ଆଦର୍ଶ ରେଣ୍ଟାଲ ଆଇନ ଆଣିବେ ସରକାର
ନୂଆଦିଲ୍ଲୀ: ସରକାର ଆଗାମୀ ଦିନରେ ଏକ ରେଣ୍ଟାଲ ବା ଭଡା ସଂକ୍ରାନ୍ତ ଆଇନ ଆଣିବାକୁ ଯୋଜନା ରଖିଛନ୍ତି। ଆବାସ ଏବଂ ସହରୀ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅବସରରେ ସୂଚନା ଦେଇ…
୪୩ ଆପ୍ ବ୍ୟାନ୍କୁ ଚାଇନାର ବିରୋଧ
ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍କୁ ବ୍ୟାନ କରିଛନ୍ତି। ଭାରତର ଏଭଳି ନିଷ୍ପତ୍ତିକୁ ଚାଇନା ବିରୋଧ କରିଛି। ଏହା ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ୟୁଟିଓ)ର ନିୟମକୁ ଉଲ୍ଲଘଂନ କରିଥିବା…
ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ
ଭୁବନେଶ୍ୱର: ଜେଏସ୍ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ…
ଡିବିଏସ୍ ଇଣ୍ଡିଆ ସହ ମିଶିବ ଲକ୍ଷ୍ମୀବିଳାସ ବ୍ୟାଙ୍କ; ମିଳିଲା କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ସଙ୍କଟ ଦେଇ ଗତି କରୁଥିବା ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କର ଡିବିଏସ୍ ଇଣ୍ଡିଆ ଲିମିଟେଡ୍ (ଡିବିଆଇଏଲ୍) ସହ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ସେହିଭଳି ଏହି ବ୍ୟାଙ୍କ ଉପରେ ଲାଗିଥିବା ମୋରାଟୋରିୟମ କଟକଣାକୁ ସରକାର…
ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି
ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) କାରବାର ଖସିଥିବା ନଜରକୁ ଆସିଛି। ଫଳରେ ନିବେଶକ ୨.୨୨ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୩୦ ଶେୟାର…
ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ୪୧.୨୫ ଲକ୍ଷ ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରିଛି। ବ୍ୟକ୍ତିଗତ ଆୟକର ରିଫଣ୍ଡ ଭାବେ ୩୬,୦୨୮ କୋଟି ଏବଂ ୧ ଲକ୍ଷ କୋଟି ଟଙ୍କାର କର୍ପୋରେଟ…
ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୭.୮% ଖସିପାରେ
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର ୭.୮% ଖସିପାରେ। ବ୍ୟାଙ୍କ ଅଫ୍ ଆମେରିକା ପକ୍ଷରୁ ଭାରତ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିକୁ ନେଇ ଏଭଳି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ବିକାଶ…
ଦିଓ୍ବାଲିରେ କମିଲା ସ୍ମାର୍ଟଫୋନ ବିକ୍ରି
ନୂଆଦିଲ୍ଲୀ: ଦିପାବଳୀ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବିକ୍ରି ଉନ୍ନତ ସ୍ଥିତିରେ ରହିଥିଲା। ମାତ୍ର ଏହା ପରଠାରୁ ବିକ୍ରିରେ ଦ୍ରୁତ ହ୍ରାସ ଦେଖାଯାଇଛି। ବିଶେଷଜ୍ଞ ଏବଂ ରିଟେଲରଙ୍କ ସୂଚନା ଅନୁଯାୟୀ ନଭେମ୍ବର ମାସରେ ସ୍ମାର୍ଟଫୋନ ବିକ୍ରି ୨୦ରୁ ୨୫% ହ୍ରାସ ଦେଖାଯାଇଛି। ଏକ ଜାତୀୟ…
ଗୁଗଲ ପେ’ ବ୍ୟବହାରକାରୀ ଏହି କଥା ଜାଣିବା ନିହାତି ଦରକାର, ନଚେତ୍…
ନୂଆଦିଲ୍ଲୀ: ଯଦି ଆପଣ ଗୁଗଲ ପେ’ରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି କଥା ଜାଣିବା ନିହାତି ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ ପେ’ ଆଗାମୀ ବର୍ଷ ଜାନୁୟାରୀରୁ ନିଜ ପିୟର-ଟୁ-ପିୟର ପେମେଣ୍ଟ ସୁବିଧାକୁ ବନ୍ଦ କରିବାକୁ ଯାଉଛି…
ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍
ନୂଆଦିଲ୍ଲୀ: ଦେଶର ସଂହତି ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ୪୩ ବିଦେଶୀ ମୋବାଇଲ ଆପ୍ଲିକେଶନକୁ ସରକାର ମଙ୍ଗଳବାର ବ୍ୟାନ୍ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା…
ଲଗାତର ୫ ଦିନ ଲାଗି ତେଲ ଦର ବୃଦ୍ଧି
ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଲୋକଙ୍କ ଲାଗି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ ୫ ଦିନ ହେବ ତେଲ ଦର ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ପଇସା ବୃଦ୍ଧି ପାଇ…
ନୂଆ ବ୍ୟାଙ୍କିଙ୍ଗ୍ ପ୍ରସ୍ତାବକୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା
ନୂଆଦିଲ୍ଲୀ: କର୍ପୋରେଟ ହାଉସ୍ଗୁଡିକ ଦେଶ ମଧ୍ୟରେ ବ୍ୟାଙ୍କ ସ୍ଥାପନା ଲାଗି ରିଜର୍ଭ ବ୍ୟାଙ୍କର ଏକ ଆନ୍ତଃ କାର୍ଯ୍ୟକାରୀ କମିଟି ନିକଟରେ ପ୍ରସ୍ତାବ ଦେଇଛି। ଏଭଳି ପ୍ରସ୍ତାବକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କର୍ପୋରେଟ ହାଉସ୍ଗୁଡିକ…

