ଭୁବନେଶ୍ୱର,୧୩।୭: ପେଟ୍ରୋଲ ଦରରେ ୧୫ ଦିନ ହେବ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ଦୁଇ ଦିନ ହେବ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଡିଜେଲ ଲିଟର ପିଛା ୧୧ ପଇସା ବଢିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ...
ନୂଆଦିଲ୍ଲୀ,୧୩।୭: ବର୍ତ୍ତମାନ ସାଇବାର ଅପରାଧ ମାମଲା ବଢି ଚାଲିଛି। ହ୍ୟାକର ମାନେ ବିଭିନ୍ନ ଆପ୍ଲିକେଶନ ଦ୍ୱାରା ଲୋକଙ୍କୁ ଆର୍ଥତ୍କ ଠକେଇ କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଗୁଗଲ ଏହାର ପ୍ଲେ ଷ୍ଟୋରୁ ୧୧ ମୋବାଇଲ ଆପ୍କୁ ହଟାଇଛି। ଏହି...
ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା ବୃଦ୍ଧି, ଇନଷ୍ଟଲେସନ/ଷ୍ଟେସନଗୁଡ଼ିକୁ ଗ୍ରୀନ ସାର୍ଟିଫିକେସନ କରାଯିବ। ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବ...
Archives
Model This Week
ପିଲାଙ୍କ ଧରିତ୍ରୀ