ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ଗୁଗଲରୁ ଅନେକ କଥା ସର୍ଚ୍ଚ କରୁଥିଲେ। ସେଥିମଧ୍ୟରୁ ୪ଟି ଜିନିଷ ଅଧିକଥର ସର୍ଚ୍ଚ କରିଥିଲେ ତାହା ହେଉଛି ବାଇପୋଲାର ଡିସ୍‌ଅର୍ଡର,ସିଜୋଫ୍ରେନିଆ ଏବଂ ପେନ୍‌ଲେସ୍‌ ଡେଥ୍‌(ଯନ୍ତ୍ରଣାବିହୀନ ମୃତ) ଏବଂ ନିଜ ନାମ। ବାଇପୋଲାର ଡିସ୍‌ଅର୍ଡର ଏବଂ ସିଜୋଫ୍ରେନିଆ ଏହି ଦୁଇଟି ଗଭୀର ମାନସିକ ରୋଗ। ସାଧାରଣତଃ ଏହି ରୋଗ ହେଲେ ଘାତକ ପରିଣାମ ସାମ୍ନାକୁ ଆସିଥାଏ। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ସେ ମାନସିକ ଚାପରେ ଥିଲେ। ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ। ଏବେ ଏହି ଘଟଣାର ପୋଲିସ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଫ୍ୟୁଜ୍‌ ଉଡିଯାଇଛି…କାହିଁକି ଏମିତି କହିଲେ ରଣବୀର

ବଲିଉଡ୍‌ ଅଭିନେତା ରଣବୀର ସିଂ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଅଭିନୟ ସହିତ ସେ ନିଜର ବିନ୍ଦାସ ଅନ୍ଦାଜ୍‌ ଏବଂ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ମଧ୍ୟ...

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ...

ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ ।...

ପୂଜା ଯାହା ଚାହୁଁଥିଲେ..

ପୂଜା ହେଗେଡ୍‌ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସଫୁଲ-୪’ ପରେ ସାଦିଦ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ...

ଏହି ଲୋକପ୍ରିୟ ଅଭିନେତାଙ୍କୁ ଭ୍ୟାଲେଣ୍ଟାଇନ୍‌ ଡେ’ରେ ୩୦ହଜାରରୁ ଅଧିକ ଯୁବତୀ ଦେଇଥିଲେ ବିବାହ ପ୍ରସ୍ତାବ, ଚକିତ ହୋଇଥିଲେ…

ବମ୍ବେ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋଙ୍କ ମଧ୍ୟରୁ ହ୍ରିତିକ୍‌ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ୍‌ କ୍ରୁଜ୍‌’ ମଧ୍ୟ କୁହାଯାଏ। ଏହି ସୁନ୍ଦର ଚେହେରା ଯୋଗୁ ବଲିଉଡ୍‌ରେ...

ଭୋ ଭୋ ହୋଇ କାନ୍ଦିଲେ ବାହୁବଳୀ ପ୍ରଭାସ

ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା...

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ...

‘ଲକଅପ’ ଶୋ’ରେ ଅତୀତର କିଛି ଘଟଣାକୁ ଖୁଲାସା କଲେ ପୁନମ୍‌

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଲୋକପ୍ରିୟ ଶୋ ‘ଲକଅପ’ରେ ଅନେକ ସେଲିବ୍ରିଟି ଆସୁଛନ୍ତି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି॥ ବର୍ତ୍ତମାନ ଶୋ’ରେ ୱାଇଲ୍ଡ...

Advertisement
Archives

Model This Week