ବାଣିଜ୍ୟ

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା ସ୍କିମ’ ନାମରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରାଯାଇଛି। କରୋନା ମହାମାରୀ ଯୋଗୁ ବିଭିନ୍ନ…

ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ ଉପରେ ଉକ୍ତ ରିଫଣ୍ଡ ମିଳିବ ବୋଲି ଜଣାପଡିଛି। ଏଥିଲାଗି ଆୟକର ବିଭାଗ ପକ୍ଷରୁ ରବିବାର…

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ଗତ ୧୫ ଦିନ…

ଓଡ଼ିଶାରେ କୃଷି ପରେ କର୍ମ ସଂସ୍ଥାନ ଯୋଗାଉଛି ବୟନ ଶିଳ୍ପ: ମନ୍ତ୍ରୀ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଗ୍ରାମୀଣ କାରିଗରଙ୍କ ସଶକ୍ତୀକରଣ ନିମନ୍ତେ ‘ହସ୍ତକାରୀ’ ନାମରେ ଏକ ଅଭିନବ ଉପକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଏକ…

ନୂଆ ଇ-ମାର୍କେଟ ପ୍ଲାଟ୍‌ଫର୍ମ ଶୁଭାରମ୍ଭ

ଦୁବାଇ, ୩୦।୮(ପି.ଟି.): ୟୁଏଇ ପକ୍ଷରୁ ନୂତନ ଜ୍ଞାନକୌଶଳ ଆଧାରିତ କୃଷି ସାମଗ୍ରୀ ବ୍ୟବସାୟ ଓ ସଂଗ୍ରହ ଲାଗି ଇ-ମାର୍କେଟ ପ୍ଲାଟଫର୍ମ ‘ଏଗ୍ରିଓଟା’ର ଶୁଭାରମ୍ଭ କରାଯାଇଛି। ଏହା ଭାରତର ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଚାଷୀ ଓ ଉପସାଗରୀୟ ଦେଶର ଖାଦ୍ୟ ଶିଳ୍ପ ମଧ୍ୟରେ…

ସହରାଞ୍ଚଳରେ ୨ ଗୁଣ ବଢ଼ିଲେ ଇ-କମର୍ସ ଗ୍ରାହକ

ନୂଆଦିଲ୍ଲୀ,୩୦।୮:ମହାମାରୀ ସମୟରେ ସହରାଞ୍ଚଳଗୁଡିକରେ ଇ-କମର୍ସ କମ୍ପାନୀଗୁଡିକର କାରବାର ବେଶ୍‌ ଉନ୍ନତ ରହିଥିବା ଜଣାପଡିଛି। ସହରାଞ୍ଚଳରେ ଗତ ୩ ମାସରେ ଇ-କମର୍ସ ଗ୍ରାହକଙ୍କ ସଂଖ୍ୟା ୨ ଗୁଣ ବଢିଛି। ଇ-କମର୍ସର ପ୍ରାୟ ୫୦% ନୂଆ ଗ୍ରାହକ ଟାୟାର ୧ ଏବଂ ୨ ସହରରୁ…

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ସରକାରୀ ନିଯୁକ୍ତିରେ ପରିବର୍ତ୍ତନ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ମୁତାବକ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧ୍ୟକ୍ଷ ଏବଂ ଏମ୍‌ଡି ନିଯୁକ୍ତି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ହେବ। ଏଭଳି ପଦକ୍ଷେପ ଦ୍ୱାରା ଟାଲେଣ୍ଟ ପୁଲ୍‌ର ସମ୍ପ୍ରସାରଣ କରିବାକୁ…

ଇଜ୍‌ ଅଫ୍‌ ଡୁଇଁ ବିଜନେସ ଲାଗି ଆସିବ ପଦକ୍ଷେପ

ନୂଆଦିଲ୍ଲୀ,୩୦।୮: ବୋର୍ଡ ରିପୋର୍ଟରେ ଅସଙ୍ଗତି କିମ୍ବା ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବିଳମ୍ବ ହେଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ନ ପାରେ। ଜିଏସ୍‌ଟିର ବିଭିନ୍ନ ଆଇନକୁ ଅଣଆପରାଧିକ କରିବା ଦିଗରେ ସରକାର ପଦକ୍ଷେପ ନେବେ। ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ…

ଫ୍ୟୁଚର ଗ୍ରୁପ କାରବାର ଅଧିଗ୍ରହଣ କରିବ ରିଲାଏନ୍ସ ରିଟେଲ୍‌

ନୂଆଦିଲ୍ଲୀ,୩୦।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଂଶ ବିଶେଷ ରିଲାଏନ୍ସ ରିଟେଲ୍‌ ଭେଞ୍ଚର ଲିମିଟେଡ୍‌ ଫ୍ୟୁଚର ଗ୍ରୁପର ରିଟେଲ, ହୋଲ୍‌ସେଲ ବାଣିଜ୍ୟ ସମେତ ଲଜିଷ୍ଟିକ ଏବଂ ଓ୍ବେରହାଉସିଂ ବିଜନେସ୍‌କୁ ଅଧିଗ୍ରହଣ କରିବ। ଏ ନେଇ କମ୍ପାନୀ ପକ୍ଷରୁ ଶନିବାର ଘୋଷଣା କରାଯାଇଛି।…

କ୍ଷତିପୂରଣ ବିକଳ୍ପ ନେଇ ରାଜ୍ୟଗୁଡିକୁ ଅବଗତ କରାଗଲା

ନୂଆଦିଲ୍ଲୀ,୩୦।୮: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ଆବଶ୍ୟକତା ପୂରଣ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ ବିକଳ୍ପ ପ୍ରଦାନ କରିଛନ୍ତି। ୪୧ତମ ଜିଏସ୍‌ଟି ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ଶନିବାର ରାଜ୍ୟଗୁଡିକ କେନ୍ଦ୍ର…

କୋକାକୋଲାରୁ ୪ହଜାର ଛଟେଇ

ବାଙ୍ଗାଲୋର,୩୦।୮: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସହ ବଜାରରେ ସମସ୍ୟା ସୃଷ୍ଟି ହୋଇଛି। ବିଶ୍ୱର ପ୍ରମୁଖ କମ୍ପାନୀ କୋକାକୋଲା ବର୍ତ୍ତମାନ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏଥିଲାଗି କମ୍ପାନୀ ଆମେରିକା ସମେତ ଅନ୍ୟ ୟୁନିଟରୁ ମଧ୍ୟ ପ୍ରାୟ…

ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡୁଥିବାରୁ ଏପରି ହୋଇ ନ ପାରେ ବୋଲି ଶୁଣାଯାଉଛି। କୋଭିଡ୍‌-୧୯ ଯୋଗୁ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?