ଆଧାର ସହ ଲିଙ୍କ୍ ହେବ ସବୁ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ଲିଙ୍କ୍ କରାଯିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କଗୁଡିକ ଏ ନେଇ ନିଶ୍ଚିତ କରାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର…
୭୦୪ ପଏଣ୍ଟ ବଢ଼ିଲା ସେନ୍ସେକ୍ସ
ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ)ରେ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଥିଲା। ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ଷ୍ଟକ୍ କାରବାର ଉଚ୍ଚରେ ରହିବା…
ଅକ୍ଟୋବରରେ ଯାନ ବିକ୍ରି ୫% ବଢ଼ିଲା
ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବର୍ଗ ଯାନ ବିକ୍ରିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ନୂଆ ଯାନ ବିକ୍ରି ବଢ଼ିବା ଯୋଗୁ ସେପ୍ଟେମ୍ବର ତୁଳନାରେ ପଞ୍ଜୀକରଣ ୫% ବୃଦ୍ଧି ପାଇଛି। ମାତ୍ର ଗତ ବର୍ଷ ଅକ୍ଟୋବର ବିକ୍ରିକୁ ତୁଳନା…
ଭାକ୍ସିନ ଆଶାରେ ଉଛୁଳିଲା ସାରା ବିଶ୍ୱର ଷ୍ଟକ୍ ବଜାର
ନ୍ୟୁୟର୍କ: କରୋନା ଭୂତାଣୁକୁ ପ୍ରତିହତ କରିବାର ଭାକ୍ସିନ ଆସିବା ନେଇ ବର୍ତ୍ତମାନ ଆଶା ଦୃଢ଼ୀଭୂତ ହୋଇଛି। ଏହି କାରଣ ଯୋଗୁ ସାରା ବିଶ୍ୱରେ ଷ୍ଟକ୍ ବଜାରଗୁଡିକରେ ଉତ୍ସାହ ଦେଖିବାକୁ ମିଳିଛି। ନ୍ୟୁୟର୍କ ଏସ୍ ଆଣ୍ଡ ପି ର ୫୦୦ କମ୍ପାନୀର କାରବାର…
ଲଗ୍ ଇନ୍ କ୍ଷମତା ୩ ଲକ୍ଷକୁ ବଢ଼ାଇଲା ଜିଏସ୍ଟିଏନ୍
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗି ଆଇଟି ଭିତ୍ତିଭୂମି ଯୋଗାଉଥିବା କମ୍ପାନୀ ଜିଏସ୍ଟିଏନ୍ ଏହାର ଲଗ୍ ଇନ କ୍ଷମତାକୁ ବଢ଼ାଇଛି। ବର୍ତ୍ତମାନ ଏହି ପ୍ଲାଟଫର୍ମକୁ ଏକାଥରକେ ୩ ଲକ୍ଷ ୟୁଜର ଲଗ୍ ଇନ୍ କରିପାରିବେ। ପିଡିଏଫ୍ ଫର୍ମାଟରେ ଜିଏସ୍ଟି…
ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଛି ବିମୁଦ୍ରୀକରଣ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ ଦେଶର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଛି। ଏଭଳି ଏକ ଘୋଷଣା ଦେଶର ହିତ ସପକ୍ଷରେ କେବେ ଯାଇ ନ ପାରେ। ସରକାରଙ୍କ ଏଭଳି…
କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି
ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି। କଳାଟଙ୍କାକୁ କମ୍ କରିବା ଦିଗରେ ଏହା ସହାୟକ ହୋଇଛି। ଟିକସ ଅନୁପାଳନ ବଢିବା ସହ…
ଇଣ୍ଡୋ-ୟୁଏସ୍ ବାଣିଜ୍ୟରେ ନୂଆ ଆଶା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି। ତାଙ୍କ ସମୟରେ ଭାରତ…
ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ
୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ଗୁଡିକୁ ଅଚଳ କରିଦେଲେ। ଏହା ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ସହ ଅନ୍ୟ ନୂଆ ନୋଟ୍ ବଜାରକୁ…
ବନ୍ଦ ହୋଇଯିବ ରାଜ୍ୟର ୧୦୦୦ ଏମ୍ଏସ୍ଏମ୍ଇ
ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବିଭିନ୍ନ ନୀତି କାର୍ଯ୍ୟକାରୀ କରାଇବା ବେଳେ କ୍ଷୁଦ୍ରଶିଳ୍ପଗୁଡିକ ଯେଭଳି ସଙ୍କଟ ମଧ୍ୟକୁ ଚାଲି ନ ଯାଆନ୍ତି ତାକୁ ସରକାର ଧ୍ୟାନରେ ରଖିବା ଉଚିତ…
ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା
ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର କହିଛନ୍ତି। କୋଭିଡ୍-୧୯ ଯୋଗୁ ଅର୍ଥ ବ୍ୟବସ୍ଥାକୁ ବଡ଼ ସମସ୍ୟା ସାମ୍ନା କରିବାକୁ ପଡିଛି। ଏହି…
ଆଳୁ, ପିଆଜ ପରେ ଖାଇବା ତେଲ ଦର ବୃଦ୍ଧି
ନୂଆଦିଲ୍ଲୀ: ଆଳୁ,ପିଆଜ ପରେ ବର୍ତ୍ତମାନ ଖାଇବା ତେଲ ଦର ବର୍ତ୍ତମାନ ମହଙ୍ଗା ହୋଇଛି। ବିଭିନ୍ନ ବର୍ଗର ଖାଇବା ତେଲ ଦର ବଢିଚାଲିଥିବା ବେଳେ ନିକଟ ଭବିଷ୍ୟତରେ ଏହାର ଦର କମିବା ନେଇ ଦେଖାଯାଉନାହିଁ। ମାଲେସିଆରେ ପାମ୍ ତେଲ ଉତ୍ପାଦନ କମିଛି। ଫଳରେ…

