ଭାରତୀୟଙ୍କ ଯାତ୍ରା ଉପରେ ଜର୍ମାନୀର କଟକଣା

ନୂଆଦିଲ୍ଲୀ,୨୬।୪: କୋଭିଡ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଭାରତୀୟଙ୍କ ଯାତ୍ରା ଉପରେ ଜର୍ମାନୀ ବର୍ତ୍ତମାନ କଟକଣା ଲଗାଇଛି। କେବଳ ଜର୍ମାନୀ ନାଗରିକ ଏବଂ ଜର୍ମାନୀରେ ବାସ କରିବା ଲାଗି ଅନୁମତି ଲାଭ କରିଥିବା ବ୍ୟକ୍ତି ବିଶେଷ ସେହି ଦେଶକୁ ବିମାନ ଯାତ୍ରା କରିପାରିବେ। ଗତ ଗୋଟିଏ ସପ୍ତାହ ମଧ୍ୟରେ ବ୍ରିଟେନ, ୟୁନାଇଟେଡ ଆରବ ଏମିରେଟ୍ସ, କାନାଡା, କୁଏତ, ଓମାନ, ହଂକଂ ଏବଂ ସାଉଦି ଆରବ ଭଳି ଦେଶ ଭାରତୀୟଙ୍କ ବିମାନ ଯାତ୍ରା ଉପରେ ବ୍ୟାନ ଲଗାଇଛନ୍ତି। ସେହିଭଳି ସିଙ୍ଗାପୁର ଏବଂ ଇଣ୍ଡୋନେସିଆ ମଧ୍ୟ ସମାନ ପ୍ରକାରର କଟକଣା ଭାରତୀୟ ଉପରେ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌...

୨ ବର୍ଷ ହେଲା ପ୍ରିଣ୍ଟ ହୋଇନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୬ ।୩ କେନ୍ଦ୍ର ସରକାର ନଭେମ୍ବର ୨୦୧୬ ରେ ନୂଆ ବିମୁଦ୍ରୀକରଣ ନିୟମ ଲାଗୁ କରିଥିଲେ। ଫଳରେ ଦେଶରେ ଆଉ ପୁରୁଣା ୫୦୦ ଏବଂ ୧୦୦୦...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସାଓମି ଦିଲ୍ଲୀ ଟିମ୍‌ ପକ୍ଷରୁ ୩ ଲକ୍ଷ

ଭୁବନେଶ୍ୱର,୨୨।୫: ପ୍ରମୁଖ କମ୍ପାନୀ ସାଓମି କର୍ପୋରେଶନର ଦିଲ୍ଲୀ ଟିମ୍‌ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

କୋଭିଡ୍‌-୧୯ ମୁକାବିଲା: ଟାଟା ସନ୍ସ ଦେଲା ୧୦୦୦ କୋଟି

ନୂଆଦିଲ୍ଲୀ, ୨୯। ୩: କୋଭିଡ ଲଢେଇ ଲାଗି ସାରା ଦେଶର ଉଦ୍ୟୋଗପତି ନିଜର ଯୋଗଦାନ ରଖୁଛନ୍ତି। କରୋନା ମୁକାବିଲା ଲାଗି ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦...

ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ...

କୋକାକୋଲାରୁ ଛଟେଇ ହେବେ ୨,୨୦୦ କର୍ମଚାରୀ

ନୂଆଦିଲ୍ଲୀ: ପ୍ରମୁଖ ମୃଦୁପାନୀୟ କମ୍ପାନୀ କୋକାକୋଲା ପୁଣି ଥରେ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ଏଥିରେ ଆମେରିକାର ୧୨୦୦ ନିଯୁକ୍ତି ମଧ୍ୟ ସାମିଲ...

Advertisement
Archives

Model This Week