ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍…
ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ତେବେ ଆମେରିକା ତୈଳ ରଣନୀତି ବିଫଳ ହୋଇଛି। ତୈଳ ଉତ୍ପାଦନ ହ୍ରାସ...
ମୁଡିଜ୍ର ଝଟ୍କାରେ ପାକିସ୍ତାନ ଅର୍ଥନୀତିରେ ଭୂକମ୍ପ…
ଇସଲାମାବାଦ,୮।୧୦ : ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଏହାର କ୍ରେଡିଟ ରେଟିଂକୁ ହ୍ରାସ କରି ପାକିସ୍ତାନର ସମସ୍ୟାକୁ ସଙ୍କଟ ଜନକ କରିଛି। ଫଳରେ ପାକିସ୍ତାନର ଅର୍ଥନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ମୁଡିଜ୍ ପାକିସ୍ତାନର ସୋଭରେନ୍ କ୍ରେଡିଟ ରେଟିଂକୁ ବି-୩ ରୁ ସିଏଏ-୧...
ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ
ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ ସେଲିବ୍ରିଟ ଓ ଅନ୍ୟମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ। ବିଶେଷକରି ଫାୟାର ଏଗେନ ଏବଂ...
ହିରୋର ଇଭି ସ୍କୁଟର ଉନ୍ମୋଚିତ
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଶୁକ୍ରବାର ତା’ର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଭିଡା ଭି୧ର ଉନ୍ମୋଚନ...
ସେପ୍ଟେମ୍ବରରେ ସୋନାଲିକାର ୨୬.୨% ଅଭିବୃଦ୍ଧି
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍ ସୋନାଲିକା ଟ୍ରାକ୍ଟର୍ସ ଚଳିତ ପାର୍ବଣ ଋତୁରେ ରେକର୍ଡ ବିକ୍ରି ହାସଲ କରିଛି। ଏପରିକି କମ୍ପାନୀ ଗତ ସେପ୍ଟେମ୍ବର ମାସରେ ୧୮,୬୧୯ ଟ୍ରାକ୍ଟର ବିକ୍ରି କରିବା ସହ ୧୫% ବଜାର ଅଂଶ ହାସଲ...
ଫ୍ରିଡମ୍ ଅଏଲକୁ ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଖାଇବାତେଲ ବ୍ରାଣ୍ଡ୍ ଫ୍ରିଡମ୍କୁ ‘ଗ୍ଲୋବଏଲ ଡାଇମଣ୍ଡ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଭାରତର ସବୁଠାରୁ ଅଧିକ ସନ୍ଫ୍ଲାୱାର ଖାଇବାତେଲ ଆମଦାନୀ କରୁଥିବା କମ୍ପାନୀ ଭାବେ ଫ୍ରିଡମ୍କୁ ଏଭଳି ଏକ ସମ୍ମାନଜନକ ପୁରସ୍କାର ଲାଭ କରିପାରିଛି।...
୬୫ ହଜାର କୋଟି ନିବେଶ କରିବେ ଆଦାନୀ
ନୂଆଦିଲ୍ଲୀ,୮।୧୦: ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ରାଜସ୍ଥାନରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୬୫,୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ଇନ୍ଭେଷ୍ଟ ରାଜସ୍ଥାନ-୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୌତମ କହିଛନ୍ତି,...
ୟୁବିଓଆଇ ପକ୍ଷରୁ ସାଇବର ସୁରକ୍ଷା ମାସ
ନୂଆଦିଲ୍ଲୀ,୮।୧୦: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ପକ୍ଷରୁ ନିକଟରେ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷିତ ସାଇବର ସଂସ୍କୃତିକୁ...
ଆମାଜନ.ଇନ୍ରେ ଗ୍ରାହକଙ୍କ ଚାହିଦା ବୃଦ୍ଧି
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ.ଇନ୍ରେ ‘ଆମାଜନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ (ଏଜିଆଇଏଫ୍)-୨୦୨୨’ ବର୍ତ୍ତମାନ ସକ୍ରିୟ ରହିଛି। ଏଥିରେ ବିଭିନ୍ନ ବର୍ଗରେ ବ୍ୟାପକ ଶ୍ରେଣୀୟ ଉତ୍ପାଦ ରହିଛି। ଏହା ମାଧ୍ୟମରେ କମ୍ପାନୀ ସାରା ଦେଶରେ ରହିଥିବା ଏହାର କୋଟି...
ଭାରତରେ ହୋଣ୍ଡା ସିଟିର ୨୫ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ଅଗ୍ରଣୀ ମଡେଲ ହୋଣ୍ଡା ସିଟି ଭାରତ ବଜାରରେ ସଫଳତାର ସହ ୨୫ବର୍ଷ ପୂରଣ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ୨୫ ବର୍ଷର ପୂର୍ତ୍ତି...
କଟକରେ ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଷ୍ଟୋର
କଟକ,୮ା୧୦ଚଳିତ ବର୍ଷର ପାର୍ବଣ ଅବସରରେ ଚାନ୍ଦି ଭଣ୍ଡାର ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର କଟକ ସହର(କଟକ)ରେ ଶୁଭାରମ୍ଭ କରାଯାଇଛି। ବିଶେଷକରି କଟକବାସୀଙ୍କ ପାଇଁ ଆମର ଆକର୍ଷଣୀୟ ଏବଂ ମନଲୋଭା ଡିଜାଇନର ସମ୍ଭାରକୁ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଆଣିଥିବାରୁ...
‘ଇ-ମୁଦ୍ରା’ ପ୍ରଚଳନ କରିବ ଆର୍ବିଆଇ
ନୂଆଦିଲ୍ଲୀ,୮।୧୦: ଭାରତରେ ଖୁବ୍ଶୀଘ୍ର ଡିଜିଟାଲ କରେନ୍ସି ବା ଇ-ରୁପିର ଶୁଭାରମ୍ଭ (ବ୍ୟବହାର) ହେବାକୁ ଯାଉଛି। ଏ ନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଖୁବ୍ଶୀଘ୍ର ଭାରତରେ ଡିଜିଟାଲ ଟଙ୍କା...
Archives


