ବାଣିଜ୍ୟ

ରେପୋ କମାଇ ନ ପାରେ ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତୀ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ହ୍ରାସ କରି ନ ପାରେ। ଏହା ରେପୋକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ଅଧିକ…

ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୭.୫% ଖସିଛି। ଏହା ପ୍ରଥମ ତ୍ରୈମାସରେ ୨୩.୯% ଖସିଥିଲା। ଏଭଳି ସ୍ଥିତିରେ…

ଡିସେମ୍ବର ପହିଲାରୁ ହେବାକୁ ଯାଉଛି ଏସବୁ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ..

ନୂଆଦିଲ୍ଲୀ,୨୯।୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବରରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ଗ୍ୟାସ ସିଲିଣ୍ଡରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ଟ୍ରାନ୍ଜାକ୍ସନ ଉପରେ ଏହି ପରିବର୍ତ୍ତନ ହେବ। ପ୍ରତି ମାସ ପହିଲାରେ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ କରାଯାଇଥାଏ।…

ଫେବୃୟାରୀ ୨୮ ଯାଏ ଇପିଏଫ୍‌ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨୯ା୧୧: କରୋନା ମହାମାରୀ କାରଣରୁ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଦେଶର ସମସ୍ତ ପେନ୍‌ସନଧାରୀଙ୍କ ପାଇଁ ଆବଶ୍ୟକ କାଗଜପତ୍ର ଡିପୋଜିଟର ସମୟସୀମାକୁ…

ଆଦାନୀର ଅଷ୍ଟ୍ରେଲିଆ ପ୍ରକଳ୍ପକୁ ଋଣ ନ ଦେବା ଲାଗି ଏସ୍‌ବିଆଇକୁ ଚେତାବନୀ

ଭୁବନେଶ୍ୱର,୨୯ା୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଚେତାବନୀ ଦେଇଛି ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ‘ଆମୁଣ୍ଡି’। ଏହି ସଂସ୍ଥାର କହିବା କଥା ଯେ, ଅଷ୍ଟ୍ରେଲିଆରେ ଥିବା ଆଦାନୀର କୋଇଲା ଖଣିକୁ ଷ୍ଟେଟ୍‌ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଉଥିବା ଜାଣିବା ପରେ ବ୍ୟାଙ୍କକୁ ଏହି…

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ ଟିକା ନେବା ପରେ ଆଉ ଚିକିତ୍ସାଳୟ ଯିବା ଠିକ୍‌ ନୁହେଁ। ଏହିି ଭୟାନକ ସଂକ୍ରମଣ…

୧ରୁ ବଦଳିବ ପିଏନ୍‌ବି ଏଟିଏମ୍‌ ନିୟମ

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା…

ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି…

‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବ୍‌ସିଡିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାକୁ ନେଇ…

୮ ବର୍ଗ ଋଣରେ ଚକ୍ରବୃଦ୍ଧି ସୁଧ ଛାଡ଼ ହେବ

ନୂଆଦିଲ୍ଲୀ,୨୮।୧୧- କରୋନା ମହାମାରୀ ସମୟରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ଘୋଷଣା କରିଥିଲା। ଏହାର ଅବଧି ଅଗଷ୍ଟ ୩୧ ଯାଏ ରହିଥିଲା। ମୋଟ ୬ ମାସ ଯାଏ ଏହା ଲାଗୁ ହୋଇଥିଲା। ଏହି ସମୟରେ କିଛି ବ୍ୟାଙ୍କ ସୁଧ ଉପରେ ସୁଧ ଲାଗୁ…

ଏଲ୍‌ଆଣ୍ଡଟିକୁ ୨୫ ହଜାର କୋଟିର ବୁଲେଟ ଟ୍ରେନ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୨୮।୧୧: ଦେଶ ମଧ୍ୟରେ ବୁଲେଟ ଟ୍ରେନ ଚଳାଚଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଏଲ୍‌ଆଣ୍ଡଟି ୨୫ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଲାଭ କରିଛି। ନ୍ୟାଶନାଲ ହାଇସ୍ପିଡ ରେଲ୍‌ କର୍ପୋରେଶନ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ଗୁରୁବାର ଏଭଳି ଚୁକ୍ତିରେ ସାମିଲ ହୋଇଛି। ଏହା ସର୍ବାଧିକ…

କୋର୍‌ ସେକ୍ଟର ଅଭିବୃଦ୍ଧି ୨.୫% ହ୍ରାସ

ନୂଆଦିଲ୍ଲୀ,୨୮।୧୧: କରୋନା ମହାମାରୀର ଯୋଗୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇ ରହିଛି। ଲକଡାଉନ କଟକଣାକୁ ସରକାର ଧୀରେ ଧୀରେ କୋହଳ କରୁଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ମିଳିଛି। ହେଲେ ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?