ବାଣିଜ୍ୟ

ଆଗାମୀ ବଜେଟରେ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୨୪ା୧: ଆସନ୍ତା ଫେବ୍ରୁଆରି ୧ରୁ ଆରମ୍ଭ ହେବାକୁ ଥିବା ସାଧାରଣ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ। ଦେଶର ଅର୍ଥନୀତି ବର୍ତ୍ତମାନ ସମୟରେ ମାନ୍ଦାବସ୍ଥାରେ ରହିଛି। ବର୍ତ୍ତମାନ…

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା। ଦେଶ ବିଦେଶରୁ ଅନେକ ବଡ଼ ବଡ଼ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ। ଏହି…

ଆସୋଟେକ୍‌ର ନୂଆ ଟାଉନଶିପ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ କମ୍ପାନୀ ଆସୋଟେକ୍‌ ଗ୍ରୁପ୍‌ ପକ୍ଷରୁ ସ୍ଥାନୀୟ ରୁଦ୍ରପୁରଠାରେ ନୂଆ ଟାଉନଶିପ ପ୍ରୋଜେକ୍ଟ ବିକଶିତ କରାଯାଉଛି। କମ୍ପାନୀ ନଭେମ୍ବର ୨୦୧୯ରୁ ଏହାର ଶୁଭାରମ୍ଭ କରିଛି। ଭୁବନେଶ୍ୱରଠାରେ ଆସୋଟେକ୍‌ ସନ୍‌ ଗ୍ରୋଥ ଆବୋଡ ଏଲ୍‌ଏଲ୍‌ପି ମାଧ୍ୟମରେ କମ୍ପାନୀ ନିଜସ୍ବ ଜମିରେ…

ଆଇଆର୍‌ସିଟିସି ଇ-କ୍ୟାଟରିଂ ସେବା ଶୀଘ୍ର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଆଶ୍ୱସ୍ତି। ଆସନ୍ତା ମାସରୁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ(ଆଇଆର୍‌ସିଟିସି)ର ଇ-କ୍ୟାଟରିଂ ସେବା ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଏ ନେଇ ସଂସ୍ଥା ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। କରୋନା ଜନିତ ଲକ୍‌ଡାଉନ ପାଇଁ ଏହି ସେବାକୁ…

ଯାନ ଦର ବଢ଼ାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଯାତ୍ରୀବାହୀ ଯାନ ବର୍ଗରେ ଦର ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଇନ୍‌ପୁଟ ଖର୍ଚ୍ଚ ଏବଂ ସେମି କଣ୍ଡକ୍ଟର ମୂଲ୍ୟ ବଢ଼ିବା ଯୋଗୁ କମ୍ପାନୀର ଯାନଗୁଡିକ ପ୍ରାୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢିବ…

୭୪୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ହୋଇଛି। ପ୍ରଫିଟ୍‌ ବୁକିଂ ଯୋଗୁ ଏଭଳି ହୋଇଥିବା ନଜରକୁ ଆସିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୭୪୬ ପଏଣ୍ଟ ଖସିଛି। ସେହିଭଳି ନିଫ୍ଟି କାରବାର ୧୪,୪୦୦ ପଏଣ୍ଟ ସ୍ତରରୁ ଖସିଛି। ଗୁରୁବାର…

ଆଜି ହାଲୁଆ ସେରିମନି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୧ ପହିଲାରେ ଆସିବାକୁ ଥିବା ବେଳେ ପ୍ରତିବର୍ଷ ପ୍ରଥା ଅନୁସାରେ ଚାଲି ଆସୁଥିବା ହାଲୁଆ ସେରିମନି ଶନିବାର ଅନୁଷ୍ଠିତ ହେବ। କେନ୍ଦ୍ର ବଜେଟ ଦସ୍ତାବିଜ ଛପାହେବାର ଆରମ୍ଭ ଦିନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ…

ରିଲାଏନ୍ସର ନେଟ୍‌ ଲାଭ ୧୨% ବଢିଲା

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍‌ ଲାଭ ୧୨.୬% ବଢି ୧୩,୧୦୧ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ରିଲାଏନ୍ସ ଜିଓର ନେଟ୍‌ ଲାଭ ୧୫.୫% ବଢି ୩,୪୮୯ କୋଟି ଟଙ୍କା ରହିଛି। ଏହାବାଦ ରିଲାଏନ୍ସ…

ଟୁଇଟର୍‌ ପୁଣି ଆରମ୍ଭ କଲା ‘ବ୍ଲୁ ଟିକ୍‌ ଭେରିଫିକେଶନ୍‌’ ପ୍ରକ୍ରିୟା: ଜାଣନ୍ତୁ କିଭଳି ପାଇବେ…

ନୂଆଦିଲ୍ଲୀ,୨୨।୧: ବ୍ଲୁ ଟିକ୍‌ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରିଛି। ୨୦୧୭ରେ ଏହି ସେବାକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ହେଲେ ଏବେ ପୁନର୍ବାର ଏହା କରାଯାଇପାରିବ। ଟୁଇଟର କହିଛି, କମ୍ପାନୀ କେବଳ ବର୍ତ୍ତମାନ ସମୟରେ…

ପୁଞ୍ଜିବଜାରରେ ଐତିହାସିକ ରେକର୍ଡ;୫୦ ହଜାର ପଏଣ୍ଟ ସ୍ତର ଛୁଇଁଲା ସେନ୍‌ସେକ୍ସ

  ମୁମ୍ବାଇ: ଭାରତୀୟ ପୁଞ୍ଜିବଜାର ଗୁରୁବାର ଐତିହାସିକ ରେକର୍ଡ ସ୍ତର ଛୁଇଁବାକୁ ସକ୍ଷମ ହୋଇଛି। ଦିନର କାରବାରରେ ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ଛୁଇଁଥିଲା। ହେଲେ କାରବାର ଶେଷ ବେଳକୁ ଏହା ୧୬୭ ପଏଣ୍ଟ ଖସି ୪୯,୬୨୪.୭୬ ପଏଣ୍ଟରେ ବନ୍ଦ ହୋଇଛି।…

ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭ ପଏଣ୍ଟ ହ୍ରାସ ହୋଇ ଏହା ୪୯,୬୨୫ ପଏଣ୍ଟ ଏବଂ ନିଫ୍ଟିରେ ୫୪ ପଏଣ୍ଟ ହ୍ରାସ…

ଭର୍ଚୁଆଲ ମିଟ୍‌ରେ ଦେଖାଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଆତ୍ମଗୋପନ ରହିବା ପରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା ପୁଣି ଥରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଚାଇନାର ସରକାରୀ ଖବରକାଗଜ ଏ ସମ୍ପର୍କିତ ଏକ ଭିଡିଓ ଜାରି କରିଛି। ପ୍ରାୟ ୧୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?