Odisha Elections 2024

ଆଜି ଉଦ୍‌ଘାଟନ ହେବ ଏନ୍‌ଏମ୍‌ପି

ନୂଆଦିଲ୍ଲୀ,୨୩।୮: ଦେଶର ବିକାଶରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ଏକ ବୃହତ୍‌ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଗତ ୪ ବର୍ଷ ହେବ ନିର୍ମାଣ କରାଯାଉଥିବା ଉକ୍ତ ପ୍ରକଳ୍ପ ‘ଜାତୀୟ ମୌଦ୍ରିକ ପାଇପଲାଇନ’ (ଏନ୍‌ଏମ୍‌ପି)ର କାର୍ଯ୍ୟ ନିକଟରେ ଶେଷ ହୋଇଛି। ସୋମବାର ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍‌ ସୁନା…

ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା...

ChatGPT ପ୍ରଭାବ? ସରିଲା ପ୍ଲେସମେଣ୍ଟ ସିଜିନ୍, ୭,୦୦୦ ଆଇଆଇଟି ବିଦ୍ୟାର୍ଥୀଙ୍କୁ ଏବେ ମଧ୍ୟ ମିଳିଲାନି ଚାକିରି

ନୂଆଦିଲ୍ଲୀ,୨୩।୫: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେସମେଣ୍ଟ ସିଜିନ୍ ସମାପ୍ତ ହୋଇଥିବାରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ୭,୦୦୦ ରୁ ଅଧିକ ବିଦ୍ୟାର୍ଥୀ ନିଯୁକ୍ତି...

ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି

ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ...

କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

କଟକ,୨୩।୫: ମଣ୍ଟେ କାର୍ଲୋ ଫ୍ୟାଶନ ଲିମିଟେଡ୍‌ (ଏମ୍‌ସିଏଫ୍‌ଏଲ୍‌)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ(ଷ୍ଟୋର) ବୁଧବାର କଟକର ବଜ୍ରକବାଟୀ ରୋଡ୍‌ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି

ଭୁବନେଶ୍ୱର,୨୩।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ(ଏପିବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର...

ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ

ଭୁବନେଶ୍ୱର,୨୩।୫: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ (ଦିବସ) ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପଟିଆସ୍ଥିତ ଏକ ଘରୋଇ...

ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି।...

୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ

ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri