ଏଇ ଭାରତରେ

କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍‌ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ କରିଥାଆନ୍ତି। ବର୍ତ୍ତମାନ ଆମେ ଅନେକ ଯନ୍ତ୍ରପାତି ଉପରେ ନିର୍ଭର କରି ଅତି ସହଜରେ ଓ କମ୍‌ ସମୟ ମଧ୍ୟରେ କଷ୍ଟକର କାର୍ଯ୍ୟ କରିବାକୁ ସମର୍ଥ ହୋଇପାରୁଛୁ। ତେବେ ଏହା ପଛରେ ଥିବା କେତେଜଣ ବ୍ୟକ୍ତିଙ୍କ ଉଦ୍ଭାବନ ଆମକୁ ଆଧୁନିକ ଜୀବନ ଯାପନ ପାଇଁ ସହାୟକ ହୋଇପାରିଛି। ଆଉ ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ମାଙ୍ଗାଲୁର୍‌ର ଗଣପତି ଭଟ୍ଟ। ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ପାଇଁ ସେ ଏକ ଅଦ୍ଭୁତ ବାଇକ୍‌ ଉଦ୍‌ଭାବନ କରିଛନ୍ତି। ବାଇକ୍‌ଟି ୬୦-୮୦ କିଲୋମିଟର ବେଗରେ ଗତି କରିବ ବୋଲି ସେ ଦାବି କରିଛନ୍ତି। ଏହାସହ ଉକ୍ତ ବାଇକ୍‌ରେ ୮୦ କିଲୋଗ୍ରାମ୍‌ ଓଜନର ସାମଗ୍ରୀ ମଧ୍ୟ ବହନ କରାଯାଇପାରିବ। ଗୋଟିଏ ଲିଟର ପେଟ୍ରୋଲରେ ଏହା ୮୦ଟି ଗଛ ଚଢିପାରିବ। ଏଥିସହ ବର୍ଷାଦିନେ ଗଛରେ ଔଷଧ ସିଞ୍ଚନ କାର୍ଯ୍ୟରେ ଏହା ସହାୟକ ହୋଇପାରିବ ବୋଲି ଗଣପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri