ବାଣିଜ୍ୟ

ଭାରତ-ଶ୍ରୀଲଙ୍କା ଏୟାର ବବଲ ଚୁକ୍ତି

ନୂଆଦିଲ୍ଲୀ,୧୨।୪: ଶ୍ରୀଲଙ୍କା ସହିତ ଭାରତ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଏହା ଦ୍ୱାରା ୨ ଦେଶ ମଧ୍ୟରେ ବର୍ତ୍ତମାନ ସ୍ଥିତିରେ ବିମାନ ଯାତ୍ରୀ ସୁଗମ ହୋଇପାରିବ। ସାର୍କ ଦେଶ ସମୂହଙ୍କ ମଧ୍ୟରେ ଏହା ୬ତମ ହୋଇଥିବା ବେଳେ ଭାରତ ମୋଟ…

ବନ୍ଦରଗୁଡ଼ିକର ମାଲ୍‌ ପରିଚାଳନା ୪.୫୯% ହ୍ରାସ

ନୂଆଦିଲ୍ଲୀ,୧୨।୪: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଦେଶର ୧୨ ପ୍ରମୁଖ ବନ୍ଦର ମାଲ ପରିଚାଳନା ୪.୫୯% ହ୍ରାସ ହୋଇ ୬୭୩ ନିୟୁତ ଟନ୍‌ ରହିଛି। କୋଭିଡ-୧୯ ବନ୍ଦରଗୁଡିକର ମାଲ ପରିବହନକୁ ପ୍ରଭାବିତ କରିଛି ବୋଲି ଇଣ୍ଡିଆନ ପୋର୍ଟ ଆସୋସିଏଏଶନ(ଆଇପିଏ) ପକ୍ଷରୁ କୁହାଯାଇଛି। ୨୦୧୯-୨୦,…

୯୨୯ କୋଟି ଉଠାଇଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୧୨।୪: ଚଳିତ ମାସ ଭାରତୀୟ ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର (ଏଫ୍‌ପିଆଇ)ମାନେ ୯୨୯ କୋଟି ଟଙ୍କା ଉଠାଇଛନ୍ତି। କୋଭିଡ୍‌ ମାମଲା ବଢୁଥିବାରୁ ନିବେଶକମାନେ ଭୟଭୀତ ହୋଇ ଏଭଳି ଉଠାଣ କରିଥିବା ଜଣାପଡିଛି। ଏଫ୍‌ପିଆଇମାନେ ମାର୍ଚ୍ଚରେ ୧୭,୩୦୪ କୋଟି ଟଙ୍କା ନିବେଶ…

ଫାସ୍‌ଟାଗ୍‌ରେ ଆଇସିଆଇସିଆଇ, ଫୋନ୍‌ପେ ଚୁକ୍ତି

ନୂଆଦିଲ୍ଲୀ,୧୧।୪: ଫୋନ୍‌ପେ ଆପ୍‌ରେ ୟୁପିଆଇକୁ ବ୍ୟବହାର ଦ୍ୱାରା ଫାସ୍‌ଟାଗ୍‌ ଜାରି କରାଯିବ। ଏ ନେଇ ଫୋନ୍‌ପେ ଏବଂ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଭଳି ପଦକ୍ଷେପ ଦ୍ୱାରା ଫୋନ୍‌ପେରେ ଥିବା ୨୮୦ ନିୟୁତ ଗ୍ରାହକ ଅତି ସହଜରେ ଫାସ୍‌ଟାଗ୍‌…

ଡିଜିଟାଲ ଓ୍ବାଲେଟରେ ରଖିହେବ ୨ ଲକ୍ଷ

ନୂଆଦିଲ୍ଲୀ,୧୧।୪: ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାର ଠକେଇ ସାମ୍ନାକୁ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ ସହ ସମାଧାନର ବାଟ ଖୋଜୁଛନ୍ତି। ବର୍ତ୍ତମାନ ସମୟରେ ଏପରିକି ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ସରକାରଙ୍କ…

ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ

ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ସେ ସମୟର ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି…

ଦେଶରେ ତେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ ଦେଖାଦେଲା। ଏହାର ପ୍ରଭାବ ସିଧା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ପଡ଼ିଲା ବୋଲି…

ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୦ରେ ଦେଶର ୧୯ ଜଣ ବ୍ୟକ୍ତି ବିଶେଷ ବିଲିୟନେୟାର…

ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ

ନୂଆଦିଲ୍ଲୀ: ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ ଦେଖାଯାଇଛି। ଦେଶ ମଧ୍ୟରେ କରୋନା ମାମଲା ବଢିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୨୦ ମାସ ମଧ୍ୟରେ ଟଙ୍କା ମୂଲ୍ୟରେ ଏହା ସର୍ବାଧିକ ହ୍ରାସ। ଇଣ୍ଟରବ୍ୟାଙ୍କ ଫରେନ…

ଓୟୋ ବ୍ୟାଙ୍କରପ୍ସି ଫାଇଲିଂ କରିନାହିଁ: ରିତେଶ

ନୂଆଦିଲ୍ଲୀ: ଓୟୋ ରୁମ୍ସ ଦେବାଳିଆ ହେବା ଫଳରେ ବ୍ୟାଙ୍କ୍ରପ୍ସି ଫାଇଲିଂ କରିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲ ଟୁଇଟ ଯୋଗେ ସ୍ପଷ୍ଟୀକରଣ ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି, ଓୟୋ ବ୍ୟାଙ୍କ୍ରପ୍ସି ଫାଇଲିଂ…

ଏସି, ଏଲ୍‌ଇଡି ପାଇଁ ପିଏଲ୍‌ଆଇ ସ୍କିମ

ନୂଆଦିଲ୍ଲୀ: ଏୟାର କଣ୍ଡିସନର ଏବଂ ଏଲ୍‌ଇଡି ଲାଇଟ ଭଳି କ୍ଷେତ୍ରରେ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ(ପିଏଲ୍‌ଆଇ) ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି ବଜେଟରେ ୬୨୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

ସେନ୍‌ସେକ୍ସ ୪୬୦ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ: ବୁଧବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିଛି। ରିଜର୍ଭ ବ୍ୟାଙ୍କ ନିଜର ନିଷ୍ପତ୍ତି ଘୋଷଣା କରିବା ପରେ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୪୬୦ ପଏଣ୍ଟ (୦.୯୪%) ବଢିବା ଫଳରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?