ଔଦ୍ୟୋଗିକ ଉତ୍ପାଦନ ୧୬.୬% ଖସିଲା
ନୂଆଦିଲ୍ଲୀ,୧୨।୮: କରୋନା ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କରୋନା ଜନିତ ଲକ୍ଡାଉନ ଲାଗି ଘରୋଇ ବଜାରର ଔଦ୍ୟୋଗିକ ଉତ୍ପାଦନ ଜୁନ୍ରେ ୧୬.୬% ଖସିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପୂର୍ବର ମାସଗୁଡିକ...
ସର୍ବନିମ୍ନ ସ୍ତରକୁ ଖସିିପାରେ ଜିଡିପି:ମୂର୍ତ୍ତି
ନୂଆଦିଲ୍ଲୀ,୧୨।୮: ମହାମାରୀ ଜନିତ ପ୍ରଭାବ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ୫% ଖସିପାରେ। ଦେଶର ଜିଡିପି ଅଭିବୃଦ୍ଧି ସ୍ବାଧୀନତା ପରଠୁ ସବୁଠାରୁ ସର୍ବନିମ୍ନ ସ୍ତରକୁ ଖସିପାରେ ବୋଲି ବିଜ୍ନେସ୍ ଟାଇକୁନ ତଥା ପ୍ରମୁଖ ଆଇଟି କମ୍ପାନୀ...
ବିଜ୍ନେସ୍ମ୍ୟାନ୍ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…
ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଜାଣିବା ରତନ ଟାଟାଙ୍କ...
ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…
ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା କରିବାକୁ ଚିନ୍ତା କରୁଛନ୍ତି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର...
ଲାପ୍ସ ପଲିସି ପୁନରୁଦ୍ଧାର ଲାଗି ଏଲ୍ଆଇସିର ସୁବିଧା
ଭୁବନେଶ୍ୱର,୧୧।୮:ଲାପ୍ସ ହୋଇଥିବା ପଲିସି ପୁନରୁଦ୍ଧାର ଲାଗି ଭାରତୀୟ ଜୀବନ ବୀମା ନିଗମ ଏହାର ପଲିସିଧାରୀଙ୍କୁ ସୁବିଧା ପ୍ରଦାନ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ଲାଗି ଏଲ୍ଆଇସି ଏଭଳି ଏକ ସୁବିଧା ଆଣିଥିବା କହିଛି। ଚଳିତ ମାସ ୧୦ ତାରିଖଠାରୁ...
ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର
ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ କାମ କରୁଛନ୍ତି। ହେଲେ ସବୁ କିଛିକୁ...
ଦେବାଳିଆ ସଂସ୍ଥାଙ୍କଠୁ ଆଦାୟ ଦେବ ଏଜିଆର୍ ଦେୟ
ନୂଆଦିଲ୍ଲୀ,୧୧।୮: ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ଟେଲିକମ୍ କମ୍ପାନୀଗୁଡିକ ଉପରେ ରହିଥିବା ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ(ଏଜିଆର୍)ର ବକେୟା ଅର୍ଥ ଆଦାୟ କରାଯିବ। ଏହି ଅର୍ଥକୁ ଆଦାୟ କରିବା ଲାଗି ଏକ ବିସ୍ତୃତ ଯୋଜନା ଆଣିବାକୁ ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...
୪୦% ଖସିଲା ଯାନ ବିକ୍ରି
ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା ନଜରକୁ ଆସିଛି। ଜୁଲାଇରେ ବିଭିନ୍ନ କମ୍ପାନୀଗୁଡିକର ଓଡିଶାରେ ୩୮,୭୩୦ ୟୁନିଟ ଯାନ ବିକ୍ରି...
ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…
ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ସମସ୍ତେ ଚିହ୍ନିଥିବା ବେଳେ...
ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ
ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍ଏନ୍ଏଲ୍ ପକ୍ଷରୁ ଏହା କରାଯାଇଛି। ଅପ୍ଟିକାଲ ଫାଇବର ବିଛା ହେବା ଦ୍ୱାରା ଏଠାରେ ଟେଲିକମ୍ ଯୋଗାଯୋଗ...
ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…
ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ...
ସୁପ୍ରିମକୋର୍ଟରେ ହଜିଲା ମାଲ୍ୟା ମାମଲାର ଦସ୍ତାବିଜ
ନୂଆଦିଲ୍ଲୀ,୭।୮: ବିଜୟ ମାଲ୍ୟା ମାମଲାରେ ପୁଣି ଥରେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଦସ୍ତାବିଜ ସୁପ୍ରିମକୋର୍ଟଙ୍କ ଫାଇଲରୁ ହଜିଥିବା ଘଟଣା ନଜରକୁ ଆସିଛି। ଜଷ୍ଟିସ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ ଅଶୋକ...
Archives


