ବାଇଡେନଙ୍କ ଘରୁ ତଥା କାର୍ଯ୍ୟାଳୟରୁ ମିଳିଥିବା ଗୁପ୍ତ ତଥ୍ୟର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୩ ।୧: ଆମେରିକାର ଆଟର୍ନି ଜେନରାଲ ମେରିକ ଗାରଲ୍ୟାଣ୍ଡ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟ ଓ ଘରୁ ମିଳିଥିବା ଗୋପନୀୟ ତଥ୍ୟର ଯାଞ୍ଚ ପାଇଁ ଜଣେ ବିଶେଷ ଓକିଲ ନିଯୁକ୍ତି ହୋଇଥିବା ଘୋଷଣା କରିଛନ୍ତି । ଗାରଲ୍ୟାଣ୍ଡ ଘୋଷଣା କରିଛନ୍ତି, କି ଯାଞ୍ଚ ପୂର୍ବତନ କ୍ୟାରିୟର ନ୍ୟାୟ ବିଭାଗ ଅଭିୟୋଜକ ଓ ମୈରିଲ୍ୟାଣ୍ଡ ଜିଲାର ପୂର୍ବତନ ଆମେରିକି ଆଟର୍ନି ରବର୍ଟ ହୁରଙ୍କ ଦ୍ୱାରା କରାଯିବ ।
ୱାଶିଂଟନ ଡିସିରେ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟରୁ ଜବତ ହୋଇଥିବା ତଥ୍ୟ ସେହି ସମୟର ଯେବେ ସେ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଥିଲେ । ସେ କହିଛନ୍ତି ହୁର ଏହି ମାମଲାର ଯାଞ୍ଚ କରିବେ ଯାହା ଆମେରିକି ଆଟର୍ନି ଜନ ଆର ଲାଁଶ ଜୁନିୟରଙ୍କ ଦ୍ୱାରା ପ୍ରାରମ୍ଭିକ ଯାଞ୍ଚର ବିଷୟ ଥିଲା । ଜୋ ପେନ ବାଇଡେନ ସେଣ୍ଟର ଫର ଡିପ୍ଲୋମେସି ଆଣ୍ଡ ଗ୍ଲୋବାଲ ଏନଗେଜମେଣ୍ଟ ଓ ୱିଲମିଂଗଟନ, ଡେଲାଭେୟର, ରାଷ୍ଟ୍ରପତି ଜୋସେଫ ଆର ବାଇଡେନ ଜୁନିୟରଙ୍କ ଘରୋଇ ନିବାସରେ ମିଳିଥିବା ଗୁପ୍ତ ତଥ୍ୟ ଅବା ଅନ୍ୟ ରେକର୍ଡକୁ ସମ୍ଭାବିତ ଅନଧିକୃତ ଭାବେ ହଟାଇବା ଓ ରଖିବା ସମ୍ବନ୍ଧିତ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri