ବାଣିଜ୍ୟ

କରୋନା ଲଢ଼େଇରେ ଶିଳ୍ପଜଗତ

ବାଙ୍ଗାଲୋର,୨୯।୪: ଦେଶର ଦ୍ୱିତୀୟ ବୃହତ୍‌ ଜନବହୁଳ ରାଷ୍ଟ୍ର ଭାରତରେ କରୋନା ମହାମାରୀ ବର୍ତ୍ତମାନ ସଙ୍କଟ ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ବର୍ତ୍ତମାନ ବଢ଼ିଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଦେଶର ଶିଳ୍ପ ଜଗତ…

ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି ଜୁନ୍‌ରେ କାମ ବନ୍ଦ କରିବାର ଥିଲା। ହେଲେ ସ୍ଥିତି ବିଗିଡ଼ିବାରୁ ହରିୟାଣା ସ୍ଥିତ ମାନୁଫାକଚରିଂ…

ଅର୍ଥ ବ୍ୟବସ୍ଥା ସୁଧାର ପ୍ରକ୍ରିୟାରେ ବାଧା, ଚିନ୍ତା ବଢ଼ାଉଛି ସଂକ୍ରମଣ

ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମଧ୍ୟ ୨ ସପ୍ତାହ ତଳେ କହିଥିଲା ଯେ, ଭାରତର ଅଭିବୃଦ୍ଧି ୧୨.୫% ଛୁଇଁବ। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ…

ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅକ୍ସିଜେନ ଅଭାବକୁ ପୂରଣ କରିବା ଲାଗି ଦେଶର ଶିଳ୍ପ ଜଗତ ଆଗେଇ…

ଭାରତୀୟଙ୍କ ଯାତ୍ରା ଉପରେ ଜର୍ମାନୀର କଟକଣା

ନୂଆଦିଲ୍ଲୀ,୨୬।୪: କୋଭିଡ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଭାରତୀୟଙ୍କ ଯାତ୍ରା ଉପରେ ଜର୍ମାନୀ ବର୍ତ୍ତମାନ କଟକଣା ଲଗାଇଛି। କେବଳ ଜର୍ମାନୀ ନାଗରିକ ଏବଂ ଜର୍ମାନୀରେ ବାସ କରିବା ଲାଗି ଅନୁମତି ଲାଭ କରିଥିବା ବ୍ୟକ୍ତି ବିଶେଷ ସେହି ଦେଶକୁ ବିମାନ ଯାତ୍ରା…

ବିଭ୍ରାନ୍ତିକର ପୋଷ୍ଟ ହଟାଇବେ ଟୁଇଟର, ଫେସବୁକ

ନୂଆଦିଲ୍ଲୀ,୨୬।୪: ଟୁଇଟର ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ବିଭ୍ରାନ୍ତକର ପୋଷ୍ଟଗୁଡିକୁ ହଟାଇବେ। କେନ୍ଦ୍ର ସରକାର ରବିବାର କମ୍ପାନୀଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଭୂଲ ସୁଚନା ପ୍ରସାର ଏବଂ ମହାମାରୀ ସମୟରେ ଲୋକଙ୍କୁ ଡରାଇବା ଭଳି ପୋଷ୍ଟ ସବୁକୁ…

ରେଲଓ୍ବେର ୧୪୦ ଏମ୍‌ଟି ଅକ୍ସିଜେନ୍‌ ପରିବହନ

ନୂଆଦିଲ୍ଲୀ,୨୬।୪: କରୋନା ମହାମାରୀର ୨ୟ ଲହର ଯୋଗୁ ଦେଶରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଅଚାନକ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଦେଶରେ ଏକ ପ୍ରକାରର ମେଡିକାଲ ସ୍ତରରେ ଅସ୍ଥିରତା ଦେଖାଦେଇଛି। ଗୋଟିଏ ପଟରେ ରୋଗୀ ସଂଖ୍ୟା ବୃଦ୍ଧି…

ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪: ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତି ଅଧିକାର ପାଇଁ ‘ସ୍ବାମିତ୍ୱ’ ଯୋଜନାର…

ରେଖା ମେନନ ପ୍ରଥମ ମହିଳା ନାସ୍‌କମ୍‌ ମୁଖ୍ୟ

ବେଙ୍ଗାଲୁରୁ,୨୫।୪:ଆସେନଞ୍ଚର ଇଣ୍ଡିଆର ଚେୟାରପର୍ସନ ରେଖା ମେନନ ଆଇଟି ଶିଳ୍ପ ସଂଘ ନାସ୍‌କମ୍‌ର ପ୍ରଥମ ମହିଳା ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ ଇନ୍‌ଫୋସିସ୍‌ ସିଓଓ ପ୍ରଭୀନ ରାଓ ଅବସ୍ଥାପିତ ଥିଲେ। ୨୦୨୧-୨୨ ଅବଧି ଲାଗି ମେନନ ଏହି…

ଅତନୁ ଚକ୍ରବର୍ତ୍ତୀ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ

ମୁମ୍ବାଇ,୨୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କପକ୍ଷରୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କ ତାର ବୋର୍ଡ ବୈଠକରେ ଅତନୁଙ୍କ ନାଁ ଚୂଡ଼ାନ୍ତ କରିଥିଲା। ଏହା ପରେ ତାଙ୍କ ନାଁକୁ ରିଜର୍ଭ ବ୍ୟାଙ୍କ…

ଜିଡିପି ଆକଳନ ଖସାଇଲା କେୟାର ରେଟିଂ

ମୁମ୍ବାଇ,୨୨।୪: କରୋନା ପାଇଁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏହାକୁ ଧ୍ୟାନରେ ରଖି କେୟାର ରେଟିଂ ପକ୍ଷରୁ ୨୦୨୧-୨୨ ଲାଗି ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ୧୦.୨% ଖସାଯାଇଛି। ଭାରତ ଏହି ଅବଧିରେ ୧୦.୭ରୁ ୧୦.୯% ହାରରେ ଅଭିବୃଦ୍ଧି…

ସହରାଞ୍ଚଳ ଖାଉଟିଙ୍କ ଆତ୍ମବିଶ୍ୱାସ ପ୍ରଭାବିତ

ନୂଆଦିଲ୍ଲୀ,୨୨।୪: କୋଭିଡ୍‌ ଯୋଗୁ ସାରା ଦେଶର ଖାଉଟିମାନେ ବର୍ତ୍ତମାନ ପ୍ରଭାବିତ ସ୍ତରରେ ରହିଛନ୍ତି। ଏପ୍ରିଲ ମାସରେ ସହରାଞ୍ଚଳ ଖାଉଟିମାନେ ବେଶି ପ୍ରଭାବିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଅବଧିରେ ସହରାଞ୍ଚଳ ଖାଉଟିଙ୍କ ଆତ୍ମବିଶ୍ୱାସ ୧.୧% ପରସେଣ୍ଟେଜ ପଏଣ୍ଟ ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?