Tag Archives: Dharitri Editorial

ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ସଂସ୍ଥାଗୁଡ଼ିକରେ ସରକାରଙ୍କର ଥିବା ବୃହତ୍‌ ଅଂଶଧନକୁ ଜଣେ ‘ଷ୍ଟ୍ରାଟେଜିକ୍‌’ କ୍ରେତା…

ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ମହିଳା ଭିକ ମାଗି ନଗରନିଗମରେ ଟିକସ ପଇଠ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମହିଳାଙ୍କ ନାମ ଜ୍ୟୋତ୍ସ୍ନା ଗାନ୍ଧୀ। ଗୁଜରାଟ ବଡୋଦରାରେ ସେ ରୁହନ୍ତି । ତାଙ୍କର ଗୋଟିଏ ପୁଅ । ସେ ବି ଦିବ୍ୟାଙ୍ଗ।…

କାହାର ମଙ୍ଗଳ

ତଥାଗତ ସତପଥୀ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବାରୁ ବିଭିନ୍ନ ସର୍ଭେ ସଂସ୍ଥା ଆର୍ଥିକ ବ୍ୟାପାର ସହ ଜଡ଼ିତ ବିଷୟ ଉପରେ ଅନୁଶୀଳନ କରିବାରେ ଲାଗିଛନ୍ତି। ଏବେ ଏକ ବିଚିତ୍ର କୌତୂହଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା…

ବିପଦରେ ନଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ ନଦୀ ହେଉଛି ସଭ୍ୟତାର ଜନ୍ମଦାତ୍ରୀ। ନଦୀର ସୁସ୍ଥତାରୁ ଜଣାପଡ଼େ ସଭ୍ୟତାର ସ୍ଥିତି। ମାତ୍ର ଭାରତବର୍ଷର ବଡ଼ବଡ଼ ସହର ପାର୍ଶ୍ୱରେ ବହିଯାଉଥିବା ଏମିତି ଗୋଟିଏ ନଦୀ ନାହିଁ, ଯାହାର ପାଣିକୁ ପିଇବା ତ ଦୂରର କଥା ଗାଧୋଇବା…

ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ। ଉଭୟ ସପକ୍ଷ ଓ ବିପକ୍ଷବାଦୀମାନେ ତାଙ୍କ ଯୁକ୍ତି ମାଧ୍ୟମରେ ଜନମତକୁ ତାଙ୍କ ଆଡକୁ ପ୍ରଭାବିତ…

ଏଇ ଭାରତରେ

ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ ଲାଗିପଡିଛନ୍ତି। ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି ଦିଲ୍ଲୀରେ। ଭାରତୀୟ ବାୟୁ ସେନାରେ ସ୍କାଡ୍ରନ୍‌…

ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ ଭାରତରେ ଅସହିଷ୍ଣୁତା ଏକ ବିକଟାଳ ରୂପ ଧାରଣ କରିଚାଲିଛି। ଧର୍ମ, ରାଜନୀତି, ସାହିତ୍ୟ, ସଙ୍ଗୀତ,…

ପ୍ଲାଷ୍ଟିକ୍‌ ପଞ୍ଝାରେ ପୃଥିବୀ

ଡ. ପ୍ରଫୁଲ୍ଲ କୁମାର ସାହୁ ପରିବେଶ ପ୍ରଦୂଷଣ କହିଲେ ଆଗେ ଧୂଆଁ ଦ୍ୱାରା ବାୟୁ ଏବଂ ସହରୀ ଓ କାରଖାନା ବର୍ଜ୍ୟ ଦ୍ୱାରା ଜଳ ପ୍ରଦୂଷଣକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ତାକୁ ପଛରେ ପକେଇଦେଇଛି ପ୍ଲାଷ୍ଟିକ ଦ୍ୱାରା…

ମୋ ସରକାର: ଗାନ୍ଧୀରୁ ନବୀନ

ତୁଷାରକାନ୍ତ ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି- ତାହା ହେଉଛି (୧) ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ, (୨) ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବ, ତାହାଦ୍ୱାରା ସମାଜର…

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ ପ୍ରଭାବିତ ଉସୁର ବ୍ଲକ୍‌ ମୁଖ୍ୟାଳୟଠାରୁ ୩୫ କିମି ଦୂର ମଲ୍ଲେମପେଣ୍ଟା ଗାଁରେ ଏହି ସ୍କୁଲ…

ଦଳୀୟ ଚିହ୍ନରେ ପ୍ରାଣୀ

ପରିବେଶ ପରିଚିନ୍ତା ମାନେକା ଗାନ୍ଧୀ ବହୁ ବର୍ଷତଳେ ଯେତେବେଳେ ଟି.ଏନ୍‌. ଶେଷାନ୍‌ ନିର୍ବାଚନ କମିଶନର ଥିଲେ ସେତେବେଳେ ଡ. ଜୟଲଳିତାଙ୍କ ପାର୍ଟିର ନିର୍ବାଚନ ସଙ୍କେତ ଥିଲା ଗଞ୍ଜା(କୁକୁଡ଼ା)। ନିର୍ବାଚନ ସମୟରେ ହଜାର ହଜାର କୁକୁଡ଼ା ଦ୍ରୁତବେଗରେ ଯାଉଥିବା ଗାଡିଗୁଡିକ ଉପରେ ବନ୍ଧା…

ଲୌହମାନବଙ୍କ ସ୍ମରଣେ

ଡା. ସୁରେନ୍ଦ୍ରନାଥ ପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ। ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ ଭାରତରେ ଶାନ୍ତି, ମୈତ୍ରୀ, ସଦ୍‌ଭାବ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଗୁଜରାଟର ନର୍ମଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?