ବାଣିଜ୍ୟ

ସୋନାଲିକାର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨୦।୨: ସୋନାଲିକା ଟ୍ରାକ୍ଟର୍ସର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ନିକଟରେ ଆୟୋଜିତ କୃଷି ଓଡ଼ିଶା ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ବ୍ରାଣ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଟେକ୍ନୋଲୋଜିରେ ସୁସଜ୍ଜିତ ଟ୍ରାକ୍ଟରଗୁଡ଼ିକର ବଜାର ପ୍ରବେଶ ହୋଇଥିବା ଜଣାପଡ଼ିଛି। ଏପରି କି…

ବରଗଡ଼ରେ ତନିଷ୍କର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର/ବରଗଡ଼ ଅଫିସ୍‌,୨୦।୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଟାନ ତନିଷ୍କର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ବିଶେଷ କରି ରବିବାର ବରଗଡ଼ ସହରର ଭଟଲି ଛକ ଠାରେ ତନିଷ୍କର ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ରାଜ୍ୟର ୧୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ

ଭୁବନେଶ୍ୱର, ୨୦।୨: ଭାରତୀ ଏୟାରଟେଲ ପକ୍ଷରୁ ଓଡ଼ିଶାର ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଏବଂ ବରଗଡ ଭଳି ସହରରେ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୋଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଭଳି…

ଦୁର୍ବଳତାରୁ ଆରମ୍ଭ ହୋଇଥିଲା ବ୍ୟବସାୟ

ପିଲାଟି ଦିନରୁ ଗାଡ଼ି ପ୍ରତି ଦୁର୍ବଳତା ରହିଥିଲା। ଏପରି କି ବଡ଼ ହେଲା ପରେ ମଧ୍ୟ ଗାଡ଼ି ସହ ଏକ ପ୍ରକାର ମାନସିକ ଭାବନା ଯୋଡ଼ି ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଗାଁ ଚାଷଜମିରେ ଚାଲୁଥିବା ଗାଡ଼ି ଘରେ ଥିବା ଗାଡ଼ିଗୁଡ଼ିକଠାରୁ ଭିନ୍ନ…

ପାୱାରଗ୍ରୀଡ୍‌କୁ ସିଏସ୍‌ଆର୍‌ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯।୨: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ମହାରତ୍ନ ସିପିଏସ୍‌ୟୁ ସଂସ୍ଥା ପାୱାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌କୁ ଆଉ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ…

ଶହୀଦନଗର ମାଲାବାରରେ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’

ଭୁବନେଶ୍ୱର,୧୯।୨: ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୧୦ ଦିନିଆ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଷ୍ଟୋରର ବରିଷ୍ଠ ଅଧିକାରୀ ଅସ୍‌ନାଫଙ୍କ ସମେତ ମ୍ୟାନେଜମେଣ୍ଟ ଷ୍ଟାଫ୍‌ ଓ ଗ୍ରାହକମାନଙ୍କ ଉପସ୍ଥିତିରେ ଫେଷ୍ଟିଭାଲର…

ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୯।୨: ବର୍ତ୍ତମାନର ଭୌଗୋଳିକ ପରିସ୍ଥିତି ମଧ୍ୟରେ ବିଶ୍ୱ ଅର୍ଥନୀତି ଏକ ପ୍ରକାର ଅସ୍ଥିର ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ନିରନ୍ତର ଭାବେ ମଜଭୁତ ଦିଗରେ ଅଗ୍ରସର ହେଉଛି ବୋଲି ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ କୁହାଯାଇଛି। ଏପରିକି ସଂସ୍ଥାର…

ସମ୍ପର୍କରୁ ମିଳିଛି ଲୋକପ୍ରିୟତା

ଛୋଟ ଏକ ଗାଁ ଆଉ ଛୋଟିଆ ଆଶା ଧରି ମେଧାବୀ ଛାତ୍ର ଜଣକ (ଇଞ୍ଜିନିୟରିଂ ଶିକ୍ଷା ଶେଷ ବର୍ଷ) ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଏପରିକି ବ୍ୟବସାୟରେ ପାଦଦେବା ସହ ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ଜଣେ…

ରାଜ୍ୟଙ୍କ ପାଇଁ ୫ ବର୍ଷର ଜିଏସଟି କ୍ଷତିପୂରଣ, ପେନସିଲ ଶାର୍ପନର ଉପରେ ଜିଏସଟି କମି ୧୨ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୧୮।୨ : ଦ୍ରବ୍ୟ ଏବଂ ସେବା କର(ଜିଏସଟି)ର ୪୯ତମ ବୈଠକ ଶନିବାର ନୂଆଦିଲ୍ଲୀରେ ସମାପ୍ତ ହୋଇଛି। ଏହି ଜିଏସ୍‌ଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆପିଲ…

ସୋନିର ନୂତନ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୮ା୨: ସୋନିର ନୂତନ ମଡେଲ ‘ଏନ୍‌ଡବ୍ଲ୍ୟୁ-ଏ୩୦୬ ୱାକ୍‌ମ୍ୟାନ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସୋନି ୱାକ୍‌ମ୍ୟାନ୍‌ ଏନ୍‌ଡବ୍ଲ୍ୟୁ-ଏ୩୦୬ ଏକ ଷ୍ଟାଇଲିଶ୍‌, କମ୍ପ୍ୟାକ୍ଟ ମ୍ୟୁଜିକ୍‌ ପ୍ଲେୟର ଭାବେ ପରିଗଣିତ ହେଉଛି। ବିଶେଷକରି…

ଡିସେମ୍ବରରେ ଜିଓର ୭୪,୦୦୦ ନୂଆ ଗ୍ରାହକ

ନୂଆଦିଲ୍ଲୀ,୧୮ା୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ପରିଗଣିତ ହେଉଛି। ଏପରିକି ରିଲାଏନ୍ସ ଜିଓ ୨୦୨୨ ଡିସେମ୍ବରରେ ୭୪,୦୦୦ରୁ ଅଧିକ ନୂଆ ମୋବାଇଲ ଗ୍ରାହକ ଓ ୮୦୦୦ରୁ ଅଧିକ ଜିଓ…

ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ରପ୍ତାନିକାରୀ ସଂସ୍ଥା ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫ୍‌ଆଇଏଫ୍‌ଓ) ପକ୍ଷରୁ ଆକଳନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?