ଇଣ୍ଡିଆନ ବ୍ୟାଙ୍କରୁ ଠକେଇ କରିଛି ଆଇଏଫ୍‌ଆଇଏନ୍‌

ଚେନ୍ନାଇ: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଆଇଏଫ୍‌ଆଇଏନ୍‌) ଆକାଉଣ୍ଟରୁ ଠକେଇ ନେଇ ଘୋଷଣା କରିଛି। ଏହି କମ୍ପାନୀର ଆକାଉଣ୍ଟ ବର୍ତ୍ତମାନ ଏନ୍‌ପିଏ ଘୋଷଣା କରାଯାଇଛି। ଏହା ଉପରେ ୪୦୮ କୋଟି ଟଙ୍କା ବକେୟା ରହିଛି। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ ଏହା ଏହାକୁ ଇଣ୍ଡିଆନ ବ୍ୟାଙ୍କ ରିପୋର୍ଟ କରିଛି। ଆଲ୍ଲାହାବାଦ ବ୍ୟାଙ୍କ ସହ ମିଶ୍ରଣ ହେବା ଆଗରୁ ଚଳିତ ବର୍ଷ ମାର୍ଚ୍ଚରେ ଏହି ବ୍ୟାଙ୍କ ମୋଟ ଏନ୍‌ପିଏ ୧୪,୧୫୦ କୋଟି ଟଙ୍କା ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୩୬,୧୯୭ କୋଟି ଟଙ୍କା ଛୁଇଁଛି। ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ସଙ୍କଟ ସାମ୍ନା କରିବା ଯୋଗୁ ଏହାର ବିଭିନ୍ନ ଗ୍ରୁପ କମ୍ପାନୀ ଋଣ ପଇଠ କରିବାକୁ ସକ୍ଷମ ହୋଇ ନ ଥିଲା। ୨୦୧୮ରେ ଏହା ନଗଦ ସଙ୍କଟ ସାମ୍ନା କରିବା ପରେ ସରକାରଙ୍କ ନଜରକୁ ଆସିଥିଲା। ଦେବାଳିଆ ହୋଇଯାଇଥିବା ଏହି କମ୍ପାନୀର ରିଜୋଲ୍ୟୁଶନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌...

ସେପ୍ଟେମ୍ବର ୩୦ଯାଏ ବଢ଼ିଲା ଅଟୋ ଡେବିଟ ପେମେଣ୍ଟ

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ଅଟୋ ଡେବିଟ୍‌ ପେମେଣ୍ଟ ସୁବିଧାକୁ ପୂର୍ବ ପରି ବଳବତ୍ତର ରଖିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁହେବାକୁ...

ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍‌ ସଂଖ୍ୟା କମ୍‌...

‘ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ନେତୃତ୍ୱ ସମ୍ମାନ’

ଭୁବନେଶ୍ୱର,୨୧।୧୧: ରାଜ୍ୟର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ରୁଚି ଫୁଡ଼୍‌ଲାଇନ୍‌ର ସହଯୋଗୀ ସଂସ୍ଥା (କମ୍ପାନୀ) ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ନିକଟରେ ଏକ...

ବିଜୁଳି କମ୍ପାନୀଙ୍କ ବକେୟା ପୈଠ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩-୧୦: ବିଜୁଳି ଶକ୍ତି ଉତ୍ପାଦନକାରୀଙ୍କ ବକେୟା ବାବଦ ଅର୍ଥକୁ ରାଜ୍ୟଗୁଡିକ ଶୀଘ୍ର ପ୍ରଦାନ କରନ୍ତୁ। ଏହା ଦ୍ୱାରା ନିବେଶ ପ୍ରତି ଆକୃଷ୍ଟ ତଥା ନିବେଶକଙ୍କ ମନୋଭାବରେ...

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୧୨: ଭାରତୀୟ ଷ୍ଟକ୍‌ ବଜାରର ଫଳାଫଳ କ୍ରମାଗତ ଭାବେ ଭଲ ରହିବା ସାଙ୍ଗକୁ ନିବେଶ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଶେୟାର ବଜାରରେ ନିବେଶ କରୁଥିବା...

ଦୋକାନୀ ବ୍ୟବହାର କରିପାରିବେ ଲାପ୍‌ଟପ୍‌, କମ୍ପ୍ୟୁଟର

ସରକାର ଖୁଚୁରା ସାର ବିକ୍ରେତାଙ୍କ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା ପାଇଁ ପିଓଏସ୍‌ ମେଶିନ ସହିତ ଡେସ୍କଟପ୍‌ କମ୍ପ୍ୟୁଟର ଓ ଲାପ୍‌ଟପ୍‌ ବ୍ୟବହାର କରିବାକୁ ଅନୁମତି ଦେବେ।...

Advertisement
Archives

Model This Week