ବାଣିଜ୍ୟ

ସୁଶାନ୍ତ ପଣ୍ଡା ଓଆଇଏର ନୂତନ ସଭାପତି

କଟକ,୨୨।୨: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଆଇଏ)ର ନୂତନ ସଭାପତି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏପରିକି ଆଗାମୀ ୨ବର୍ଷ ପାଇଁ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଓଆଇଏ ପକ୍ଷରୁ କୁହାଯାଇଛି।…

‘ସ୍ବଚ୍ଛତା ରହିଲେ ବିଶ୍ୱାସ ବଢ଼ିବ’

ଓଡ଼ିଶା ଆଡଭର୍ଟାଇଜିଂ ମାର୍କେଟରେ ୨୦୦୧ରୁ ‘ଏକ୍ସପୋଜ୍‌’ ଆଡଭର୍ଟାଇଜିଂ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ୪ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଉକ୍ତ ଏଜେନ୍ସି ବର୍ତ୍ତମାନ ୩୫ରେ ପହଞ୍ଚତ୍ଛି। ସେହିଭଳି ସାରା ଓଡ଼ିଶାରେ ସଂସ୍ଥାର ଦୃଢ଼ ଉପସ୍ଥିତି ରହିଥିବା ଜଣାପଡ଼ିଛି। ବିଶେଷକରି…

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର ଦ୍ରୁତ, ଅନ୍ତର୍ଭୂକ୍ତ ଏବଂ ସବୁଜ ଅଭିବୃଦ୍ଧିର ଆକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା ପାଞ୍ଚ…

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ ଅଧିକ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରୁ ବାହାରୁଥିବା ଟଙ୍କା ପଠାଯାଇଥିବା (ରିମିଟାନ୍ସ)…

ସୋନିର ନୂତନ କ୍ୟାମେରା ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୨: ସୋନି ଇଣ୍ଡିଆର ନୂତନ କ୍ୟାମେରା ‘ଏଫ୍‌ଏକ୍ସ୩୦’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂତନ କ୍ୟାମେରା ଏଫ୍‌ଏକ୍ସ୩୦ ଏକ ୪କେ ସୁପର ୩୫କମ୍ପେକ୍ଟ କ୍ୟାମେରା ଭାବେ ଜଣାଶୁଣା, ଯାହା ସିନେମା ଲାଇନର ଅନେକ ବୃତ୍ତିଗତ ବୈଶିଷ୍ଟ୍ୟ ପ୍ରଦାନ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୧।୨: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଦରବୃଦ୍ଧି ଯୋଗୁ ଭାରତୀୟ ଶେୟାର ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୧ମ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର…

ସୁବ୍ରମଣ୍ୟମ୍‌ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଭିଆର୍‌ ସୁବ୍ରମଣ୍ୟମଙ୍କୁ ସୋମବାର କେନ୍ଦ୍ର ସରକାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛନ୍ତି। ବିଶେଷକରି ଛତିଶଗଡ଼ କ୍ୟାଡରର ୧୯୮୭ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ସୁବ୍ରମଣ୍ୟମ୍‌ ଗତ…

ଲାଲ୍‌ଚାନ୍ଦରେ ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’

ଭୁବନେଶ୍ୱର,୨୧।୨: ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ବିବାହ ଋତୁ ସ୍ବତନ୍ତ୍ର ଅଫର ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହ ଋତୁରେ ସବୁବର୍ଗର ଗ୍ରାହକଙ୍କ ପାଇଁ ଲାଲଚାନ୍ଦ ଏଭଳି ଏକ ଆକର୍ଷଣୀୟ ଅଫର ଆଣିଥିବା…

ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ

ଭୁବନେଶ୍ୱର,୨୧।୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ ମିଳିଥିବା ଜଣାପଡିଛି। ବିଶେଷକରି ଗତବର୍ଷ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଜୀ-ସାର୍ଥକ ପକ୍ଷରୁ ଏକ ଅଭିନବ…

ଉବରକୁ ୨୫୦୦୦ଇଭି କାର୍‌ ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୧।୨: ଦେଶର ସର୍ବବୃହତ୍‌ ବୈଦ୍ୟୁତିକ ଯାତ୍ରୀବାହୀ ଯାନ ନିର୍ମାତା ଟାଟା ମୋଟର୍ସ ଏବଂ ରାଇଡ୍‌ ଶେୟାରିଂ ପ୍ଲାଟଫର୍ମ କମ୍ପାନୀ ଉବର ସହ ସୋମବାର ଏକ ବାଣିଜି୍ୟକ ରାଜିନାମା ହୋଇଥିବା ଜଣାପଡିଛି। ଉକ୍ତ ରାଜିନାମା ଅନୁସାରେ ଟାଟା ମୋଟର୍ସ ଉବରକୁ ୨୫୦୦୦ ବୈଦ୍ୟୁତିକ…

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ ଆୟର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ବେଦାନ୍ତ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସଚେତନତା ଅଭିଯାନ

ଭୁବନେଶ୍ୱର, ୨୦।୨: ବେଦାନ୍ତ ଆଲୁମିନିୟମ୍‌ର ଓଡ଼ିଶା ୟୁନିଟ ପକ୍ଷରୁ ନିକଟରେ ଏକ ମେଗା ସ୍ବାସ୍ଥ୍ୟ ସଚେତନତା ସୁନ୍ଦରଗଡ଼ଠାରେ ଶୁଭାରମ୍ଭ କରାଯାଇଥିଲା। ଏପରିକି କମ୍ପାନୀ ଗତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଚଳାଇଛି। ବିଶେଷ କରି ଉକ୍ତ ଅଞ୍ଚଳର କିଶୋରୀ ବାଳିକାମାନଙ୍କ ମଧ୍ୟରେ ମାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?