିବା ବେଳେ ତୈଳ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି। ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧ ପଇସା…

ସେପ୍ଟେମ୍ବର ପହିଲାରୁ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କ’ଣ ପ୍ରଭାବ

ନୂଆଦିଲ୍ଲୀ,୨୮।୮: ମହାମାରୀ କରୋନା କାଳରେ ସେପ୍ଟେମ୍ବର ପହିଲାରୁ ଅନ୍‌ଲକ୍‌-୪ ଆରମ୍ଭ ହେବାକୁ ଯାଉଛି। ଏହାପରଠାରୁ ଅନେକ ପରିବର୍ତ୍ତନ ହେବ, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ। ଏଥିରେ ରହିଛି ଏଲ୍‌ପିଜି ସିଲିଣ୍ଡର, ମହଙ୍ଗା ବିମାନଯାତ୍ରା, ଜିଏସ୍‌ଟି ଦାଖଲ ଆଦି। ଏଲ୍‌ପିଜି…

ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍‌ଙ୍କ ଠାରୁ ଶାହାରୁଖ୍‌ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ କାମ ଏବଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।…

ଟିକ୍‌ଟକରୁ ସିଇଓ କେଭିନ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୮: ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି କମ୍ପାନୀ ବର୍ତ୍ତମାନ ସମୟରେ ବିଭିନ୍ନ ବିବାଦୀୟ ପରିସ୍ଥିତ ଦେଇ ଗତି କରୁଛି। ଏଭଳି ଏକ ଘଡିସନ୍ଧି ସମୟରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

ପେଟ୍ରୋଲ ପୁଣି ୧୦ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଚଳିତ ସପ୍ତାହ ବୁଧବାର ଦର ବୃଦ୍ଧି ହୋଇ ନ ଥିବା ବେଳେ ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ଦର ପୁଣି ଥରେ ୧୦ ପଇସା ବଢିଛି। ଏଠାରେ ପେଟ୍ରୋଲ ଲିଟର…

ହାଲ୍‌ର ୧୫% ପର୍ଯ୍ୟନ୍ତ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୨୮।୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍‌)ର ୧୫% ଅଂଶଧନ ବିକ୍ରି କରିବା ନେଇ ଯୋଜନା ରଖିଛନ୍ତି। ଏହା ଦ୍ୱାରା ପ୍ରାୟ ୫ ହଜାର କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। କରୋନା ଯୋଗୁ କେନ୍ଦ୍ର ସରକାରଙ୍କୁ ପାଣ୍ଠିର…

ରାଜକୋଷକୁ ୨.୫ ଲକ୍ଷ କୋଟିର ଝଟକା ଲାଗିବ

ନୂଆଦିଲ୍ଲୀ,୨୮।୮: କୋଭିଡ୍‌ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଘରୋଇ ବଜାରରେ କାରବାର ଠିକ୍‌ ନ ଥିବା ବେଳେ ଟିକସ ସଂଗ୍ରହକୁ ଏହା ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି। ମହାମାରୀ ପ୍ରଭାବରେ କେନ୍ଦ୍ର ରାଜକୋଷକୁ ପ୍ରାୟ…

ଡିସେମ୍ବର ପରେ ଆସିପାରେ ନୀରବଙ୍କ ପ୍ରତ୍ୟର୍ପଣ ମାମଲା ରାୟ

ନୂଆଦିଲ୍ଲୀ,୨୮।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ରାୟ ଡିସେମ୍ବରରେ ଆସିପାରେ। ଲଣ୍ଡନର ଏକ ଜେଲରେ ନୀରବ ଥିବା ବେଳେ ତାଙ୍କ ବିରୋଧରେ ମାମଲାର ଶୁଣାଣି ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?