ଏଇ ଭାରତରେ

ବୟସ କହିଲେ ୧୦ ବର୍ଷ। କିନ୍ତୁ ବୃକ୍ଷରୋପଣ କରି ୧୬୭ଟି ପୁରସ୍କାର ଜିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମେରଠର ଇୟା ଦୀକ୍ଷିତ। ସେ ୨୮୩ ସପ୍ତାହ ହେଲା ସପ୍ତାହାନ୍ତରେ ଗଛ ଲଗାଇ ଆସୁଛନ୍ତି। କେବଳ ଏତିକି ନୁହେଁ ଗତ ୫ ବର୍ଷ ହେଲା ସେ ଗଛ ଲଗାଇ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଇୟା କାର୍ଟୁନ ଚ୍ୟାନେଲରେ ଗଛ ଲଗାଇବା ଓ ବଢିବା ଦୃଶ୍ୟ ଦେଖିବା ପରେ ଗଛ ଲଗାଇବା ଲାଗି ମନ ବଳାଇଥିଲେ। ପ୍ରଥମେ ସେ ଏକ ନିମ୍ବଗଛ ଲଗାଇଥିଲେ। ପରେ ତାଙ୍କ ସ୍କୁଲ ଓ ଆଖପାଖ ଅଞ୍ଚଳରେ ସେ ଗଛ ଲଗାଇବା ଆରମ୍ଭ କରିଦେଲେ। ସେ ତାଙ୍କ ପଞ୍ଚମ ଜନ୍ମଦିନରେ ୧୦୦୮ ଏବଂ ଷଷ୍ଠ ଜନ୍ମଦିନରେ ୨୫୦୦ ଗଛ ଲଗାଇଛନ୍ତି। ମୋଟ୍‌ରେ ଏବେ ସୁଦ୍ଧା ୨୦,୦୦୦ ଗଛ ଲଗାଇସାରିଲେଣି। ଏଥିପାଇଁ ସେ ଗ୍ରୀନ୍‌ ଇୟା ସ୍ମାଇଲ କ୍ଲବ୍‌ ଗଠନ କରିଛନ୍ତି। ସେ ମେରଠ ସହର ବ୍ୟତୀତ ଦିଲ୍ଲୀ -ଗାଜିପୁରରେ ଥିବା ଏସିଆର ସର୍ବବୃହତ୍‌ ଡମ୍ପିଂ ୟାର୍ଡ ସମେତ ଲକ୍ଷ୍ନୌ, ଇନ୍ଦୋର ଓ ଗୁରୁଗ୍ରାମରେ ମଧ୍ୟ ଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ କରୁଛନ୍ତି। ଏହି କାର୍ଯ୍ୟରେ ସେ ତାଙ୍କ ସାଥୀ ତଥା ଆଖପାଖର ପିିଲାମାନଙ୍କୁ ସାମିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri