ବାଣିଜ୍ୟ

ଓଡ଼ିଶା ବଜାରରେ ପ୍ରବେଶ କରିବ ବର୍ଗର ସିଂ

ଭୁବନେଶ୍ୱର,୧୭।୨:ଦେଶର ପ୍ରମୁଖ ଫୁଡ୍‌ ପ୍ଲାଟ୍‌ଫର୍ମ ତଥା ଭାରତ ନିର୍ମିତ ବର୍ଗର ଚେନ୍‌ ‘ବର୍ଗର ସିଂ’ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ପ୍ରବେଶ କରିବାକୁ ଯାଉଛି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଭଳି ୮ଟି ପ୍ରମୁଖ ସହରରେ ତା’ର ନୂଆ…

‘ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ’

ଭୁବନେଶ୍ୱର,୧୭।୨:କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ‘ପିଏମ୍‌ ଗତିଶକ୍ତି ଓ ଜାତୀୟ ଲଜିଷ୍ଟିକ୍ସ ନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ପୂର୍ବ ଜୋନ୍‌ ସମ୍ମିଳନୀ ସ୍ଥାନୀୟ ଜୟଦେବ ନିକଟସ୍ଥ ଏକ ହୋଟେଲ ପରିସରରେ ଆୟୋଜିତ ହୋଇଯାଇଛି। ବିଶେଷ କରି ଭାରତ ସରକାର ଅଧୀନରେ ଥିବା…

‘ଡିଜିଟାଲ ସାକ୍ଷରତା ମହିଳା ସଶକ୍ତୀକରଣର ମୂଳମନ୍ତ୍ର’

ଭୁବନେଶ୍ୱର,୧୬।୨: ଓଡ଼ିଶା ରାଜ୍ୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅନୁଷ୍ଠାନ (ଓସାଫି) ପକ୍ଷରୁ ବୁଧବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲ ପରିସରରେ ୪ର୍ଥ ରାଜ୍ୟସ୍ତରୀୟ ଓଡ଼ିଶା ଆର୍ଥିକ ଅନ୍ତର୍ଭୁକ୍ତୀକରଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ…

ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ଅନାବରଣ

କଟକ,୧୬।୨:ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ ଜ୍ଞାନକୌଶଳକୁ ପରିବର୍ଦ୍ଧିତ କରିବା ଲାଗି କମ୍ପାନୀ ତା’ର ନୂଆ ୧୧୦ ସିସି ଜୁମ୍‌ ସ୍କୁଟରର…

ଏସ୍‌ବିଆଇ ଏଫ୍‌ଡି ଉପରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ବୁଧବାର ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇ ତା’ର ଏଫ୍‌ଡି ଉପରେ ୨୫ ବେସିସ୍‌ ପଏଣ୍ଟ ବଢ଼ାଇଥିବା ଜଣାପଡ଼ିଛି। ଏସ୍‌ବିଆଇ ୨ କୋଟି ଟଙ୍କା ପର୍ଯ୍ୟନ୍ତ…

୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ଘରୋଇ ଇନ୍‌ସ୍ୟୁରଟେକ୍‌ ଇନ୍‌ସ୍ୟୁରାନ୍ସ ଦେଖୋ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ପ୍ରାୟ ୩୫୦୦ କୋଟିର ବାର୍ଷିକ ପ୍ରିମିୟମ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି। ଏପରିକି କମ୍ପାନୀ ଇକ୍ୟୁଟି ଓ ଋଣର ମିଶ୍ରଣକୁ ନେଇ ସିରିଜ ଏ…

ଶ୍ରେଷ୍ଠ ୫୦ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌

ନୂଆଦିଲ୍ଲୀ,୧୬।୨: ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌କୁ କ୍ରମାଗତ ୬ଷ୍ଠ ଥର ପାଇଁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି।…

ହାୟରର ନୂତନ କିନୋଚି ୫ଷ୍ଟାର ଏସି

ନୂଆଦିଲ୍ଲୀ,୧୬।୨: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ହାୟରର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡର ନ୍ୟୁ କିନୋଚି ୫ ଷ୍ଟାର ହେଭି-ଡ୍ୟୁଟି ପ୍ରୋ ଏୟାର କଣ୍ଡିସନର ସିରିଜ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନୋଚି…

ହ୍ରାସ ହୋଇପାରେ ତୈଳ ଦର

ନୂଆଦିଲ୍ଲୀ,୧୬।୨: ବିଗତ ୯ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ଏପରିକି ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ତେଲ ଦର କମିଥିବା ବେଳେ ଭାରତ ବଜାରରେ ତୈଳ ଦର ସ୍ଥିର ରହିବାକୁ ନେଇ…

ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ୍‌’କୁ ବନ୍ଦ କଲା ଜିଓ ମାର୍ଟ

ନୂଆଦିଲ୍ଲୀ,୧୫: ରିଲାଏନ୍ସ ରିଟେଲର ଏକ ନିଷ୍ପତ୍ତି ଜିଓ ମାର୍ଟର ଗ୍ରାହକଙ୍କୁ ଚକିତ କରିଛି। ଜିଓ ମାର୍ଟ ଏହାର ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’କୁ ବନ୍ଦ କରିବାକୁ ଘୋଷଣା କରିଛି। ଏହି ଆପ୍‌ ମାଧ୍ୟମରେ ତୁରନ୍ତ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏହା…

ଏସ୍‌ବିଆଇ ଋଣ ହେଲା ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଇଏମ୍‌ଆଇ

ନୂଆଦିଲ୍ଲୀ,୧୫।୨: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଋଣକୁ ମହଙ୍ଗା କରିଛି। ଆର୍‌ବିଆଇ ଦ୍ୱାରା ରେପୋ ରେଟ୍‌ ବୃଦ୍ଧି କରାଯିବା ପରେ ଏସ୍‌ବିଆଇ ଏହାର ସମସ୍ତ ପ୍ରକାର ମାନଦଣ୍ଡ ହାରକୁ ୦.୧୦% ବୃଦ୍ଧି କରିଛି। ବ୍ୟାଙ୍କର ଏହି…

ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ବଜାର ପ୍ରବେଶ

ଭଦ୍ରକ ଅଫିସ, ୧୫।୨: ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ ଜ୍ଞାନକୌଶଳକୁ ପରିବର୍ଦ୍ଧିତ କରିବା ଲାଗି କମ୍ପାନୀ ତା’ର ନୂଆ ୧୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?