Odisha Elections 2024
Posted inଖେଳ

‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’

ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ ଯାଦବଙ୍କ କୋଚ କପିଲ ଦେବ ପାଣ୍ଡେ ଏଥିରେ ସହମତ ନୁହଁନ୍ତି। କପିଲ ଦେବ ପାଣ୍ଡେ ବିଶ୍ୱାସ କରନ୍ତି ଯେ କୁଳଦୀପ ଯାଦବ ଅନ୍ତର୍ଜାତୀୟ ସ୍ତରରେ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ଖେଳାଳି ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଗ୍ରେଡ ଏର ଏକ ଅଂଶ ହେବା ଉଚିତ୍‌।

କୁଳଦୀପଙ୍କ କୋଚ କପିଲ ଦେବ କହିଛନ୍ତି, ବର୍ତ୍ତମାନ କୁଳଦୀପ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତ। ତେଣୁ ,ଭଳି ଖେଳାଳିଙ୍କୁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଗ୍ରେଡ ଏରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍‌। ତେବେ ଖୁବ ଶୀଘ୍ର କୁଳଦୀପ ଏ ଗ୍ରେଡ ହାସଲ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ନୁହେଁ ଟି-୨୦ ଓ୍ବାର୍ଲଡ କପ ଫାଇନାଲରେ ପହଞ୍ଚିିବ ପାକିସ୍ତାନ, ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୦।୫: ଜୁନ ୨ରୁ ଟଇ-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ ଡଲାସରେ ଆୟୋଜକ ଆମେରିକା ଏବଂ...

ଯେଉଁ ସିକ୍ରେଟ ପାଇଁ ଆଜି ପର୍ଯ୍ୟନ୍ତ କୋହଲି କରୁଛନ୍ତି ରାଜ, କହିଲେ ମନ ଖୋଲି…

ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ଭାଗ ନେବ। ଏହି ବିଶ୍ୱକପରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋହଲିଙ୍କୁ...

ଟି-୨୦ ଓ୍ବାର୍ଲଡ କପରେ ବୟସ୍କଙ୍କ ଦବଦବା, ୧୦ ଖେଳାଳିଙ୍କ ବୟସ ୩୦ ଉପରେ

ନୂଆଦିଲ୍ଲୀ,୩୦।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ମହାକୁମ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ଟୁର୍ନାମେଣ୍ଟରେ...

୧୫ ମାସ ପରେ ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍‌ ୟୁ ଭଗବାନ

ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ...

ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍‌ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ପୁର୍ବରୁ ରାପିଡ ଏବଂ...

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ...

ଦଳକୁ ଚାମ୍ପିୟନ୍‌ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍‌ ଆୟର

ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ...

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri