ବାଣିଜ୍ୟ

ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍‌: ହେବେ ମାଲାମାଲ, କରିବାକୁ ପଡ଼ିବ ଏଭଳି

ନୂଆଦିଲ୍ଲୀ,୨।୧୨: ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ ମିଳୁଛି, କିନ୍ତୁ ପୁରୁଣା ନୋଟ ବଜାରରୁ ଅଦୃଶ୍ୟ ହୋଇଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୁରୁଣା ସହିତ ୧୦ ଟଙ୍କା ନୋଟ ଅଛି, ତେବେ ଆପଣ ରୋଜଗାର କରିପାରିବେ। ୧୦ ଟଙ୍କିଆ ନୋଟ…

ରେକର୍ଡ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ମଙ୍ଗଳବାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ୫୦୬ ପଏଣ୍ଟ (୧.୧୫%) ବଢିବା ପରେ ଏହା ୪୪,୬୫୫ ପଏଣ୍ଟ ସ୍ତରରେ ରହିଛି। ବ୍ୟାଙ୍କିଙ୍ଗ, ଆଇଟି ଏବଂ ରିୟଲ ଇଷ୍ଟେଟ ଷ୍ଟକ କାରବାର ଉନ୍ନତ ହେବା…

ଚନ୍ଦା କୋଚ୍ଚରଙ୍କ ଅପିଲ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚରଙ୍କ ଅପିଲକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଏକ ଅର୍ଡରକୁ ନେଇ ଚନ୍ଦା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଅର୍ଡର ଉପରେ…

୧.୦୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଥିବା ଜଣାପଡିଛି। ଗତ ବର୍ଷ…

ପୁଣି ଖସିଲା ମାନୁଫାକ୍‌ଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ: ଦେଶର ମାନୁଫାକ୍‌ଚରିଂ କ୍ଷେତ୍ର ପ୍ରଭାବିତ ସ୍ଥିତିରେ ରହିଛି। ଏହା ନଭେମ୍ବରରେ ୩ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଫ୍ୟାକ୍ଟ୍ରି ଅର୍ଡର, ରପ୍ତାନି ଏବଂ କ୍ରେତାଙ୍କ କ୍ରୟ ଚାପଗ୍ରସ୍ତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ…

ଗାଡ଼ି ବିକ୍ରିରେ ଆସିଲା ଉନ୍ନତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଅକ୍ଟୋବରଠାରୁ ପୁଣି ଥରେ ସ୍ଥିତିରେ ସୁଧାର ଆସୁଥିବା ନଜରକୁ ଆସିଛି। ଦେଶର ଅଟୋମୋବାଇଲ କ୍ଷେତ୍ରର ବିକ୍ରି ଟ୍ରାକକୁ ଫେରୁଥିବା ନଜରକୁ ଆସିଛି। ଏମଜି ମୋଟର୍ସ ଇଣ୍ଡିଆ ଯାନର ଖୁଚୁରା ବିକ୍ରି…

ଗ୍ରାହକଙ୍କୁ ଭୋଡାଫୋନ୍‌ ଆଇଡିଆର ଝଟକା: ମହଙ୍ଗା ହେଲା ଲୋକପ୍ରିୟ ୨ ପ୍ଲାନ୍‌

ନୂଆଦିଲ୍ଲୀ,୧।୧୨: ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ(ଭିଆଇ) ନିଜର ଦୁଇଟି ପୋଷ୍ଟପେଡ୍‌ ପ୍ଲାନ ମହଙ୍ଗା କରିଛି। କମ୍ପାନୀ ନିଜର ଲୋକପ୍ରିୟ ପ୍ଲାନର ମୂଲ୍ୟ ୫୦ ଟଙ୍କା ଅଧିକ କରିଛି। ଏଥିରେ ୫୯୮ ଏବଂ ୭୪୯ ଟଙ୍କାର ପ୍ଲାନ୍‌ ରହିଛି। ଏବେ ଏହାକୁ ନେବାକୁ…

ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୫୦ ହଜାର କରିପାରିବେ ରୋଜଗାର

କୌଣସି ଏକ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି କି, ତେବେ ଆଜି ଆମେ ଆପଣଙ୍କୁ ଏକ ବ୍ୟବସାୟ ବିଷୟରେ କହିବୁ ଯାହାକୁ ଆପଣ ସହଜରେ ଆରମ୍ଭ କରିପାରିବେ। ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରର…

ପହିଲାରୁ ଲାଗୁହେବ ୫ ନୂଆ ନିୟମ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ସାରା ଦେଶରେ ୫ ନୂଆ ନିୟମ କାର୍ଯ୍ୟକାରୀ ହେବ। ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ପଡିବାକୁ ଯାଉଛି। ଏଣୁ ଏହି ନିୟମ ସବୁକୁ ଜାଣିବାର ଆବଶ୍ୟକତା ରହିଛି। ରନ୍ଧନ ଗ୍ୟାସ…

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୧.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ସେପ୍ଟେମ୍ବରରେ ୧୧୮.୧ ପଏଣ୍ଟ ଥିଲା। ଏହା ଅକ୍ଟୋବରରେ ୧୧୯.୫ ପଏଣ୍ଟକୁ ବଢିଛି। ତାଳଚେର, ଅନୁଗୋଳରେ ଏହା ୧୨୭.୪ ଥିବାବେଳେ ଅକ୍ଟୋବରରେ ୦.୨ ପଏଣ୍ଟ ବଢି ୧୨୭.୬ ଛୁଇଁଛି। କଟକରେ…

୧୫% ବଢ଼ିଛି ଏଫ୍‌ଡିଆଇ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ୧୫% ବଢିଛି। ଏହି ଅବଧିରେ ମରିସସ୍‌ ଏଫ୍‌ଡିଆଇ ୪ର୍ଥ ସ୍ଥାନରେ ରହିଛି। ଆମେରିକା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟାକ୍ସ ହେଭେନ କେମେନ ଦ୍ୱୀପରୁ ଭାରତରେ…

ରେପୋ କମାଇ ନ ପାରେ ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତୀ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ହ୍ରାସ କରି ନ ପାରେ। ଏହା ରେପୋକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ବର୍ତ୍ତମାନ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?