ବର୍ଷା ହେଲେ ବିଜୁଳି ସେବା ବନ୍ଦ

ବଇଣ୍ଡା,୨୨।୬(ଡି.ଏନ.ଏ.)-ସାମାନ୍ୟ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି ସେବା ବନ୍ଦ କରି ଦିଆଯାଉଛି। ଫଳରେ କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ନତଡ଼ା, ଢଡରପାଳ ଆଦି ଗ୍ରାମର ବାସିନ୍ଦାମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସାମାନ୍ୟ ପବନ ବୋହିଲେ ସେହି ଅଞ୍ଚଳ ଗୁଡ଼ିକରେ ସେବା ଯୋଗାଇ ଦିଆଯାଉ ନାହିଁ। ଏହି ଅଞ୍ଚଳ ଗୁଡ଼ିକରେ ଥିବା ବହୁ ବର୍ଷର ପୁରୁଣା ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଗୁଡ଼ିକ ବଦଳାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି:ଡୁପ୍ଲିକେଟ ଚାବିକୁ ନେଇ ଜୋର୍‌ଦାର କଳି

ବନ୍ତଳା,୧୯ା୧୧(ଡି.ଏନ.ଏ.) ଗେଟ୍‌ରେ ପଡ଼ୁଥିବା ତାଲାର ଡୁପ୍ଲିକେଟ୍‌ ଚାବିକୁ ନେଇ ପ୍ରଧାନ ଶିକ୍ଷକ ଓ ଅଙ୍ଗନଓ୍ବାଡି ଦିଦିଙ୍କ ମଧ୍ୟରେ କଳି ଯୋଗୁ ସୋମବାର ବନ୍ତଳା ଥାନା ବଡ଼କଣ୍ଟକୁଳ...

କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଛେଣ୍ଡିପଦା,୨୧ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...

ଶବ ପାଇଁ ବିଛାନ୍ତି ଶେଯ

ବନ୍ତଳା,୨୪।୧୧: ଜଣା ହେଉ ଅବା ଅଜଣା, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଅନେକେ ଆଗ୍ରହ ଦେଖାନ୍ତିନି। ବଞ୍ଚିଥିବା ବେଳେ ଅତି ଆପଣାର ଲାଗୁଥିବା ମଣିଷଟିଏ ମୃତ୍ୟୁ...

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ...

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ପ୍ରାଥମିକ ତଦନ୍ତ ପରେ କାଗଜପତ୍ର ଖୋଳତାଡ଼

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ଦୁଇଟି ଗାଁରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

ସଂକ୍ରମଣ କମ୍‌ ଦେଖାଇବାକୁ ଷଡ଼ଯନ୍ତ୍ର

ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ମଧ୍ୟ...

ମିନିଟ୍ରକ ସହ ୪ ଟନ୍‌ କୋଇଲା ଜବତ: ଡ୍ରାଇଭର ଫେରାର

ବଅଁରପାଳ,୨୧ା୫,(ଡି.ଏନ.ଏ.)-ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍‌ର ଚୋରା କୋଇଲା ଜବତ କରିଛି। ବୁଧବାର ରାତିରେ ଏହି...

ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ...

Advertisement
Archives

Model This Week