Posted inVideo

ଜାନୁଆରୀ ୧ରେ କାହିଁକି ନୂଆ ବର୍ଷ

Featured Video Play Icon

ନୂଆ ବର୍ଷକୁ ସ୍ୱାଗତ କରିବାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନୂଆ ବର୍ଷକୁ ନିଆରା କରିବାକୁ ବି ଲାଗି ପଡିଛନ୍ତି ସମସ୍ତେ । ତେବେ ଏହି ନୂଆ ବର୍ଷ କଣ ? କେବେ ଏହି ପରମ୍ପରା ଆରମ୍ଭ ହେଲା? ଏହି ପରମ୍ପରା ପଛରେ କଣ ରହିଛି କାରଣ ? ଆପଣ କେବେ ନିଜ ମନରେ ଏହି ପ୍ରଶ୍ନ ଉଠାଇଛନ୍ତି, ୧୨ ମାସ ମଧ୍ୟରେ, କାହିଁକି ‘ନୂଆ ବର୍ଷ’ କେବଳ ଜାନୁଆରୀ ମାସରେ ପାଳନ କରାଯାଏ ଏବଂ ଏହା ବର୍ଷର ପ୍ରଥମ ମାସ କାହିଁକି? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା ଅତୀତ ଇତିହାସ ବିଷୟରେ ଅଧିକ କିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନୌସେନାରେ କରୋନା

କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର...

Featured Video Play Icon

Chhichhore – Preview of the film | ଛିଛୋରେ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Nitesh Tiwari’s Chhichhore, which features Shraddha Kapoor and Sushant Singh Rajput is all set to hit the screens this...

Featured Video Play Icon

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍...

Featured Video Play Icon

ଆଶା ଦେଖାଇଲା ମଡର୍ନା ଟିକା

କରୋନା ସଂକ୍ରମଣ ଭିତରେ ନୂଆ ଆଶା ସୃଷ୍ଟି କରିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ନା । ଏହି ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା ସମ୍ଭାବ୍ୟ କରୋନା...

Featured Video Play Icon

କରୋନା ଯୁଦ୍ଧରେ ସାମିଲ ହେବ ରୋବଟ୍ | Robots to be part of fight against corona

କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଲଢେଇ କରୁଛି । କରୋନା ରୋଗୀଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ...

Featured Video Play Icon

KV Singh Deo meets SRC

Senior BJP leader KV Singh Deo speaks to press after meeting Special Relief Commissioner Bishnupada Sethi Saturday regarding the...

Featured Video Play Icon

Happy Janmashtami: Lord Krishna descends on earth | ଆସିଛନ୍ତି ଶ୍ରୀକୃଷ୍ଣ

Today is the eighth day of dark fortnight in the month of ‘Bhadrav’ when Lord Krishna was born. Hindus...

Featured Video Play Icon

ଟିକଟକ୍ ସହ ୫୯ଟି ଆପ୍ ବ୍ୟାନ୍

ଲଦାଖରେ ଭାରତ-ଚାଇନା ସୀମା ବିବାଦ ରେ ଚାଇନାକୁ ବୟକଟ୍ କରିବାକୁ ସବୁ ମହଲରୁ ସ୍ୱର ଉତ୍ତୋଳନ ପରେ ଦେଶରେ ଏବେ ଟିକ୍ ଟକ୍ ସହ ୫୯ଟି...

Advertisement


Archives

Model This Week