ବାଣିଜ୍ୟ

ଲକ୍‌ଡାଉନ୍‌କୁ ନେଇ ଆର୍‌ଏଆଇର ଚେତାବନୀ

ମୁମ୍ବାଇ, ୨୨।୪: ସମ୍ପ୍ରତି କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ବିଭିନ୍ନ ରାଜ୍ୟ କଟକଣା ଜାରି କରିଛନ୍ତି। ଏପରି କି କିଛି ରାଜ୍ୟ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। କିନ୍ତୁ ଅର୍ଥନୈତିକ କାର୍ଯ୍ୟକଳାପକୁ ବନ୍ଦ କରାଗଲେ ଏହାଦ୍ୱାରା ବ୍ୟବସାୟ ପ୍ରତିଷ୍ଠାନ ସବୁଦିନ ପାଇଁ…

ଜିଡିପି ଆକଳନ ଖସାଉଛନ୍ତି ଏଜେନ୍ସି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ବିଶ୍ୱର ସଙ୍କଟ ସ୍ଥିତି ଉପୁଜିଛି। ଭାରତ ବଜାର ପାଇଁ ଏହା ପୁଣି ଥରେ ସମସ୍ୟା ଆଣିଛି। ବିଶ୍ୱର ପ୍ରମୁଖ ବ୍ରୋକରେଜ ଫାର୍ମଗୁଡିକ ଭାରତ ବଜାର ଲାଗି ପୂର୍ବରୁ କରିଥିବା ଜିଡିପି ଆକଳନକୁ ବର୍ତ୍ତମାନ ଖସାଉଥିବା ଦେଖାଯାଇଛି।…

ଅନିଶ୍ଚିତତା, ଆଶଙ୍କାରେ ବଜାର

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହର ଏବେ ବଢିଚାଲିଛି। ଦିନକୁ ଦିନ ଅଧିକ ଲୋକ ସଂକ୍ରମଣର ଶିକାର ହେବାରୁ ରାଜ୍ୟସ୍ତରରେ କୋଭିଡ୍‌ କଟକଣା ଜୋରଦାର ହୋଇଛି। କରୋନା ଲକ୍‌ଡାଉନ ଯୋଗୁ କ୍ଷତିଗ୍ରସ୍ତ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଥିଲା। ଚଳିତ ବର୍ଷ ସବୁକିଛି…

ଫ୍ୟୁଚର ରିଟେଲକୁ ୨ ବର୍ଷର ମହଲତ: ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଫ୍ୟୁଚର ରିଟେଲର ଋଣ ରିକାଷ୍ଟ ଯୋଜନାକୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ କମ୍ପାନୀ ଏହାର ଋଣ ପଇଠ ଅବଧିକୁ ୨ ବର୍ଷ ଯାଏ ବଢାଇ ପାରିବ। କର୍ପୋରେଟ ଋଣକୁ ଏକାଥରକେ ପୁନର୍ଗଠନ କରିବା ଲାଗି କେ.ଭି.…

ଆହୁରି ମହଙ୍ଗା ହେବ ସୁନା

ନୂଆଦିଲ୍ଲୀ,୧୮।୪: ଦେଶରେ ବର୍ତ୍ତମାନ କରୋନା ମହାମାରୀର ୨ୟ ଲହର ଜାରି ରହିଛି। ଏହି ସମୟରେ ଦେଶରେ ସୁନା ଓ ରୁପାର ଦର ଲଗାତର ଭାବେ ପରିବର୍ତ୍ତନ ହେଉଛି। ଶନିବାର ସୁନା ୧୭୫ ଟଙ୍କା ବୃଦ୍ଧି ପାଇ ୪୭,୩୫୦ ଟଙ୍କା ରହିଥିବା ଦେଖିବାକୁ…

ଆଞ୍ଚଳିକ ସ୍ତର ଲକ୍‌ଡାଉନ: ସାପ୍ତାହିକ ୯ ହଜାର କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନାର ଦ୍ୱିତୀୟ ଲହର ବଢ଼ିବାରୁ ସ୍ଥିତି ଚ୍ୟାଲେଞ୍ଜିଂ ହୋଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍‌ଡାଉନ ଆରମ୍ଭ ହୋଇଗଲାଣି। ଯଦି ଅଧିକ ରାଜ୍ୟରେ ଲକ୍‌ଡାଉନ ହୁଏ ତେବେ…

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି। ଟିକା ଯୋଗାଣ ଅଭାବରୁ ବଣ୍ଟନରେ ଅସୁବିଧା ଏବଂ ଏହାକୁ ନେଇ ଚାଲିଥିବା ରାଜନୀତି ମହାମାରୀଜନିତ…

ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ବଢ଼ିପାରେ

ନୂଆଦିଲ୍ଲୀ,୧୨।୪: ସରକାର ପେନ୍‌ସନ କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ)କୁ ବଢାଇ ପାରନ୍ତି। ଏ କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪%କୁ ବଢାଇବା ନେଇ ଯୋଜନା ରଖାଯାଇଛି। ପାର୍ଲାମେଣ୍ଟର ପରବର୍ତ୍ତୀ ସେସନରେ ଏ ନେଇ ଏକ ବିଲ୍‌ ଆସିପାରେ ବୋଲି ପ୍ରକ୍ରିୟା ସହ…

୧୨ ଦିନ ହେବ ତୈଳଦର ସ୍ଥିର

ନୂଆଦିଲ୍ଲୀ,୧୨।୪: ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ସରକାରକୁ ବିରୋଧ କରିବା ସହ ଅସନ୍ତୋଷ ଜାହିର କରିଥିଲେ। ଏପରିକି ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟ ଠାରୁ ଦେଶ…

୪ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୧୨।୪: ଦେଶର ୧୦ ସବୁଠାରୁ ଭାଲ୍ୟୁ କମ୍ପାନୀଙ୍କ ମଧ୍ୟରୁ ୪ଟିର ବଜାର ପୁଞ୍ଜୀକରଣ ୧.୧୪ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲ୍‌ଟାନ୍ସି ସର୍ଭିସେସ୍‌ ଏବଂ ଇନ୍‌ଫୋସିସ୍‌ ଆଗରେ ରହିଛି। ଅନ୍ୟ ୨ କମ୍ପାନୀ…

ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ

ନୂଆଦିଲ୍ଲୀ,୧୨।୪: ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ ଲାଗୁ କରୁଥିବା ଆଇଆଇଟି ବମ୍ବେ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।…

ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ ମଧ୍ୟରେ ଯଦି ଆଶିଂକ ଲକଡାଉନ ହୁଏ ଏହା ଦ୍ୱାରା ଉପୟ ଶ୍ରମ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?