Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା Top 5 Evergreen Odia Film Songs ଯାହା ଖୁବ୍‌ ଲୋକପ୍ରିୟ ।
ଯାହାକୁ ଶୁଣିଲେ ତା’ର ଆରପଦଟି ନିଶ୍ଚେ ଗୁଣୁଗୁଣୁ ହେବେ। ତେବେ କେବଳ ଗୀତ ନୁହେଁ ତାହା କେଉଁ ଚଳଚ୍ଚିତ୍ରର, ସଙ୍ଗୀତ, ଗୀତ ଏବଂ କଣ୍ଠ କିଏ ଦାନ କରିଛନ୍ତି ତାହା ମଧ୍ୟ ଜାଣନ୍ତୁ।

୧.‘‘ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି, ଏ ମୋର ଗୁଡ଼ି’’ (Udi Udi Udi Jaa Re Gudi)

https://www.youtube.com/watch?v=V4U2Qow-NqI

‘‘ଉଡ଼ିଉଡି ଉଡି ଯାଆରେ ଉଡ଼ି, ଏ ମୋର ଗୁଡି’’
ଚଳଚ୍ଚିତ୍ର-କିଏ କାହାର
ସଙ୍ଗୀତ/କଣ୍ଠ- ଅକ୍ଷୟ ମହାନ୍ତି,
ଗୀତ- ନାରାୟଣ  ପ୍ରସାଦ ସିଂ

୨.‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’’(Bou Lo Ki Kahibi)

https://youtu.be/ZVGESS2mMnc?si=xTItxVdxvX52lGQl

‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’’
ଚଳଚ୍ଚିତ୍ର- ଅଦିନ ମେଘ
ସଙ୍ଗୀତ-ବାଳକୃଷ୍ଣ ଦାଶ
କଣ୍ଠ- ତୃପ୍ତି ଦାସ
ଗୀତ- ଗୌରାଙ୍ଗ ସାମନ୍ତରାୟ

ଆହୁରି ପଢ଼ନ୍ତୁ:  Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

 

୩.‘‘ମୟୂରୀଗୋ! ତୁମ ଆକାଶେ’’ (Mayuri Go Tuma Aakashe)

https://youtu.be/nDrXOaD7-4w?si=CK5v-dpIz26DKWST

ମୟୂରୀଗୋ! ତୁମ ଆକାଶେ

ଚଳଚ୍ଚିତ୍ର- ଅରୁନ୍ଧତୀ
ସଙ୍ଗୀତ-ଶାନ୍ତନୁ ମହାପାତ୍ର
କଣ୍ଠ- ମହମ୍ମଦ ରଫି
ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

୪.‘‘ମୁଁ ଯେ ଜାଣେନା କାହା ବାଟ ରହଛି’’ (Mun Je Janena)

‘‘ମୁଁ ଯେ ଜାଣେନା କାହା ବାଟ ରହଛି’’
ଚଳଚ୍ଚିତ୍ର- ଗପ ହେଲେ ବି ସତ
ସଙ୍ଗୀତ- ଭୁବନ ହରି
କଣ୍ଠ- ସୁମନ କଲ୍ୟାଣ
ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

 

୫.‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’(Mo Priya Tharu)

https://youtu.be/NFl305Ndnz4?si=UQQX8ZETTX_Oh-OM

‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’
ଚଳଚ୍ଚିତ୍ର- ସିନ୍ଦୁରବିନ୍ଦୁ
ଗୀତ/ସଙ୍ଗୀତ- ପ୍ରଫଲ୍ଲୁ କର
କଣ୍ଠ- ଚିତ୍ତ ଜେନା

 

 


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?