ବାଣିଜ୍ୟ

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ ଟିକା ନେବା ପରେ ଆଉ ଚିକିତ୍ସାଳୟ ଯିବା ଠିକ୍‌ ନୁହେଁ। ଏହିି ଭୟାନକ ସଂକ୍ରମଣ…

୧ରୁ ବଦଳିବ ପିଏନ୍‌ବି ଏଟିଏମ୍‌ ନିୟମ

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା…

ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି…

‘ଘରୋଇକରଣ ପରେ ବି ସବ୍‌ସିଡି ମିଳିବ’

ଭୁବନେଶ୍ୱର,୨୯ା୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌)ରେ ସରକାର ନିଜର ଅଂଶଧନ ବିକ୍ରି କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦେଶର ୭ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମନରେ ସବ୍‌ସିଡିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାକୁ ନେଇ…

୮ ବର୍ଗ ଋଣରେ ଚକ୍ରବୃଦ୍ଧି ସୁଧ ଛାଡ଼ ହେବ

ନୂଆଦିଲ୍ଲୀ,୨୮।୧୧- କରୋନା ମହାମାରୀ ସମୟରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ଘୋଷଣା କରିଥିଲା। ଏହାର ଅବଧି ଅଗଷ୍ଟ ୩୧ ଯାଏ ରହିଥିଲା। ମୋଟ ୬ ମାସ ଯାଏ ଏହା ଲାଗୁ ହୋଇଥିଲା। ଏହି ସମୟରେ କିଛି ବ୍ୟାଙ୍କ ସୁଧ ଉପରେ ସୁଧ ଲାଗୁ…

ଏଲ୍‌ଆଣ୍ଡଟିକୁ ୨୫ ହଜାର କୋଟିର ବୁଲେଟ ଟ୍ରେନ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୨୮।୧୧: ଦେଶ ମଧ୍ୟରେ ବୁଲେଟ ଟ୍ରେନ ଚଳାଚଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଏଲ୍‌ଆଣ୍ଡଟି ୨୫ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଲାଭ କରିଛି। ନ୍ୟାଶନାଲ ହାଇସ୍ପିଡ ରେଲ୍‌ କର୍ପୋରେଶନ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ଗୁରୁବାର ଏଭଳି ଚୁକ୍ତିରେ ସାମିଲ ହୋଇଛି। ଏହା ସର୍ବାଧିକ…

କୋର୍‌ ସେକ୍ଟର ଅଭିବୃଦ୍ଧି ୨.୫% ହ୍ରାସ

ନୂଆଦିଲ୍ଲୀ,୨୮।୧୧: କରୋନା ମହାମାରୀର ଯୋଗୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇ ରହିଛି। ଲକଡାଉନ କଟକଣାକୁ ସରକାର ଧୀରେ ଧୀରେ କୋହଳ କରୁଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ମିଳିଛି। ହେଲେ ବି…

୧୨୬% ସ୍ତରରେ ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୨୭।୧୧: ଦେଶର ବିତ୍ତୀୟ ନିଅଣ୍ଟ ୭ ମାସରେ ୯.୫୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଚଳିତ ଆର୍ଥିକ ବର୍ଷ ବଜେଟରେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ଏହା ୧୨୬.୭% ସ୍ତରରେ ରହିଛି। ସରକାରଙ୍କ ଆୟ ଏବଂ ବ୍ୟୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବିତ୍ତୀୟ…

ପାର୍ବଣରେ ଇ-କମର୍ସ ବିକ୍ରି ୫୮ ହଜାର କୋଟି

ନୂଆଦିଲ୍ଲୀ,୨୮।୧୧- ଚଳିତ ବର୍ଷ ପାର୍ବଣରେ ଦେଶର ଇ-କମର୍ସ କମ୍ପାନୀଗୁଡିକରେ ଜୋରଦାର କାରବାର ହୋଇଛି। କମ୍ପାନୀଗୁଡିକ ପ୍ରାୟ ୫୮ ହଜାର କୋଟି ଟଙ୍କାର ମୋଟ କାରବାର ହାସଲ କରିଛନ୍ତି। କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ରହିଥିଲା। ଏଭଳି ସ୍ଥିତିରେ ଇ-କମର୍ସର ଏଭଳି…

୭.୫% ଖସିଲା ଜିଡିପି

ନୂଆଦିଲ୍ଲୀ,୨୮।୧୧ – କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି। ଏହା ଦ୍ୱାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ସଙ୍କଟ ଦେଇ ଗତି କରୁଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ…

ପେଟ୍ରୋଲ ୧୯, ଡିଜେଲ ୨୭ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୧୧: କରୋନା ମହାମାରୀ ସମୟରେ ଲଗାତର ତେଳ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢି ଚାଲିଛି। କେବଳ ବୁଧବାରକୁ ଛାଡି ଅନ୍ୟ ସବୁଦିନ ଇନ୍ଧନ ଦର ବଢିଛି। ଗତ ୮ ଦିନ ମଧ୍ୟରେ…

ପିଜିଆଇ ଇଣ୍ଡିଆର ‘ମେନ୍‌ ଅଫ୍‌ ପ୍ଲାଟିନମ’ କଲେକ୍ସନ

ଭୁବନେଶ୍ୱର,୨୮।୧୧: ପ୍ଲାଟିନମ୍‌ ଗିଲ୍ଡ ଇଣ୍ଡିଆ (ପିଜିଆଇ) ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହାର ନୂଆ କଲେକ୍ସନ‘ ମେନ ଅଫ୍‌ ପ୍ଲାଟିନମ୍‌’ ରେଞ୍ଜ ବଜାରକୁ ଆସିଛି। ଏହି ନୂତନ କଲେକ୍ସନରେ ଥିବା ପ୍ରତ୍ୟେକ ସୂକ୍ଷ୍ମ ପିସ୍‌ଗୁଡିକୁ ଅତି ଯତ୍ନର ସହ ଡିଜାଇନ କରାଯାଇଛି। ଷ୍ଟାଇଲର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri