ରେଖା ମେନନ ପ୍ରଥମ ମହିଳା ନାସ୍‌କମ୍‌ ମୁଖ୍ୟ

ବେଙ୍ଗାଲୁରୁ,୨୫।୪:ଆସେନଞ୍ଚର ଇଣ୍ଡିଆର ଚେୟାରପର୍ସନ ରେଖା ମେନନ ଆଇଟି ଶିଳ୍ପ ସଂଘ ନାସ୍‌କମ୍‌ର ପ୍ରଥମ ମହିଳା ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ ଇନ୍‌ଫୋସିସ୍‌ ସିଓଓ ପ୍ରଭୀନ ରାଓ ଅବସ୍ଥାପିତ ଥିଲେ। ୨୦୨୧-୨୨ ଅବଧି ଲାଗି ମେନନ ଏହି ପଦବୀରେ ରହିବେ। ସେହିଭଳି ଭାଇସ ଚେୟାରପର୍ସନ ଭାବେ ଟିସିଏସ୍‌ର ଟେକ୍ନୋଲୋଜି ସର୍ଭିସ ମୁଖ୍ୟ କ୍ରିଷ୍ଣନ ରାମାନୁଜମଙ୍କୁ ନିଯୁକ୍ତ କରାଯାଇଛି। ସଂଘର ନୂଆ କାର୍ଯ୍ୟକାରିଣୀ ସଦସ୍ୟ ନିଯୁକ୍ତ କରାଯାଇଥିବା ବେଳେ ଏହାର ୪୦% ସ୍ଥାନରେ ମହିଳା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri