ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ ଜାଗ୍ରତର ମଝି ଅବସ୍ଥାରେ ଆସିଥାଏ। ସ୍ବପ୍ନ ପଛରେ ଖାଦ୍ୟ, ମାନସିକ ସ୍ଥିତି ଏବଂ ପରିବେଶର ଏକ ବିଶେଷ ପ୍ରଭାବ ରହିଛି। ବିଭିନ୍ନ ଲୋକଙ୍କ ସ୍ବପ୍ନ ଭିନ୍ନଭିନ୍ନ ହୋଇଥାଏ। କିଛି ଲୋକ ଏହି ସ୍ବପ୍ନର କିଛି ଅର୍ଥ ନାହିଁ ଏହା କେବଳ ମନର ଭ୍ରମ କହୁଥିବା ବେଳେ କେହି ଏହାକୁ ବିଶ୍ୱାସ କରିଥାନ୍ତି। ତେବେ ଜାଣନ୍ତୁ ସ୍ବପ୍ନ ସମ୍ପର୍କରେ….

କେଉଁ ଲୋକ ଅଧିକ ସ୍ବପ୍ନ ଦେଖନ୍ତି

ଦୁର୍ବଳ ମାନସିକ ସ୍ଥିତି ସହିତ, ଯେଉଁମାନଙ୍କର ଖାଦ୍ୟ ଆଚରଣ ଶୁଦ୍ଧ ନୁହେଁ, ସେମାନେ ପ୍ରାୟତଃ ଅଜବ ସ୍ବପ୍ନ ଦେଖନ୍ତି। କୌଣସି ପ୍ରକାରର ଚାପଥିଲେ ସ୍ବପ୍ନ ଆସିଥାଏ।

ମୃତ ଲୋକ କିମ୍ବା ପିତୃପୁରୁଷଙ୍କ କ’ଣ ସୂଚନା ଦେଇଥାଏ।

ସାଧାରଣତଃ ମୃତ ଲୋକ କିମ୍ବା ପିତୃପୁରୁଷଙ୍କ ସ୍ବପ୍ନ କିଛି ସୂଚାଇଥାଏ। ସେମାନେ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରନ୍ତି। ବେଳେବେଳେ ସେମାନେ ଦୁର୍ଘଟଣାର ବିଷୟରେ ମଧ୍ୟ ସ୍ବପ୍ନରେ ଜଣାନ୍ତି। ଯେତେବେଳେ ଜଣେ ବ୍ୟକ୍ତି କାହାକୁ ବହୁତ ଭଲ ପାଏ, ତାଙ୍କ ମୃତ୍ୟୁ ପରେ, ତାଙ୍କ ବିଷୟରେ ଅଧିକ ଭାବିବା ହେତୁ ସେ ସ୍ବପ୍ନରେ ଆସନ୍ତି।

ବେଳେବେଳେ ଏହା ମଧ୍ୟ ଘଟେ ଯେ, ଏକ ଅଶାନ୍ତ ମୃତ ବ୍ୟକ୍ତିଙ୍କ ଆତ୍ମା ଏକ ସ୍ବପ୍ନ ମାଧ୍ୟମରେ ତାଙ୍କ ଇଚ୍ଛା ବିଷୟରେ ସୂଚନା ଦେଇଥାଏ । ତାଙ୍କରଇଚ୍ଛା ପୂରଣ ହେବା ମାତ୍ରେ ସ୍ବପ୍ନ ଦେଖିବା ବନ୍ଦ ହୋଇଯାଏ । ଏହିପରି ସ୍ବପ୍ନକୁ ଭୟ କରିବା ଉଚିତ ନୁହେଁ।

ପିତୃପୁରୁଷଙ୍କ ସ୍ବପ୍ନର ଅର୍ଥ କିପରି ବୁଝିବେ

-ଯଦି ଜଣେ ସ୍ବପ୍ନରେ ପୂର୍ବଜଙ୍କୁ ଦେଖେ, ତେବେ ନିଶ୍ଚିତ ଭାବରେ ସେ କିଛି କହିବାକୁ ଚାହାନ୍ତି,ତାହା ବୁଝିବାକୁ ଚେଷ୍ଟା କରିବା ଉଚିତ୍‌।

କେତେକ ସମୟରେ ଆୟୁଷ ପାଇଁ ଘରେ ସଙ୍କଟ ହୋଇପାରେ।
– ଭାଗ୍ୟ ଭଲ ନାହିଁ।

– ଯଦି ଜଣେ ପିତୃପୁରୁଷ ଆପଣଙ୍କୁ ସ୍ବପ୍ନରେ କିଛି ଦେଉଛନ୍ତି, ତେବେ ଆପଣ ଆଗାମୀ ସମୟରେ ଆପଣ ସଫଳତାର ନୂତନ ଉଚ୍ଚତାକୁ ସ୍ପର୍ଶ କରିବେ।

– ଯଦି ସ୍ବପ୍ନରେ ପିତୃପୁରୁଷଙ୍କ ସହିତ ଦୁର୍ଘଟଣା କିମ୍ବା ସ୍ବାସ୍ଥ୍ୟ ଖରାପ ସ୍ବପ୍ନ ଦେଖନ୍ତି। ତବେ ଆପଣଙ୍କ ଉପରେ ଆସୁଥିବା ସଙ୍କଟ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?