କଟକ ସହରରୁ ୯୮ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୩।୧୦- କଟକ ସହରରୁ ମଙ୍ଗଳବାର ୯୮ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ପାଇଥନ ସାହି, ତୁଳସୀପୁରରୁ ୪ ଜଣ ଲେଖାଏ, ଚାଉଳିଆଗଞ୍ଜରୁ ୩, ମହାନଦୀ ବିହାରରୁ ୨, ମଙ୍ଗଳବାଗରୁ ଜଣେ, ରାଣୀହାଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୪୫ ଜଣଙ୍କ ମଧ୍ୟରେ ମାଥସାହି ତୁଳସୀପୁରରୁ ୬, ସିଡିଏ ସେକ୍ଟର-୬ରୁ ୩, ସିଡିଏ ସେକ୍ଟର-୧୧ରୁ ୩, ମହାନଦୀ ବିହାରରୁ ୩, କ୍ୟାଣ୍ଟନମେଣ୍ଟ ରୋଡରୁ ୨, ଚାଉଳିଆଗଞ୍ଜରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଥିବା ୯୧ ମୋବାଇଲ ଫୋନ୍‌ ବିକି ୨ ଗିରଫ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବସ୍‌ରୁ ଖସି ପଡିଥିଲା ମୋବାଇଲ୍‌ ଭର୍ତ୍ତି ପେଟି। ରାସ୍ତାରୁ ପାଇ ୯୧ ଦାମୀ ମୋବାଇଲ୍‌ ଫୋନ୍‌କୁ ବିକି ଦେଇଥିଲେ ୨ଜଣ ବନ୍ଧୁ। ଶେଷରେ ଲୋଭ...

ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ...

ଦାୟିତ୍ୱ ନେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ...

ସଞ୍ଜ ନଇଁଲେ ଅଞ୍ଚଳବାସୀଙ୍କୁ ଦନ୍ତା ଭୟ: ଘର ଭିତରେ ଶୁଣ୍ଢ ପୂରାଇବା ଭିଡିଓ ଭାଇରାଲ

ସମ୍ବଲପୁର,୩୦ା୧(ବ୍ୟୁରୋ): ସମ୍ବଲପୁର ସଦର ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ସଞ୍ଜ ନଇଁଲେ ଲୋକଙ୍କୁ ଦନ୍ତା ଭୟ ଘାରିଛି। ତେଣୁ ଯିଏ ଯୁଆଡେ...

ଭାରତୀୟ କନ୍‌ସୁଲ ଜେନେରାଲଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୭।୮(ଡି.ଏନ.ଏ)-ବ୍ରିଟେନର ସ୍କଟଲାଣ୍ଡଠାରେ ଅବସ୍ଥାପିତ ଭାରତୀୟ କନ୍‌ସୁଲ ଜେନେରାଲ ହିତେଶ ରାଜପାଲ ମଙ୍ଗଳବାର ଅପରାହ୍ନରେ ସପରିବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ରାଜପାଲ ପରିବାର ସହ...

ଜମି ଅଡ଼ୁଆ: ଆଗେଇପାରୁନି ମେଗା ତୈଳବୀଜ ବିହନ ହବ୍‌

ଭୁବନେଶ୍ୱର, ୩।।୯ (ବ୍ୟୁରୋ): ଡାଲିଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ଏକ ମେଗା ତୈଳବୀଜ ବିହନ ହବ୍‌ ସ୍ଥାପନ କରିବାକୁ ରାଜ୍ୟ ସରକାର କେନ୍ଦ୍ର...

ପୁଣି ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ପୁଣି ୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଏବଂ କରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତ...

ଆଇଏଏସ୍‌ ବିଜୟ କେତନ ଗିରଫ ମାମଲା: ଜାମିନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସ ବିଜୟ କେତନ ଉପାଧ୍ୟାୟଙ୍କ ପାଇଁ ଅଡୁଆ...

Advertisement


Archives

Model This Week