Tag Archives: Dharitri Editorial

ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ସରକାର ‘ସନ୍ତୁଳିତ ବଜେଟ’ ନୀତିକୁ ଅନୁସରଣ କରୁଛନ୍ତି। ଏପରି ନୀତି ୧୯୩୦ ଦଶକରେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିଲା। ବିଂଶ ଦଶକରେ ଆମେରିକା ଅର୍ଥନୀତି ପୂରା ଭଲ ରହିଥିଲା। ଶେୟାର ବଜାର ପୂରା ଦୌଡୁଥିଲା। କିନ୍ତୁ ଏହା…

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ ଓ ସମ୍ପ୍ରଦାୟ ବାଧକ ହୋଇପାରେନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ଏମାନେ। ବିହାରର ସୀତାମଢି ଜିଲା…

ବୋର୍‌ଓ୍ବେଲ୍‌ରେ ମୃତ୍ୟୁ

ତାମିଲନାଡୁର ତିରୁଚିରାପଲ୍ଲୀରେ ୨ ବର୍ଷର ବାଳକ ସୁଜିତ ଓ୍ବିଲ୍‌ସନ ୮୮ ଫୁଟ ଖୋଳା ଯାଇଥିବା ଏକ ବୋର୍‌ଓ୍ବେଲ୍‌ରେ ୨୫ ଅକ୍ଟୋବରରେ ପଡ଼ିଯାଇଥିଲେ। ଏଭଳି ଦୁର୍ଘଟଣା ଭାରତବର୍ଷର ବିଭିନ୍ନ ସ୍ଥାନରେ ଘଟୁଥିବାର ବାରମ୍ବାର ପରିଲକ୍ଷିତ ହେଉଛି। ଏହା ସତ ଯେ, ଏପରି ଦୁଃଖଦାୟକ…

ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ ପଚାରିଲେ, ମୁଁ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖେ ନାହିଁ। ପଥର, ମାଟି, କାଠ, ଧାତୁକୁ…

ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା ବେଳକୁ ବୋଧ ହେଉଛି, ଏକ ସହିତ ସେ ଅନେକ, ଏକାଧିକ ଲୋକଙ୍କ ଏକତ୍ର ସମାବେଶ,…

ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର ଲୋକମାନେ ବରର ପାଟି ଶୁଂଘିବା ପରମ୍ପରା ପ୍ରଚଳିତ ରହିଛି। କେବଳ ବର ନୁହନ୍ତି, କନ୍ୟା…

ନରକରେ ଜମାକାରୀ

ଭାରତୀୟ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏପରି କି ଅଧିକ ଆୟ ସଂଗ୍ରହ ଲାଗି ଗତ ସାଧାରଣ ବଜେଟ ବେଳେ ସରକାରଙ୍କ ପକ୍ଷରୁ…

ଗୁଣିଗାରେଡ଼ିକୁ ରୋକିବା କେମିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିଦିନ ହେଲା ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅପରାଧର ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ନଅ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ୩୫ ଜଣ ବ୍ୟକ୍ତି ଗୁଣି ବା ଡାହାଣୀ ସନ୍ଦେହରେ…

ଷଣ୍ଢମାର୍କା ଟୋକା

ମନ-ମାନଚିତ୍ର ଡ. ନରହରି ବେହେରା ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ ପାଖ ମାଡ଼ିବୁ ନାହିଁ। ଏମାନଙ୍କର ଦୟାମାୟା ବୋଲି କିଛି ନାହିଁ। ଏମାନେ ଯାହା କରନ୍ତି…

ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଏହି ଗାଁରେ ଯଦି କୌଣସି ପ୍ରସୂତିଙ୍କର ମୃତ୍ୟୁ ହୋଇଯାଏ ପୁରୁଷମାନେ ତାଙ୍କ ଶବକୁ ଛୁଅନ୍ତି…

‘ବିକାଶ’ ଲାଗି ଜିଦି

କିଛିବର୍ଷ ଧରି ଭାରତରେ ‘ବିକାଶ’ ଏକ ଚର୍ଚ୍ଚିତ ଶବ୍ଦ ରହିଆସିଛି। ଯେଉଁଠାରେ ଅସଙ୍ଗତି ଦେଖାଦେଉଛି ବା ସମାଲୋଚନା କଲା ଭଳି ପରିସ୍ଥିତି ଉପୁଜୁଛି, ସେଠାରେ ‘ବିକାଶ’ ନାମରେ ସବୁକିଛି ଅତିକ୍ରମ କରାଯିବା ଲାଗି ପ୍ରୟାସ ହେଉଛି। ଏବେ ପ୍ରଶ୍ନ ହେଲାଣି କାହା…

ବିପଦ ଚିହ୍ନିଲେ ବିପର୍ଯ୍ୟୟ ନାହିଁ

ତତ୍ତ୍ୱ ଓ ତର୍କ ବିମଳ ପାଣ୍ଡିଆ ‘ଫାଇଲିନ’ ବାତ୍ୟାର ‘ସଫଳ’ ମୁକାବିଲା ପାଇଁ ଜାତିସଂଘ ଓଡିଶା ସରକାରଙ୍କୁ ବାହାବା କରିଥିଲା। ଏବେ ‘ଫୋନି’ ବାତ୍ୟାର ‘ସଫଳ’ ମୁକାବିଲା କରିଥିବାରୁ ନ୍ୟାଶ୍‌ନାଲ ଜିଓଗ୍ରାଫିକ ଚ୍ୟାନେଲ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?