Posted inVideo

ତ୍ରିରଙ୍ଗା ଭଳି ହେବ ନୂଆ ସଂସଦ ଭବନର ଡିଜାଇନ୍

Featured Video Play Icon

ନୂଆ ସଂସଦର ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ ହାତକୁ ଯାଇଛି । ବୁଧବାର ଏନେଇ ସୂଚନା ମିଳିଛି । କମ୍ପାନୀ ଏଥିପାଇଁ ୮୬୧.୯କୋଟି ଟଙ୍କାରେ ଚୁକ୍ତି କରିଛି । ଚଳିତ ମୌସୁମୀ ଅଧିବେଶନ ପରେ ଏକ ନୂଆ ଗ୍ରାଉଣ୍ଡ ଫ୍ଲୋର ଏବଂ ଦୁଇ ମହଲା ତ୍ରିରଙ୍ଗା ଆକୃତିର କୋଠା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବାବୁ ମହଲ: ସନିଆର ଭାଲେଣ୍ଟାଇନ୍ସ ଡେ | Babu Mahal #21 “Saniara Valentine’s Day”

ଆଜିକାଲି ଫେକ୍ କଲ୍ ମାଧ୍ୟମରେ ସରଳ ଲୋକଙ୍କୁ ଫସେଇ ସେମାନଙ୍କଠୁଁ ପଇସା ହଡ଼ପ ହେଉଥିବାର ବହୁତ ଘଟଣା ନଜରକୁ ଆସୁଛି। କିଏ ନିଜକୁ ବ୍ୟାଙ୍କ କର୍ମଚାରୀ...

Featured Video Play Icon

ଅଧାରେ ଅଟକିଲା ରୁକୁଣା ରଥ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ମାନେ ରଥ ଟାଣିଛନ୍ତି। ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା...

Featured Video Play Icon

Premier Universities stand in solidarity with JNU students | ଜେଏନୟୁ ହିସାଂକୁ ନେଇ ଓଡିଶାରେ ପ୍ରତିବାଦ

The brutal attack on the Jawaharlal Nehru University (JNU) students has drawn widespread flak from all quarters. Celebrities from...

Featured Video Play Icon

Sports Roundup : ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ

ଆଜିର ଏପିସୋଡରେ ଦେଖିବା – *ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ *ଟୋକିଓ ଅଲମ୍ପିକ୍ସ ପାଇଁ ୨ ଓଡ଼ିଆଙ୍କୁ ମିଳିଲା ଟିକେଟ *ଐତିହାସିକ ଫାଇନାଲ ପାଇଁ ଟିମ୍...

Featured Video Play Icon

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ବାଲେଶ୍ୱରରେ ବାତ୍ୟା ୟାସ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲା ପ୍ରଶାସନ।...

Featured Video Play Icon

୪ ମାସ ପରେ ଖୋଲିଲା ଜିମ୍

କରୋନା ମହାମାରୀ ଭିତରେ ସରକାର ଜୀବନ ସହ ଜୀବିକାକୁ ବି ଗୁରୁତ୍ବ ଦେଇଛନ୍ତି। ସେହି ଅନୁସାରେ ଅନଲକ୍-୩ ରେ ପାଖାପାଖି ୪ ମାସ ପରେ ଜିମ୍...

Featured Video Play Icon

ରାଜ୍ୟରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରଥମେ ନିଜାମୁଦ୍ଦିନ ପରେ କୋଲକତାରୁ ଆସୁଥିବା ପ୍ରବାସୀ ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଥିବା ବେଳେ ଏବେ ସୁରଟ ଫେରନ୍ତା ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ ।ଗୁରୁବାର ରାଜ୍ୟରେ...

Featured Video Play Icon

Kapil says goodbye to comedy | ଆଉ କମେଡି କରିବେନି କପିଲ୍ !

In this epiode we bring you: Is it true that Kapil will no longer be seen doing comedy? How...

Advertisement
Archives

Model This Week