ନକଲି ସାମଗ୍ରୀ ନିର୍ମାଣ ଅଭିଯୋଗରେ କମ୍ପାନୀ ସିଲ୍‌

ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍‌ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ ଚଢ଼ାଉ କରାଯାଇଥିଲା। ଉକ୍ତ ଇଣ୍ଡଷ୍ଟ୍ରିଜ୍‌ ଉପରେ ୨୦ତାରିଖରେ ନାଗପୁରର ଲିହିଗାଓଁ, ଭଣ୍ଡାରା ରୋଡ୍‌ର ଏକ ଜଣାଶୁଣା ଟ୍ୟାଙ୍କ୍‌ ଓ ପାଇପ୍‌ ସଂସ୍ଥାର ବ୍ରାଣ୍ଡ୍‌ଗୁଡିକୁ ନକଲି ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏହି ଟିମ୍‌ ସ୍ଥାନୀୟ ଅଧିକାରୀଙ୍କ ସହ ଉକ୍ତ କମ୍ପାନୀ ଉପରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ଉକ୍ତ କମ୍ପାନୀର କର୍ମଚାରୀ ଓ ଅଧିକାରୀମାନେ କମିଶନରଙ୍କୁ ଖରାପ ବ୍ୟବହାର କରିଥିଲେ। ସେହିଭଳି କମ୍ପାନୀ ପରିସର ଭିତରକୁ ପ୍ରବେଶ କରିବା ଏବଂ ଆଇନ ଅନୁଯାୟୀ ତାଙ୍କ କର୍ତ୍ତବ୍ୟ ପରିଚାଳନା କରିବାକୁ ଅନୁମତି ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୭ରୁ ୩ ଦିନିଆ ଜିଏମ୍‌ଆଇଏସ୍‌

ଭୁବନେଶ୍ୱର,୬।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଏକ ୩ ଦିନିଆ ଗ୍ଲୋବାଲ ମାରିଟାଇମ୍‌ ଇଣ୍ଡିଆ ସମିଟ୍‌ (ଜିଏମ୍‌ଆଇଏସ୍‌)-୨୦୨୩ ନୂଆଦିଲ୍ଲୀର ଆଇଟିପିଓ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ହେବ।...

ସଫଳ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୫ା୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲରେ ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷହୋଇଛି। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ୍ରି...

ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅନ୍‌ଲାଇନ

ଭୁବନେଶ୍ୱର,୨୪।୪: ତନିସ୍କ ପକ୍ଷରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅନ୍‌ଲାଇନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ଅଫର ୨୭ ଏପ୍ରିଲ ଯାଏ ଏହାର...

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ...

ନୋକିଆର ୪୨ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୫: ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ନୋକିଆର ୪୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଏମାନେ ଶ୍ରୀପେରୁମ୍‌ବୁଡୁର ତାମିଲନାଡୁ ୟୁନିଟ୍‌ରୁ କାମ କରୁଥିଲେ। ଏହି...

ସତେଜ କାରବାର ପୁଣି ଫେରିଛି

ବ୍ୟବସାୟ ପ୍ରବହମାନ ଜଳ ସଦୃଶ। ନଦୀରେ ପାଣି କମ୍‌ ବେଶି ହେବା ଭଳି ବ୍ୟବସାୟ ମଧ୍ୟ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଥାଏ।...

ଟାଟା ମୋଟର୍ସର ଆର୍‌ଭିଏସ୍‌ଏଫ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସ୍ବତନ୍ତ୍ର ଅଭିଯାନ ରିସାଇକେଲ ଓ୍ବିଥ୍‌ ରେସ୍ପେକ୍ଟ (ଆର୍‌ଇ.ଡବ୍ଲ୍ୟୁଆଇ.ଆର୍‌ଇ) ବା ସମ୍ମାନର ସହ ପୁନଃଚକ୍ରଣର ଶୁଭାରମ୍ଭ ହୋଇଯାଇଛି।...

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ...

Advertisement
Archives

Model This Week