ବ୍ୟାଙ୍କ ଉପରେ ପଡ଼ିପାରେ ୨ ହଜାର କୋଟିର ବୋଝ
ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚଠାରୁ ଅଗଷ୍ଟ ଯାଏ ସରକାର ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ଘୋଷଣା କରିଥିଲେ। ଏହି ସମୟରେ କ୍ଷୁଦ୍ର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ଲାଗି ନିକଟରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ…
୧୨୮୫ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୫।୪: ବ୍ୟାଙ୍କଗୁଡିକୁ ପ୍ରାୟ ୧୨୮୫.୪୫ କୋଟି ଟଙ୍କାର ଠକେଇ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ଏହି କମ୍ପାନୀର ଜନୈକ ନିର୍ଦ୍ଦେଶକ ୬୭୮.୮୯ କୋଟି ଟଙ୍କାର…
ରେପୋ ରେଟ୍ ଅପରିବର୍ତ୍ତିତ ରହିପାରେ
ମୁମ୍ବାଇ: ଦେଶ ମଧ୍ୟରେ କୋଭିଡ ସଂକ୍ରମଣ ବଢିଚାଲିଛି। ଏଭଳି ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି ସରକାର ଆର୍ବିଆଇକୁ ନିର୍ଦ୍ଦେଶ ଦେଇଛି। ସୋମବାର ଠାରୁ ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଅନୁଷ୍ଠିତ ହେବାକୁ…
କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର
ନୂଆଦିଲ୍ଲୀ, ୫।୪: ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ରାଜସ୍ଥାନର ତୈଳ ଏବଂ ବାଷ୍ପ ବ୍ଲକରୁ କମ୍ପାନୀ ଲାଭ କରିଥିବା ଉଚ୍ଚ…
ଜିଏସ୍ଟିଦାତାଙ୍କ ଲାଗି ନିୟମ କୋହଳ
ନୂଆଦିଲ୍ଲୀ,୫।୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବ୍ୟବସ୍ଥାରେ ତ୍ରୈମାସିକ ରିଟର୍ନ ଫାଇଲିଂ ଏବଂ ମାସିକ ଟିକସ ପ୍ରଦାନ (କ୍ୟୁଆର୍ଏମ୍ପି) ଯୋଜନାରେ ସରକାର ଟିକସ ଦାତାଙ୍କ ଲାଗି ନିୟମକୁ ପୁଣି କୋହଳ କରିଛନ୍ତି। ଟିକସଦାତାମାନେ ସେମାନଙ୍କ ସାମଗ୍ରୀ ଓ ସେବାର ପରିବହନ ସଂକ୍ରାନ୍ତ…
ଦଶ ହଜାର ନିଯୁକ୍ତି ଦେବ ଟେସ୍ଲା
ନୂଆଦିଲ୍ଲୀ,୫।୪: ବିଶ୍ୱର ପ୍ରମୁଖ କମ୍ପାନୀ ଟେସ୍ଲା ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ। କମ୍ପାନୀର ସିଇଓ ଏଲନ ମସ୍କ ରବିବାର ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଗାମୀ ୨୦୨୨ ମଧ୍ୟରେ ଏଭଳି ନିଯୁକ୍ତି ଦିଆଯିବ। ସବୁଠାରୁ ବଡ…
ବିମାନବନ୍ଦରରୁ ୧.୨ କୋଟିର ସୁନା ଜବତ
ମାଙ୍ଗାଲୁରୁ,୪।୪: କର୍ନାଟକର ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ପ୍ରାୟ ୧.୨ କୋଟି ଟଙ୍କାର ସୁନା ଜବତ ହୋଇଛି। ବିମାନରେ ଆସିଥିବା ୩ଜଣ ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହା ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ଏକକୋଟି ହେବ…
ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ
ଭୁବନେଶ୍ୱର,୪।୪: ବିଆଇପିଏଫ୍ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନରେ ଫିଟରରୁ ୩୨ ଜଣ ଏବଂ ଇଲେକ୍ଟ୍ରିକାଲରୁ ୨୧ ଜଣଙ୍କୁ…
ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ
ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ ଖବରଦାତା…
ସେପ୍ଟେମ୍ବର ୩୦ଯାଏ ବଢ଼ିଲା ଅଟୋ ଡେବିଟ ପେମେଣ୍ଟ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବୁଧବାର ଅଟୋ ଡେବିଟ୍ ପେମେଣ୍ଟ ସୁବିଧାକୁ ପୂର୍ବ ପରି ବଳବତ୍ତର ରଖିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁହେବାକୁ ନୂଆ ନିୟମକୁ କେନ୍ଦ୍ରୀୟ ବ୍ୟାଙ୍କ୍ ବର୍ତ୍ତମାନ କିଛି ମାସ ଲାଗି ରୋକ୍ ଲଗାଇଛନ୍ତି। ଗ୍ରାହକଙ୍କ…
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୦.୫୩ %
ଭୁବନେଶ୍ୱର: ଦେଶର ବିଭିନ୍ନ ବର୍ଗର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୧ ଜାନୁୟାରୀରେ ଏହା ୧୧୮.୨ ପଏଣ୍ଟ ରହିଥିଲା। ଫେବୃୟାରୀରେ ଏହା ୦.୮% ବୃଦ୍ଧି ପାଇ ୧୧୯.୦ ପଏଣ୍ଟରେ ରହିଛି।…
୬୨୭ ପଏଣ୍ଟ ଖସିଲା ସେନ୍ସେକ୍ସ
ମୁମ୍ବାଇ: ବୁଧବାର ଭାରତୀୟ ପୁଞ୍ଜିବଜାର ପୁଣି ଥରେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ୬୨୭ ପଏଣ୍ଟ (୧.୨୫%) ହ୍ରାସ ହେବା ଫଳରେ ଏହା ୪୯,୫୦୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧୫୪…

