ନକଲି ସାମଗ୍ରୀ ନିର୍ମାଣ ଅଭିଯୋଗରେ କମ୍ପାନୀ ସିଲ୍‌

ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍‌ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ ଚଢ଼ାଉ କରାଯାଇଥିଲା। ଉକ୍ତ ଇଣ୍ଡଷ୍ଟ୍ରିଜ୍‌ ଉପରେ ୨୦ତାରିଖରେ ନାଗପୁରର ଲିହିଗାଓଁ, ଭଣ୍ଡାରା ରୋଡ୍‌ର ଏକ ଜଣାଶୁଣା ଟ୍ୟାଙ୍କ୍‌ ଓ ପାଇପ୍‌ ସଂସ୍ଥାର ବ୍ରାଣ୍ଡ୍‌ଗୁଡିକୁ ନକଲି ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏହି ଟିମ୍‌ ସ୍ଥାନୀୟ ଅଧିକାରୀଙ୍କ ସହ ଉକ୍ତ କମ୍ପାନୀ ଉପରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ଉକ୍ତ କମ୍ପାନୀର କର୍ମଚାରୀ ଓ ଅଧିକାରୀମାନେ କମିଶନରଙ୍କୁ ଖରାପ ବ୍ୟବହାର କରିଥିଲେ। ସେହିଭଳି କମ୍ପାନୀ ପରିସର ଭିତରକୁ ପ୍ରବେଶ କରିବା ଏବଂ ଆଇନ ଅନୁଯାୟୀ ତାଙ୍କ କର୍ତ୍ତବ୍ୟ ପରିଚାଳନା କରିବାକୁ ଅନୁମତି ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ...

ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ...

ଜିଡିପି ୫.୮%କୁ ଖସିଲା

ନୂଆଦିଲ୍ଲୀ,୧-୬: ମୋଦି ସରକାର ଶପଥଗ୍ରହଣର ଦ୍ୱିତୀୟ ଦିନରେ ଅର୍ଥନୀତି ଦୃଷ୍ଟିରୁ ଖରାପ ଖବର ଆସିଛି। ଆର୍ଥିକ ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୈମାସରେ ଦେଶର ଆର୍ଥିକ ବିକାଶ(ଜିଡ଼ିପି)...

ଯାତ୍ରୀବାହୀ ଯାନ ରିଟେଲ ବିକ୍ରି ୪% ବଢ଼ିଲା

ନୂଆଦିଲ୍ଲୀ:ନଭେମ୍ବର ମାସରେ ଯାତ୍ରୀବାହି ଯାନର ରିଟେଲ ବିକ୍ରି ୪.୧୭% ବଢିଛି। ଦିଓ୍ବାଲି ଏବଂ ଧନ୍‌ତେରସ୍‌ ଅବସରରେ ଯାନ ପଞ୍ଜୀକରଣରେ ଏଭଳି ଉନ୍ନତି ଆସିଥିବା ଫେଡେରେଶନ ଅଫ୍‌...

ରପ୍ତାନି ୩୬.୪୭% କମିଲା

ନୂଆଦିଲ୍ଲୀ,୧୬।୬: ଭାରତର ରପ୍ତାନି ଲଗାତର ଭାବେ ୩ ମାସ ଲାଗି ହ୍ରାସ ଘଟିଛି। ମେ ମାସରେ ଏହା ୩୬.୪୭% ହ୍ରାସ ହୋଇ ୧୯.୦୫ ବିଲିୟନ ଡଲାର...

ଆତ୍ମ ସନ୍ଦେହ ସ୍ଥିତିରେ ନ ରହୁ ଶିଳ୍ପଜଗତ: ସୀତାରାମନ

ନୂଆଦିଲ୍ଲୀ,୨୧-୧୨: ଦେଶର ଶିଳ୍ପ ଜଗତ ଆତ୍ମ ସନ୍ଦେହ ସ୍ଥିତିରେ ନ ରହି ଏହାଠାରୁ ବାହାରକୁ ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

ଭି-ଗାର୍ଡ ସହାୟତାରେ ସ୍କୁଲ ଗୃହ ନିର୍ମାଣ

ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ନୂତନ ସ୍କୁଲ ଗୃହ ବିଲ୍‌ଡିଂ ଫୁଲନଖରାସ୍ଥିତ ଲାଲବାହାଦୁର ସରକାରୀ ହାଇସ୍କୁଲ ପରିସରରେ ଶୁଭାରମ୍ଭ ହୋଇଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ...

ଭାରତରେ ନୂଆ ନିବେଶ କରିବ ନାହିଁ ଆଲିବାବା

  ନୂଆଦିଲ୍ଲୀ,୨୮।୮: ଚାଇନାର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଲିବାବା ଗ୍ରୁପ ବର୍ତ୍ତମାନ ସମୟରେ ଭାରତ ବଜାର ଓ କମ୍ପାନୀମାନଙ୍କ ସହ ନୂଆ ପୁଞ୍ଜିନିବେଶ କରିବା ନେଇ...

Advertisement
Archives

Model This Week