ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ
ନୂଆଦିଲ୍ଲୀ,୧।୧୨: ସାଉଥ ଏସିଆ ଅଫ୍ ଗ୍ରୁପ୍-ଏମ୍ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ…
ନରଓ୍ବେ ରାଷ୍ଟ୍ରଦୂତଙ୍କ ସହ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ସାକ୍ଷାତ
ଭୁବନେଶ୍ୱର,୧।୧୨: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୨ର ୩ୟ ସଂସ୍କରଣର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଉକ୍ତ କନ୍କ୍ଲେଭରେ ଯୋଗଦେବାକୁ ଆସିଥିବା ନରଓ୍ବେର ରାଷ୍ଟ୍ରଦୂତଙ୍କ ସହ ଓଡ଼ିଶାର ଖଣି ଓ ଇସ୍ପାତ ଏବଂ ପୂର୍ତ୍ତି…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧।୧୨: ଭାରତୀୟ ଷ୍ଟକ୍ ବଜାରର ଫଳାଫଳ କ୍ରମାଗତ ଭାବେ ଭଲ ରହିବା ସାଙ୍ଗକୁ ନିବେଶ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଶେୟାର ବଜାରରେ ନିବେଶ କରୁଥିବା ନିବେଶକମାନେ ବେଶ୍ ଉତ୍ସାହିତ ରହିଛନ୍ତି। ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସର କାରବାର ଫଳାଫଳ…
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍ଘାଟନ କରିଛନ୍ତି। ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍କ୍ଲେଭକୁ ଏକ ସ୍ବତନ୍ତ୍ର ଗାଡ଼ିରେ ମୁଖ୍ୟମନ୍ତ୍ରୀ ବୁଲି ଦେଖୁଛନ୍ତି। ଏହି ୫ ଦିନିଆ ମେଗା ବିଜ୍ନେସ ସମିଟ୍ରେ ମେଟାଲ,…
ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର
ଭୁବନେଶ୍ୱର,୩୦।୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ସବୁ ବର୍ଗର ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ଏଭଳି କିଛି ଅଭାବ ଓ ଆବଶ୍ୟକତାକୁ ନଜରରେ ରଖି ସ୍ଥାନୀୟ ବାପୁଜୀନଗରଠାରେ ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି…
ଡିସିବିଏଲ୍-ଏଲ୍ଭିପିଇଆଇର ରାଜିନାମା
ଭୁବନେଶ୍ୱର,୩୦।୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ (ଡିସିବିଏଲ୍) ଓ ଏଲ୍. ଭି. ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା…
ମାରୁତି ସୁଜୁକିର ନୂଆ ‘ଇକୋ’ର ବଜାର ପ୍ରବେଶ
ନୂଆଦିଲ୍ଲୀ,୩୦।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ଇକୋର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଯାଇଛି। ଏହା ନୂତନ ଓ ଶକ୍ତିଶାଳୀ ଇଞ୍ଜିନ ସହିତ ଉନ୍ନତ ଇନ୍ଧନ ଦକ୍ଷତା ପ୍ରଦାନ କରୁଛି। ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଭ୍ୟାନ ମାରୁତି…
ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ-ଭିସ୍ତାରାର ବିଲୟ, ଟାଟା ସନ୍ସ୍-ସିଙ୍ଗାପୁର ଏୟାର ଲାଇନ୍ସର ନିଷ୍ପତ୍ତି…
ନୂଆଦିଲ୍ଲୀ,୨୯।୧୧ : ଟାଟା ସନ୍ସ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ବିଲୟ କରାଯିବ। ଏଥିରେ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ…
ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…
ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ…
ଡିସେମ୍ବର ୧ରୁ ମହଙ୍ଗା ହେବ ‘ହିରୋ’ର ଗାଡ଼ି
ନୂଆଦିଲ୍ଲୀ,୨୯।୧୧: ଭାରତର ବୃହତ୍ତମ ଦୁଇ ଚକିଆ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ଏହାର ଦୁଇ ଚକିଆ ଯାନର ମୂଲ୍ୟକୁ ୧,୫୦୦ ଟଙ୍କା ବୃଦ୍ଧି କରିବାକୁ…
ଫୁଡ ଡେଲିଭରି ପରେ ଭାରତରେ ଏହି ସେବା ବନ୍ଦ କରିବ ଆମାଜନ
ନୂଆଦିଲ୍ଲୀ,୨୯।୧୧: ଦୁନିଆର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତରେ ନିଜର ଡିଷ୍ଟ୍ରିବ୍ୟଶନ୍ ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫୁଡ ଡେଲିଭରି ଓ ଶିକ୍ଷା ସେବା ବନ୍ଦ…
‘ନୁଭୋନିର୍ମାଣ’ ଆପ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୯।୧୧:ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍ କର୍ପୋରେଶନ ଲିମିଟେଡ୍ ପକ୍ଷରୁ ‘ନୁଭୋନିର୍ମାଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ହେଉଛି ପ୍ରଥମ ଡାଇରେକ୍ଟ-ଟୁ-କଷ୍ଟମର ହୋମ୍ ଆସିଷ୍ଟ ଆପ୍। ବିଶେଷକରି ଏହା ଏକ ଅଲ୍-ଇନ୍-ୱାନ୍ ଡିଜିଟାଲ ପ୍ଲାଟ୍ଫର୍ମ, ଯାହା ସର୍ବନିମ୍ନ ନିର୍ମାଣ…
Archives


