Posted inଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ। ପିଏମ୍‌ ନ୍ୟାସନାଲ୍‌ ରିଲିଫ ପାଣ୍ଠିରେ କ୍ରିପ୍ଟୋ ମୁଦ୍ରା ମାଧ୍ୟମରେ ହ୍ୟାକର୍ସ ଟୁଇଟ୍‌ କରି ଦାନ ମାଗିଥିଲେ। ଟୁଇଟ୍‌ରେ ଲେଖାଯାଇଥିଲା, ମୁଁ ଆପଣଙ୍କୁ ଯୁବକମାନଙ୍କୁ ଅନୁରୋଧ କରୁଛି ଯେ କୋଭିଡ -୧୯ ପାଇଁ ପିଏମ ମୋଦି ରିଲିଫ ପାଣ୍ଠିକୁ ଦାନ କରନ୍ତୁ। ତେବେ କିଛି ସମୟ ପରେ ଟୁଇଟ୍‌ଟି ଡିଲିଟ ହୋଇଯାଇଥିଲା।
ଅନ୍ୟ ଏକ ଟୁଇଟ୍‌ରେ ହ୍ୟାକର ଲେଖିଛନ୍ତି ଯେ, ଏହି ଆକାଉଣ୍ଟକୁ ଜନ ୱିକ (hckindia@tutanota.com) ହ୍ୟାକ କରିଛି। ଆମେ ପେଟିଏମ ମଲ ହ୍ୟାକ କରିନାହୁଁ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟରେ ୨୫ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋଟିଏ ଛୋଟିଆ ଭୁଲ…’ଇସ୍ରୋ ରକେଟରେ ଚାଇନା ପତାକାକୁ ନେଇ ଷ୍ଟାଲିନ ସରକାରଙ୍କ ସଫେଇ

ନୂଆଦିଲ୍ଲୀ,୧।୩: ତାମିଲନାଡୁରେ ଇସ୍ରୋର ନୂତନ ଲଞ୍ଚ କମ୍ପ୍ଲେକ୍ସ ସହିତ ଜଡିତ ଇସ୍ରୋର ବିଜ୍ଞାପନରେ ‘ଚାଇନିଜ ପତାକା’ ଦେଖାଇବା କାରଣରୁ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର...

ହିମାଚଳରେ ଟଳିନି ସୁଖୁ ସରକାରଙ୍କ ସଙ୍କଟ, ବିଦ୍ରୋହୀଙ୍କ ଯୋଗାଯୋଗରେ ଅଛନ୍ତି ଅନେକ ବିଧାୟକ

ଶିମ୍‌ଲା,୧।୩: ହିମାଚଳ ପ୍ରଦେଶରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପାଇଁ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୂଚନାନୁସାରେ, କଂଗ୍ରେସ ସରକାର ଏବେ ବି...

ଅଯୋଧ୍ୟା ରାମ ମନ୍ଦିରରେ ହେଲା ଚମତ୍କାର: ଭିଡିଓ ନ ଦେଖିଲେ କରିପାରିବେନି ବିଶ୍ୱାସ

ଅଯୋଧ୍ୟା,୧।୩: ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ଭଗବାନ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିଷ୍ଠା କରାଯାଇଥିଲା। ଭଗବାନ ଶ୍ରୀ ରାମଙ୍କ ପ୍ରତିଷ୍ଠା ପରେ ଅନେକ ଜିନିଷ...

ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ...

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ...

ଭାରତରେ ବଢ଼ୁଛି କଲରାପତରିଆ ବଂଶ

ନୂଆଦିଲ୍ଲୀ, ୧ା୩ (ପି.ଟି)ଭାରତରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସବିଶେଷ ରିପୋର୍ଟ ଅନୁଯାୟୀ ୨୦୨୨...

ଆସାମରେ ଛିଣ୍ଡିଲା ଆସନ ଭାଗବଣ୍ଟା, ୧୧ରେ ଭାଜପା ୩ରେ ଏନଡିଏ ସହଯୋଗୀ

ନୂଆଦିଲ୍ଲୀ,୨୯।୨: ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସାମରେ ଆସନ ବାଣ୍ଟିବା ନେଇ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଏହାର...

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବାରେ ପ୍ରିୟଙ୍କାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୯।୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶ ସରକାରଙ୍କ ସଙ୍କଟକୁ ରୋକିବାରେ ତଥା ସରକାରଙ୍କୁ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri