ବାଣିଜ୍ୟ

କ୍ୟାପ୍ଟିଭ୍‌ ବ୍ଲକରୁ ୫୦% କୋଇଲା ବିକ୍ରିକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୨।୨: ଦେଶ ମଧ୍ୟରେ ରହିଥିବା ବିଭିନ୍ନ କ୍ୟାପ୍ଟିଭ ବ୍ଲକଗୁଡିକରୁ ୫୦% କୋଇଲା ବିକ୍ରିକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଘରୋଇ ବଜାରରେ କୋଇଲାର ଉପଲବ୍ଧତା ବୃଦ୍ଧି ଏବଂ ଉତ୍ପାଦନକୁ ବଢାଇବା ଲାଗି କେନ୍ଦ୍ର…

‘ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ’

ନୂଆଦିଲ୍ଲୀ,୨୨।୨: ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଦିଗରେ ଘରୋଇ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।…

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ ୨୬ର ଭାରତ ବନ୍ଦ କାର୍ଯ୍ୟକ୍ରମ ଅବ୍ୟବହିତ ଆଗରୁ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡାଯାଇଛି।…

୨୪,୯୬୫ କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ,୨୨।୨: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ବଢିଚାଲିଛି। ଏହି ବର୍ଗର ନିବେଶକ ଚଳିତ ମାସ ଅଦ୍ୟାବଧି ସୁଦ୍ଧା ପୁଞ୍ଜି ବଜାରରେ ୨୪,୯୬୫ କୋଟି ଟଙ୍କା ନିବେଶ କଲେଣି। ସାଧାରଣ ବଜେଟରେ ରହିଥିବା ପ୍ରସ୍ତାବ ଏବଂ ଘରୋଇ ବଜାର…

୬ ମାସରେ ଉଡ଼ିପାରେ ଜେଟ୍‌ ଏୟାରଓ୍ବେଜ

ନୂଆଦିଲ୍ଲୀ,୨୨।୨: ଜେଟ୍‌ ଏୟାରଓ୍ବେଜ ଲାଗି ଜଲାନ କାଲରକ୍‌ କନସୋର୍ଟିୟମ ବିଡ୍‌ ହାସଲ କରିଛି। ବର୍ତ୍ତମାନ ବନ୍ଦ ହୋଇ ପଡିଥିବା ଜେଟ୍‌ ଏୟାରଓ୍ବେଜକୁ ୬ ମାସ ମଧ୍ୟରେ ପୁଣି ଥରେ କାର୍ଯ୍ୟକ୍ଷମ କରାଇବାକୁ କମ୍ପାନୀ ଯୋଜନା ରଖିଛି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ଙ୍କଠାରୁ…

ଏଏସ୍‌ବିଏମ୍‌ ଆଡଭାଇଜରି କାଉନସିଲରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ

ଭୁବନେଶ୍ୱର,୨୨।୨: ସୁପ୍ରିମ୍‌କୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଆଡ୍‌ଭାଇଜରି କାଉନ୍‌ସିଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ବିକାଶ ଓ ଅଗ୍ରଗତି ପାଇଁ ପରାମର୍ଶଦାତା କାଉନ୍‌ସିଲ ମଧ୍ୟ ଗଠନ କରାଯାଇଛି । ଏହି କାଉନ୍‌ସିଲ ଆଗାମୀ…

‘ଚଏସ୍‌’କୁ ସମ୍ମାନ ଦେଉ

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍‌ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍‌ ବିକ୍ରି କ୍ଷେତ୍ରରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା ପ୍ରଦାନ କରି ଭରସାଯୋଗ୍ୟ ମାର୍କେଟ ଲିଡର ଓ ଟ୍ରେଣ୍ଡ୍‌ସେଟର ପାଲଟିଛି। ଆବଶ୍ୟକତା, ପସନ୍ଦ ଓ…

ବିଏସ୍‌ଏନ୍‌ଏଲର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍‌ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି। ଏହି ପ୍ଲାନ୍‌ ଯୋଜନାରେ ଅସୀମିତ ଭଏସ୍‌ କଲିଂ (ବିଏସ୍‌ଏନ୍‌ଏଲ୍‌କୁ…

ବଢ଼ୁଛି ବିଟ୍‌ କଏନ୍‌ ନିବେଶ

ନୂଆଦିଲ୍ଲୀ: ବିଦେଶରେ ବିଟ୍‌ କଏନ୍ର ଚାହିଦା ଓ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ଏସିଆ ବଜାରରେ ଦେଖିବାକୁ ମିଳିଛି। ଏହି କଏନ ପ୍ରତି ଗ୍ରାହକଙ୍କର ଆକୃଷ୍ଟ ବଢ଼ିବାରେ ଳାଗିଛି। ଫଳରେ ଗତ ମାସରେ ଏସିଆରେ ଏହାର…

ଲାଗୁ ହୋଇପାରେ ହ୍ବାଟ୍ସଆପ୍‌ର ନୂଆ ନିୟମ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌କୁ ତା’ର ନୂଆ ଗୋପନୀୟତା ନୀତି ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ହୋଇଛି। କମ୍ପାନୀ ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଜୁଛି। କମ୍ପାନୀ ଏହି ବିବାଦୀୟ ନୀତି…

ପିଆଜ କୁଇଣ୍ଟାଲ ୪୫ ଶହ ଛୁଇଁଲା

ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଅମଳ ବେଶ୍‌ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ପିଆଜ ବଜାର ଉପରେ…

ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ମେକ ଇନ ଇଣ୍ଡିଆ ଓ ଆମତ୍ ନିର୍ଭର ଭାରତର ପ୍ରଚାର ଓ ପ୍ରସାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?