ରିଲାଏନ୍ସ ଡିଜିଟାଲରେ ସାସ୍ସଙ୍ଗ୍ ଏସ୍ ୨୩
ନୂଆଦିଲ୍ଲୀ, ୮।୨: ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲ ରେ ପ୍ରିମିୟର ସ୍ମାର୍ଟଫୋନ ସାମ୍ସଙ୍ଗ୍ ଗାଲାକ୍ସି ଏସ୍୨୩ ସିରିଜ୍ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍୨୩ ଅଲଟ୍ରା, ଗାଲାକ୍ସି ଏସ୍୨୩ପ୍ଲସ୍ ଏବଂ ଗାଲାକ୍ସି ଏସ୍୨୩ ଭଳି ମଡେଲ ସାମିଲ ରହିଛି।…
ଗୁଗଲକୁ ଟକ୍କର ଦେବ ବିଙ୍ଗ୍…
ଓ୍ବାଶିଂଟନ,୮।୨ : ଅନ୍ଲାଇନ ସର୍ଚ୍ଚ ଜଗତରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରାଧାନ୍ୟ ଦେଇଥାଏ। ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଅନୁସାରେ ଗୁଗୁଲର ଏହି ପ୍ରାଧାନ୍ୟ ସମାପ୍ତ ହେବାକୁ ଯାଉଛି। ବାସ୍ତବରେ, କମ୍ପାନୀ ମାଇକ୍ରୋସଫ୍ଟର ସର୍ଚ୍ଚ ଇଞ୍ଜିନ ବିଙ୍ଗକୁ ଭାଷା ଭିତ୍ତିକ…
ରାଜ୍ୟର ୧୩ ସହରରେ ଜିଓ ଟ୍ରୁ-୫ଜି
ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଅନୁଗୋଳ ଜିଲାର ତାଳଚେର ସହରରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ରାଜ୍ୟର ମୋଟ ୧୩ ସହରରେ ଜିଓ ଟ୍ରୁ-୫ଜିର ସେବା ଉପଲବ୍ଧ ହେଉଛି।…
ବୁଝାମଣାରେ ହେବ ଆମଦାନୀ ଦେୟ ପୈଠ
ନୂଆଦିଲ୍ଲୀ,୮।୨: ଭାରତ ବର୍ତ୍ତମାନ ସମୟରେ ରୁଷିଆରୁ ଅସ୍ତ୍ରଶସ୍ତ୍ର ସହ ତୈଳ ମଧ୍ୟ ଆମଦାନୀ କରୁଛି। ଏପରିକି ଉଭୟ ତୈଳ ଓ ଅସ୍ତ୍ରଶସ୍ତ୍ର ଭଳି ଆମଦାନୀ ସାମଗ୍ରୀ ପାଇଁ ଭାରତ ଦେୟ ପୈଠ ମଧ୍ୟ ଆରମ୍ଭ କରିଛି। ଭାରତ ସରକାର ବର୍ତ୍ତମାନ ପ୍ରାୟ…
ଏବେ ‘ଡେଲ୍’ କରିବ ଛଟେଇ: ଚାକିରି ହରାଇବେ ୬.୫୦୦ କର୍ମଚାରୀ
ନୂଆଦିଲ୍ଲୀ,୭।୨: କମ୍ପ୍ୟୁଟର ନିର୍ମାତା କମ୍ପାନୀ ‘ଡେଲ୍’ ଏହାର ୬,୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନିଶ୍ଚିତ ଭବିଷ୍ୟତ ସହ କମ୍ପାନୀ ବଜାରର ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏପରିକି ବ୍ୟକ୍ତିଗତ କମ୍ପ୍ୟୁଟରର ଚାହିଦା ହ୍ରାସ ପାଉଥିବାରୁ ଛଟେଇ କରାଯିବ। ତେବେ ଏହାର…
ଏମ୍ଆଇଏମ୍ ପକ୍ଷରୁ କ୍ୱାଣ୍ଟ ଫଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୭।୨: ପୋର୍ଟଫୋଲିଓ ମ୍ୟାନେଜ୍ମେଣ୍ଟ କମ୍ପାନୀ ମାର୍ସେଲସ୍ ଇନ୍ଭେଷ୍ଟମେଣ୍ଟ୍ ମ୍ୟାନେର୍ଜ୍ସ (ଏମ୍ଆଇଏମ୍) ପ୍ରା.ଲିଃ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୱାଣ୍ଟ-ଆଧାରିତ ଫଣ୍ଡ୍ ମାର୍ସେଲସ୍ ମେରିଟର୍କ୍ୟୁ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉପତ୍ାଦ ଲାର୍ଜ, ମିଡ୍ ଓ ସ୍ମଲ୍ କ୍ୟାପ ସେଗ୍ମେଣ୍ଟ୍ରେ ୩୫ରୁ ୪୫ଟି…
ଜାନୁୟାରୀରେ ୧୮,୨୬,୬୬୯ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୭।୨: ଚଳିତ ବର୍ଷ ଜାନୁୟାରୀ ମାସରେ ଦେଶର ଅଟୋମୋବାଇଲ ସେଲ (ଯାନ ବିକ୍ରି) ପୂର୍ବ ବର୍ଷର ସମାନ ଅବଧିୀର ବିକ୍ରି ଅପେକ୍ଷା ପ୍ରାୟ ୧୪% (୧୩.୫୬) ବୃଦ୍ଧି ପାଇଥିବା ଜଣାପଡିଛି। ଏପରିକି ୨୦୨୩ ଜାନୁୟାରୀରେ ଦେଶର ମୋଟ ୧୮,୨୬,୬୬୯ ୟୁନିଟ ଗାଡ଼ି…
ଆକ୍ସିସ୍ ବ୍ୟାଙ୍କ୍ର ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍’ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୭।୨: ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଏକ ଅଭିନବ ବ୍ୟବସାୟିକ ଯୋଜନା ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍’କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଭିନ୍ନ ଶିଳ୍ପ କ୍ଷେତ୍ରର ଏୟାରଲାଇନ୍ସ ଓ ହୋଟେଲ୍ ଲୟାଲ୍ଟି ପ୍ରୋଗ୍ରାମ ସହଯୋଗିତାରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ…
ଖିମ୍ଜୀର ଭାଲେଣ୍ଟାଇନ୍ କଲେକ୍ସନ ‘ଲଭ୍ଷ୍ଟ୍ରକ୍-୨୦୨୩’
ଭୁବନେଶ୍ୱର,୭।୨:ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାଲେଣ୍ଟାଇନ୍ କଲେକ୍ସନ ‘ଲଭ୍ଷ୍ଟ୍ରକ୍ ୨୦୨୩’ର ଉନ୍ମୋଚନ କରାଯାଇଛି। ବିଶେଷ କରି ଚଳିତ ବର୍ଷ ଫେବୃୟାରୀ ୧୪ ପର୍ଯ୍ୟନ୍ତ ଏହି କଲେକ୍ସନ ଖିମ୍ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ ରହିବ। ସେହିଭଳି ‘ଲଭ୍ଷ୍ଟ୍ରକ୍…
ସୋନାଲିକାର ୨୬% ଘରୋଇ ଅଭିବୃଦ୍ଧି
ନୂଆଦିଲ୍ଲୀ,୭।୨: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍ ସୋନାଲିକା ଟ୍ରାକ୍ଟର୍ସ ଚଳିତ ବର୍ଷ ଜାନୁୟାରୀରେ ମୋଟ ୯,୭୪୧ଟି ଟ୍ରାକ୍ଟର ବିକ୍ରି କରିଥିବା ଜଣାପଡିଛି। ଏପରିକି କମ୍ପାନୀର ବିକ୍ରି ପରିମାଣ ଜାନୁୟାରୀରେ ପ୍ରାୟ ୨୬% ଅଭିବୃଦ୍ଧିର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।…
ପଣ୍ୟ ବୋଝେଇରୁ ୨୦,୬୩୫ କୋଟି ଆୟ
ଭୁବନେଶ୍ୱର,୭।୨: ଭାରତୀୟ ରେଲଓ୍ବେର ଏକ ପ୍ରମୁଖ ଜୋନ ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ଶେଷ ପୂର୍ବରୁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ଧାର୍ଯ୍ୟ ପୂରଣ ସହ ପଣ୍ୟ ବୋଝେଇରେ ଏକ ନୂତନ ରେକର୍ଡ ହାସଲ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…
ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମ ବଦଳିଲା: ୫ ବର୍ଷ ପୂର୍ବରୁ ଉଠାଇଲେ ଦେବାକୁ ପଡିବ ଟିକସ…
ନୂଆଦିଲ୍ଲୀ,୬।୨ : ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି। ଯଦ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଯାଏ ତେବେ ଟିକସ ଦେବାକୁ ପଡିବ । ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ)…

