ଏହି ୫ ସମସ୍ୟା ଥିଲେ ଭୁଲରେ ଖାଆନ୍ତୁ ନାହିଁ କମଳା: ନଚେତ୍‌…

ଶୀତ ଦିନେ ବଜାରରେ ବହୁ ପରିମାଣରେ କମଳା ଉପଲବ୍ଧ ହୁଏ। ଅନ୍ୟ ଋତି ତୁଳନାରେ ଏହି ଦିନେ କମଳା ଶସ୍ତାରେ ମିଳିଥାଏ। କରୋନା ସମୟରେ କମଳା ବହୁମାତ୍ରାରେ ବିକ୍ରି ହୋଇଥିଲା। କାରଣ ଏଥିରେ ଭିଟାମିନ ସି, ଫାଇବର, ଟିମିନ ଏ ଏବଂ ବି, ପୋଟାସିୟମ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଫସ୍‌ଫରସ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଅତ୍ୟଧିକ କମଳା ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଜାଣିବା ଏଭଳି ୫ ସମସ୍ୟା ଥିବା ଲୋକ ଏହାକୁ ଖାଇବା ଅନୁଚିତ୍‌।

ପେଟ ସମସ୍ୟା ଥିଲେ: ପେଟ ଜନିତ ସମସ୍ୟା ଥିଲେ ତୁରନ୍ତ କମଳା ଖାଇବା ଅନୁଚିତ୍‌। କାରଣ କମଳା ଖାଇବା ଦ୍ୱାରା ପେଟରେ ଏସିଡିଟି ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ କମଳାରେ ଥିବା ଫାଇବର ଡାଇରିଆ ଭଳି ସମସ୍ୟାରେ ଆକ୍ରାନ୍ତ ହେବାକୁ ପଡ଼ିପାରେ।

ଦାନ୍ତ ଖରାପ: କମଳା ଦାନ୍ତ ପାଇଁ କ୍ଷତିକାରକ। କମଳାରେ ଏସିଡ୍‌ ଥାଏ ଯାହାକି ଇନେମଲ ଏବଂ କ୍ୟାଲସିୟମ ସହିତ ମିଶି ସଂକ୍ରମଣ କରିଥିଲ। ଯେଉଁଥିରେ ଦାନ୍ତ ଧୀରେ ଧୀରେ ଖରାପ ହୋଇଥାଏ।

ଏସିଡିଟି: ଏସିଡିଟି ପରି ସମସ୍ୟା ଥିଲେ, କମଳା ଖାଇବା କ୍ଷତିକାରକ। ଏହା ଦ୍ୱାରା ପେଟରେ ଗ୍ୟାସ ଏବଂ ଛାତିରେ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଖାଲି ପେଟରେ ଖାଆନ୍ତୁ ନାହିଁ: ଖାଲି ପେଟରେ କମଳା ଆଦୌ ହେଲେ ଖାଇବା ଅନୁଚିତ୍‌। ଏହା ବ୍ୟତିତ ରାତିରେ କମଳା ଖାଇବା ଅନୁଚିତ୍‌। କାରଣ ରାତିରେ କମଳା ଖାଇବା ଦ୍ୱାରା ଥଣ୍ଡା ହୋଇପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ, ଶିଶୁମାନେ କମଳା ଖାଇବା ଅନୁଚିତ୍‌। କାରଣ କମଳାରେ ଏସିଡ୍‌ ଥାଏ, ଯାହାକି ପେଟ ସମସ୍ୟା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri